ବନ୍ଧୁଗଣ ଏହି ଦୁନିଆରେ ନିରାମିଷ ଖାଦ୍ୟ ଠାରୁ ଅଧିକ ଲୋକ ଆ-ମି-ଷ ଖାଦ୍ୟ ଖାଇବା ପାଇଁ ପସନ୍ଦ କରନ୍ତି । ଆମିଷ ଖାଦ୍ୟରେ ମାଛ, ଚିଙ୍ଗୁଡି, ଅଣ୍ଡା, ଚି-କେ-ନ ଓ ମ-ଟ-ନ ଆଦି ଲୋକ ଖାଇବାକୁ ପସନ୍ଦ କରନ୍ତି । କିତନୁ ଅଧିକାଂଶ ଲୋକ ମ-ଟ-ନ ପ୍ରିୟ ଅଟନ୍ତି । ମ-ଟ-ନ ଖାଇବା ପାଇଁ ଲୋକମାନଙ୍କୁ ବହୁତ ଅଧିକ ପସନ୍ଦ ଆସେ । ମ-ଟ-ନର ଟେଷ୍ଟ ଓ ବାସ୍ନା ସବୁ ଆମିଷ ଠାରୁ ଭିନ୍ନ ହୋଇଥିବାରୁ ଲୋକମାନେ ମ-ଟ-ନ ଖାଇବା ପାଇଁ ପସନ୍ଦ କରନ୍ତି ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ମ-ଟ-ନ ହୋଟେଲ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ଦିନକୁ ୬୦ କିଲୋ ମ-ଟ-ନ ବିକ୍ରି ହୁଏ । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ହୋଟେଲ ବିଷୟରେ । ଆମେ ଆପଣଙ୍କୁ ଯେଉଁ ହୋଟେଲ ବିଷୟରେ କହିବାକୁ ଯାଉଛୁ ତାହା କଟକରେ ଅଛି ।
କଟକ କାଠଯୋଡି ହୋଟେଲ ଓ ଖାନନଗର ଦୂର୍ଗା ମଣ୍ଡପ ସାଇଡରେ ନଣ୍ଡା ଭାଇ ହୋଟେଲ ବହୁତ ଫେମସ ଅଟେ । ଖାନନଗରର ପ୍ରଥମ ହୋଟେଲ ହେଉଛି ନଣ୍ଡା ଭାଇ ହୋଟେଲ ।ଏହି ଦୋକାନର ମାଲିକ ହେଉଛନ୍ତି କୈଳାସ ଚନ୍ଦ୍ର ସାହୁ ଲୋକମାନେ ତାଙ୍କୁ ନଣ୍ଡା ଭାଇ ଡାକନ୍ତି ତେଣୁ ସେ ଏହି ଦୋକାନର ନାମ ନଣ୍ଡା ଭାଇ ହୋଟେଲ ରଖିଥିଲେ । ନଣ୍ଡା ଭାଇ ଏହି ହୋଟେଲକୁ ୧୯୮୪ ମସିହାରେ ଖୋଲିଥିଲେ ।
ବନ୍ଧୁଗଣ ଏହି ହୋଟେଲରେ ସବୁ ଖାଦ୍ୟ ବହୁତ ସୁଦ୍ଧ ଅଟେ ଓ ଏଥିରେ କୌଣସି ଖରାପ ଜିନିଷର ବ୍ୟବହାର କରାଯାଏ ନାହିଁ । ନଣ୍ଡା ଭାଇ ହୋଟେଲଙ୍କ ମ-ଟ-ନ ବହୁତ ଫେମସ । ହୋଟେଲରେ ମ-ଟ-ନ କିମା କଲିଜି, ମ-ଟ-ନ କରି, ମ-ଟ-ନ କଶା ଓ ମ-ଟ-ନ ଡାଲମା ବହୁତ ଫେମସ । ଏହା ବ୍ୟତୀତ ତାଙ୍କର ଚି-କେ-ନ ମସଲା, ଚିଲି ଚି-କେ-ନ, ଦେଶୀ ଚି-କେ-ନ ଓ ମାଛ କରି ମଧ୍ୟ ଲୋକମାନେ ବହୁତ ପସନ୍ଦ କରନ୍ତି ।
ଆମିଷ ବାରରେ ତାଙ୍କର ୫୦ ରୁ ୬୦ କିଲୋ ମ-ଟ-ନ ଆସେ । ଲୋକମାନେ ନଣ୍ଡା ଭାଇଙ୍କ ମ-ଟ-ନକୁ ବହୁତ ଆନନ୍ଦର ସହ ଖାଆନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନେ ବି ନଣ୍ଡା ଭାଇ ମ-ଟ-ନ ନିଶ୍ଚୟ ଖାଆନ୍ତୁ ଓ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି କୁହନ୍ତୁ, ଧନ୍ୟବାଦ ।