ବୟଫ୍ରେଣ୍ଡ ପାଇଁ 2 ଜଣ ଝିଅଙ୍କ ମଧ୍ୟରେ ଜୋରଦାର ଫାଇଟିଙ୍ଗ, ବିଚ ରାସ୍ତାରେ ହେଲେ ଗଡାଗଡି, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ଏହି ସବୁ ଘଟଣା ଗୁଡିକର ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଗତ କିଛି ସମୟ ହେବ ଏକ ଭିଡିଓର ଚର୍ଚା ବହୁତ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭା-ଇ-ରା-ଲ ହେଉଥିବା ଭିଡିଓରେ ଦୁଇ ଝିଅ ପରସ୍ପରକୁ ମା-ର-ପି-ଟ କରୁଥିବା ନଜର ଆସୁଛନ୍ତି । ଏହି ଘଟଣାଟି ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘ-ଟି-ଛି । ଲକ୍ଷ୍ନୌ ରାସ୍ତାରେ ରାତି ଅଧରେ ଦୁଇ ଝିଅ ପରସ୍ପର ସହ ଝ-ଗ-ଡା ଓ ମା-ର-ପି-ଟ କରୁଥିବାର ନଜର ଆସିଛନ୍ତି । ବୟଫ୍ରେଣ୍ଡ ପାଇଁ ଦୁଇ ଝିଅ ଝ-ଗ-ଡା କରୁଛନ୍ତି । ପ୍ରେମୀ ପାଇଁ ପୁରୁଣା ଗାର୍ଲଫ୍ରେଣ୍ଡ ଓ ବର୍ତ୍ତମାନର ଗାର୍ଲଫ୍ରେଣ୍ଡ ମଧ୍ୟରେ ଝ-ଗ-ଡା ଚାଲିଥିଲା ।

ରାସ୍ତାରେ ପୁରୁଣା ଗାର୍ଲଫ୍ରେଣ୍ଡ ଯାଉଥିବା ବେଳେ ହଠାତ ଏକ ଗାଡି ସେହି ସ୍ଥାନରେ ଅଟକି ଥିଲା । ସେହି ଗାଡିରୁ ରବୀନ ନାମକ ପ୍ରେମୀ ଓ ତାର ଗାର୍ଲଫ୍ରେଣ୍ଡ ବାହାରିଥିଲେ ଓ ଏକ୍ସ ଗାର୍ଲଫ୍ରେଣ୍ଡକୁ ରବୀନର ବର୍ତ୍ତମାନ ପ୍ରେମୀକା ମା-ର-ପି-ଟ କରିଥିଲା  ।

ସେହି ସମୟରେ ଏକ୍ସ ଗାର୍ଲଫ୍ରେଣ୍ଡ ଚେତା ଶୂନ୍ୟ ହୋଇ ଯାଇଥିଲେ ଓ ଏହି ମାମଲାର ଅ-ଭି-ଯୋ-ଗ ଲକ୍ଷ୍ନୌ ପୋଲିସ ଗ୍ରହଣ କରିଥିଲେ । ବର୍ତ୍ତମାନ ରବୀନଙ୍କ ଗାର୍ଲଫ୍ରେଣ୍ଡକୁ ଗି-ର-ଫ କରାଯାଇଛି । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଭିଡିଓଟି ବହୁତ ଭା-ଇ-ରା-ଲ ହେଉଛି ଓ ଲୋକମାନେ ଏହି ଭିଡିଓ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *