ନମସ୍କାର ବନ୍ଧୁଗଣ ତେବେ ବେଳକୁ ବେଳ ଆସୁଛି ମମିତାଙ୍କ ମୃ-ତ୍ୟୁର ନୂଆ ର-ହ-ସ୍ୟ । ଧିରେ ଧିରେ ବଦଳୁଛି ଘ-ଟ-ଣା-ର ମୋ-ଡ଼ । ର-ହ-ସ୍ୟ ଘେରରେ ଏବେ ରୁମ ନମ୍ବର ୨୦ । ମମିତାଙ୍କ ମୃ-ତ୍ୟୁର ସିନ ରିକ୍ରିଏସନ ପରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ଚର୍ଚ୍ଚାରେ ହଷ୍ଟେଲ ରୁମ ନମ୍ବର-୨୦ । ସନସାଇନ୍ ଯୁକ୍ତ ୩ ଲେଡିଜ୍ ହଷ୍ଟେଲର ସବୁ ରୁମ୍ରେ ଗୋଟିଏ ପ୍ରକାର ତାଲା ପଡ଼ିଥିବା ବେଳେ ରୁମ୍ ନଂ ୨୦ରେ ପଡ଼ିଛି ଭିନ୍ନ ତାଲା ।
କ’ଣ ପାଇଁ ଏହି ରୁମ୍ରେ ଅଲଗା ତାଲା ପଡ଼ିଛି, ଯାହାକୁ ନେଇ ଏବେ ସ-ନ୍ଦେ-ହ କରାଯାଉଛି । ବଲାଙ୍ଗିର ପୋଲିସ ମହାଲିଙ୍ଗ କଲେଜର ଯୁକ୍ତ ୩ ଲେଡିଜ୍ ହଷ୍ଟେଲକୁ ତ-ଦ-ନ୍ତ କରିବାକୁ ଯାଇଥିଲା । ମାତ୍ର ସେଠାରେ ରୁମ୍ ନଂ-୨୦ ରେ ଏକ ଅଲଗା ଚାବି ଲାଗିଥିବା ବେଳେ ତାହାର ଚାବି ପାଇ ନ ଥିଲା ପୁଲିସ୍ । ଏପରିକି ୱାଡେନ ବି ପୁଲିସ୍କୁ ଦେଇ ପାରି ନ ଥିଲେ ଠିକ୍ ଉତ୍ତର ।
ମମିତା ମ-ର୍ଡ-ର ମି-ଷ୍ଟ୍ରି ସହ ରୁମ୍ ନଂ-୨୦ର ଲି-ଙ୍କ୍ ଥିବା ଚର୍ଚ୍ଚା ହେଉଛି । ଉକ୍ତ ହଷ୍ଟେଲରେ ସିସିଟିଭି ଥିବା ବେଳେ ପୁଲିସ୍ କାହିଁକି ସିସିଟିଭି ଫୁଟେଜ ଯା-ଞ୍ଚ କରୁନି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସିସିଟିଭି ଫୁଟେଜ ଯାଞ୍ଚ କଲେ ଗୋବିନ୍ଦ, ଘଟଣା ପର ଠାରୁ କେତେଥର ଉକ୍ତ ହଷ୍ଟେଲକୁ ଯାଇଛନ୍ତି, ସେଠାରେ କେତେ ସମୟ ରହିଛନ୍ତି ସେ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରନ୍ତା ବୋଲି ଆଲୋଚନା ହେଉଛି ।
ତେବେ ଦିନକୁ ଦିନ ସ-ଙ୍ଗୀ-ନ ହେଉଥିବା ଏହି ଘ-ଟ-ଣା-ର ମୋ-ଡ଼ ଏବଂ ରୁମ ନମ୍ବର ୨୦ ର ସ-ସ୍ପେ-ନ୍ସ କେବେ ସାମ୍ନାକୁ ଆସୁଛି ଦେଖିବାକୁ ବାକି ରହିଲା । ତେବେ ସେପଟେ ମମିତା ଙ୍କ ପରିବାର ଲୋକ ମହିଳା ଥାନାରେ କହିଛନ୍ତି କି ଘ-ଟ-ଣା-ରେ ସ-ମ୍ପୃ-କ୍ତି ସବୁ ଅ-ଭି-ଯୁ-କ୍ତ-ଙ୍କୁ ଗି-ର-ଫ ପାଇଁ ଦାବି କରିଛୁ । ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁକୁ ଫା-ଶି-ଦ-ଣ୍ଡ ଦେବାକୁ ଦାବି କରୁଛୁ । ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗି-ର-ଫ କରାଯିବା ସହିତ ଫା-ଶି-ଦ-ଣ୍ଡ ଦିଆଯାଉ ।
ଏକମାତ୍ର ରୋଜଗାରିଆ ଝିଅର ମୃ-ତ୍ୟୁ ପରେ ଭା-ଙ୍ଗି ପଡିଛୁ । ଘରର ଆର୍ଥିକ ଅବସ୍ଥା ଦୋ-ହ-ଲି ଯାଇଛି, ପୁଅକୁ ଚାକିରି ଦିଆଯାଉ ।’ ଏହା ଛଡା ଏହା ମଧ୍ୟ କୁହାଯାଉଛି କି ଘ-ଟ-ଣା ଘ-ଟି-ବା ପରେ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ ୮ ତାରିଖରୁ ୧୩ ତାରିଖ ମଧ୍ୟରେ ଏହି ରୁମ୍ ନମ୍ବର ୨୦କୁ ବାରମ୍ବାର ଆସିଛି । ଆଉ ଏହାରି ଭିତରେ ସେ ପ୍ରମାଣ ନଷ୍ଟ କରିଥିବା ଆଶଙ୍କା କରାଯାଉଛି । ପୋଲିସ୍ ରୁମ୍ ନମ୍ବର ୨୦ରେ ରହୁଥିବା ଅନ୍ତେବାସୀଙ୍କୁ ବାରମ୍ବାର ଡାକି ଜେ-ରା କରିଛି ।