ମନ୍ଦିରରେ କଳାକନା ବୁଲାଉଥିଲା ଚୋର, ହେଲେ ସାପ ଦେଖି ଦେଇ କଲା ଏମିତି କାମ କି ଶୁଣିଲେ ଆପଣ ବିଶ୍ଵାସ କରି ପାରିବେନି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କି କଳିଯୁଗ ରେ ଲୋକମାନେ କାହାକୁ ବି ଡ-ର-ନ୍ତି ନାହିଁ । ନିଜ ଇଚ୍ଛା ଅନୁସାରେ କାମ କରନ୍ତି । ମିଥ୍ୟା ଵଚନ ସହ କୁ-କ-ର୍ମ କରିଥାନ୍ତି । ତେବେ କିନ୍ତୁ ଆପଣ ଯେତେ ଯାହା କଲେ ବି ତାର ହିସାବ ଜଣେ ହିଁ ରଖିଥାଏ ଏବଂ ସେ ହେଉଛି ଭଗବାନ ବା ଈଶ୍ୱର । ତାଙ୍କ ପାଖରେ ସବୁ ଚୋ-ରି ଧ-ରା ପଡି ଯାଇଥାଏ । ସବୁ ମି-ଥ୍ୟା ମଧ୍ୟ ଜଣା ପଡେ ।

ତେବେ ହୁଏତ କିଛି ଲୋକ ଏହାକୁ ମାନି ନ ପାରନ୍ତି କିମ୍ବା ଏହାକୁ ମି-ଛ କିମ୍ବା ଅ-ନ୍ଧ ବିଶ୍ୱାସ ବୋଲି ମଧ୍ୟ ଭାବି ଥାଇ ପାରୁଥିବେ । କିନ୍ତୁ ଆଜି ଆମେ ଆପଣ ଙ୍କୁ କିଛି ଏଭଳି ଘ-ଟ-ଣା ସମ୍ପର୍କ ରେ କହିବୁ ଯାହାକୁ ଶୁଣିବା ପରେ ହୁଏତ ଆପଣ ବିଶ୍ୱାସ କରିବେ କି ଭଗବାନ ଅଛନ୍ତି ଏବଂ ସେ ସମୟ ପଡିଲେ ଅବତାର ନେଇ ମଧ୍ୟ ଆସିବେ । ତେବେ ଘ-ଟ-ଣା ଟି ହେଉଛି କିଛି ଏପରି କି ପିପିଲି ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜ ପୁର ସ୍ଥିତ ସୋମନାଥ ମନ୍ଦିର ର ଜଣେ ବ୍ୟକ୍ତି ଚାଲି ଚାଲି ଆସୁଛି ମନ୍ଦିର ଭିତରକୁ ।

ତେବେ ମୁହଁ ରେ ମା-ସ୍କ ଏବଂ ମୁଣ୍ଡରେ ଟୋପି ଖୁବ ଆତ୍ମ ବିଶ୍ୱାସ ସହ ମନ୍ଦିର ଭିତରକୁ ଆସୁଛି । ତେବେ ଚାଲି ଚାଲି ସେ ପହଁଚି ଯାଉଛି ମନ୍ଦିରର ହୁଣ୍ଡି ପାଖକୁ । ତେବେ ଭକ୍ତ ବେଶ ରେ ଆସିଥିଲା ଏକ ଚୋ-ର ଏବଂ ଭାବିଥିଲା ମୁହଁ ରେ କପଡା ବାନ୍ଧିଦେଲେ କେହି କିଛି ଜାଣି ପାରିବେ ନାହିଁ । ତେବେ ଏ ସବୁ ରେକର୍ଡ ହୋଇ ଯାଇଥିଲା ମନ୍ଦିର ଭିତରେ ଥିବା ଏକ ସିସିଟିଭି କ୍ୟାମେରା ରେ ।

ତେବେ ସେହି ଚୋ-ର ଟି ଧ-ରା ପଡିଥିଲା । ଚୋ-ରି କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଟଣୀ ଥାନା ପିତାପଲି ଅଞ୍ଚଳ ର ରଶ୍ମି ରଞ୍ଜନ ପ୍ରଧାନ । ଡେଲାଙ୍ଗ ପୋଲିସ ବ୍ୟକ୍ତି କୁ ଗି-ର-ଫ କରିବା ସହ ତା ପାଖରୁ ଏକୋଇଶ ହଜାର ଶହେ ସତର ଟଙ୍କା ଜ-ବ-ତ କରିଥିଲେ ଏବଂ ତାକୁ କୋର୍ଟ ଚା-ଲା-ଣ କରିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି କି ଏହି ଚୋ-ର କୁ ଧ-ରା ପକେଇଚି ଏକ ନାଗ ସାପ ।

ତେବେ ଚୋ-ର-ଟି ନିଜେ କହିଛି କି ନାଗ ସାପ ସବୁଦିନ ଜ-ଗି ରହିଲା ଏବଂ ମୁଁ ଡ-ରି-ଗଲି ଏହା ପରେ ପୋଲିସ ଚୋ-ର କୁ ଗି-ର-ଫ କରି ଦେଇଥିଲା । ତେବେ ଏହା ଶୁଣି ଆପଣ ମାନେ ମି-ଛ କିମ୍ବା ଅ-ନ୍ଧ ବିଶ୍ୱାସ ବୋଲି ଭାବୁଥିବେ । କିନ୍ତୁ ଭଗବାନ ଅଛନ୍ତି ବୋଲି ଏହା ପ୍ରମାଣ । ତେବେ ଏହି କଥା ଦେଖିଲା ପରେ ଆପଣ ମାନେ ଅନେକ ଚଳଚ୍ଚିତ୍ର କଥା ମଧ୍ୟ ଭାବି ସାରିଥିବେ । କାରଣ ସିନେମା ରେ ମଧ୍ୟ ଏହିଭଳି ଭାବରେ ସାପ ଦୋ-ଷୀ କୁ ଦ-ଣ୍ଡ ଦେଇଥାଏ ।

ତେବେ କୁହାଯାଏ କି ଅ-ପ-ରା-ଧୀ ଟି ଅ-ପ-ରା-ଧ କରି ଦୁନିଆ ଆଗରେ ଲୁ-ଚି-ଯିବ ହେଲେ ଉପରେ ବସିଥିବା ନ୍ୟାୟ ମୂର୍ତ୍ତି ଆଗରେ ଲୁ-ଚି-ବା ଅସମ୍ଭବ ଅଟେ । ସେଠି କାହାର ଚାଲେନି । କେବଳ ନିଜ କର୍ମ କୁ ଛାଡି ଦେଲେ । ଯେମିତି କର୍ମ ସେମିତି ଫଳ । ତେବେ ଏହି ଘଟଣା ପରେ ଲାଗୁଛି କଳିଯୁଗ ର ପାଦୃଭାବ କମିବାରେ ଲାଗିଲାଣି ।

Leave a Reply

Your email address will not be published. Required fields are marked *