ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଡାକ୍ତରୀ ଛାତ୍ରୀ ଦେଖାଇଲେ ଦେଶପ୍ରେମ । ଦେ-ଶ-ଦ୍ରୋ-ହୀ ଙ୍କ ବି-ରୋ-ଧ ରେ ଛିଡ଼ା ହେଲେ । ସବୁଆଡୁ ମିଳୁଛି ସାବାସୀ । ଟ୍ଵିଟର ରେ ଗଦା ଗଦା ଶୁଭେଚ୍ଛା । ସତ୍ୟ କହିବାରୁ ମିଳୁଛି ହ-ତ୍ୟା ଧ-ମ-କ । ଭାରତ ବି-ରୋ-ଧ ରେ ପାକିସ୍ତାନ ଟି- ଟ୍ୱେଣ୍ଟି ରେ ବିଜୟ ଲାଭ କରିବା ପରେ କଲେଜ ପରିସର ରେ ଚାଲିଥିଲା ସେଲିବ୍ରେସନ୍ । ସେର ଇ କାଶ୍ମୀର ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ ପରିସର ରେ ମସଗୁଲ ଥିଲେ ଛାତ୍ରଛାତ୍ରୀ ।
ଏହି ସମୟ ରେ କିଛି ଛାତ୍ରଛାତ୍ରୀ ଙ୍କୁ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବାରେ ବାଧ୍ୟ କରାଯାଇ ଥିଲା । ହେଲେ ଅନନ୍ୟା ଯାମୱାଲ ନାମକ ଜଣେ ଛାତ୍ରୀ ଏଥିରେ ସାମିଲ ନ ହେବାରୁ ତାଙ୍କୁ ହ-ତ୍ୟା ଧ-ମ-କ ମିଳିଛି । ଏପରିକି ଏହି କଲେଜ କୁ ନେଇ ଦ୍ୱ-ନ୍ଦ ଉପୁଜିଛି । ଏହାକୁ ନେଇ ଟ୍ୱିଟର ରେ ଯେମିତି ଯୁ-ଦ୍ଧ ଚାଲିଛି । ଅବ୍ଦୁଲ୍ଲା ଘାଜି ନାମକ ଜଣେ ଯୁବକ ଅନନ୍ୟା ଙ୍କୁ ଟ୍ୱିଟ କରି ଧ-ମ-କ ଦେଇଥିବା ସେ କହିଛନ୍ତି ।
ଅନନ୍ୟା ଙ୍କୁ ପୋଲିସ ଇନଫର୍ମର ବୋଲି ଏଥିରେ କୁହାଯାଇଛି । ଆଉ ଅନନ୍ୟା ଙ୍କ ଅ-ଭି-ଯୋ-ଗ ଆଧାର ରେ ପୋଲିସ କିଛି ଛାତ୍ର ଙ୍କୁ ଗି-ର-ଫ କରିଥିବା ଏଥିରେ କୁହାଯାଇଛି । ସୋ-ସି-ଆ-ଲ ମି-ଡି-ଆ ରେ ଏହି ସଂକ୍ରାନ୍ତିୟ ଭିଡିଓ ଘୁ-ରି ବୁଲୁଛି । ତେବେ ଏହି ଭିଡିଓ ଆଧାର ରେ ପୋଲିସ ସ୍ଥାନୀୟ ଛାତ୍ର ଙ୍କୁ ଗି-ର-ଫ କରିଛି । ଆଉ ଏହି ଭିଡିଓ ଅନନ୍ୟା ହିଁ ଭା-ଇ-ରା-ଲ କରିଥିବା ଘାଜି ଅ-ଭି-ଯୋ-ଗ କରିଛନ୍ତି ।
ଏହି ଘ-ଟ-ଣା ରେ ଜାମ୍ମୁ କାଶ୍ମୀର ପୋଲିସ ଦୁଇଟି ମା-ମ-ଲା ରୁ-ଜୁ କରିଛି । ସାମ୍ବା ଜିଲ୍ଲା ରେ ଛଅ ଜଣ ଯୁବକ ଙ୍କୁ ଅ-ଟ-କ ରଖିଛି । ସେପଟେ ଅନନ୍ୟା ଟ୍ୱିଟ କରି କହିଛନ୍ତି କି, ମୁଁ ସବୁ ପ୍ରକାର ପରିସ୍ଥିତି କୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି । ଅନନ୍ୟା ଙ୍କ ଏହି ସାହସୀ ପଦକ୍ଷେପ କୁ ସବୁଆଡୁ ପ୍ରଶଂସା କରାଯାଇଛି । ସୋ-ସି-ଆ-ଲ ମି-ଡି-ଆ ରେ ମଧ୍ୟ ଲୋକମାନେ ଅନନ୍ୟା ଙ୍କୁ ବହୁତ ମାତ୍ରାରେ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ସାବାସୀ ଦେଇଛନ୍ତି । ତେବେ ଆପଣ ମାନେ ଅନନ୍ୟା ଯାମୱାଲ ଙ୍କ ଏହି ସାହାସିକତା କୁ ନେଇ ନିଜର ମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।