ଏ ସମ୍ପର୍କୀୟ ବଡ଼ବାପା କିଏ ? ଯିଏ ଡାହାଣୀ ହୋଇ ଲାଗିଥିଲେ ଏବେ ଗୁଣିଆ ହୋଇ ଝାଡୁଛନ୍ତି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ଙ୍କ ହ-ତ୍ୟା ର ର-ହ-ସ୍ୟ ଦିନ କୁ ଦିନ ବଢିବା ରେ ଏବଂ ଖୋଲିବାରେ ମଧ୍ୟ ଲାଗୁଛି । ତେବେ ପୋଲିସ ବର୍ତ୍ତମାନ ଏହି ମାମଲା ର ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ଙ୍କୁ ଏବଂ ତାର ଦୁଇ ସହଯୋଗୀ ଙ୍କୁ ମଧ୍ୟ ଗି-ର-ଫ କରି ସାରିଛି ଏବଂ ସ୍କୁଲ ର କିଛି ସଦସ୍ୟ ଏବଂ ପିଳାଙ୍କ ସହ ମଧ୍ୟ କଥାବାର୍ତ୍ତା ଚାଲିଛି ।

ତେବେ ଏହା ଭିତରେ ବଡ଼ ପ୍ରଶ୍ନ ଆସୁଛି କି ୟେ ସମ୍ପର୍କୀୟ ବଡ଼ ବାପା କିଏ ? ଯିଏ ଦିନେ ଡା-ହା-ଣୀ ହୋଇ ଲାଗିଥିଲେ ଏବଂ ବର୍ତ୍ତମାନ ଗୁଣିଆ ହୋଇ ଝା-ଡୁ-ଛନ୍ତି । ତେବେ ମମିତା ଙ୍କ ମ-ର୍ଡ-ର କେ-ଶ ରେ ଅନେକ ରହସ୍ୟ ରହିଛି ତେବେ ଅ-ଭି-ଯୁ-କ୍ତ ଧରା ମଧ୍ୟ ପଡିଛି ଏବଂ ନିଜର ଅଭିଯୋଗ କୁ ସ୍ୱୀକାର ମଧ୍ୟ କରି ସାରିଛି । ହେଲେ ଏବେ ବି ଷ-ଡ-ଯ-ନ୍ତ୍ର କୁ ନେଇ ଆରମ୍ଭ ହୋଇ ନାହିଁ ତ-ଦ-ନ୍ତ । ତେବେ ମନ୍ତ୍ରୀ ଦିବ୍ୟଶଙ୍କର କୁ ମଧ୍ୟ ବର୍ତ୍ତମାନ ସୁରକ୍ଷା ଦିଆଯାଉଛି ।

ତେବେ ମମିତାଙ୍କ ଯେଉଁ ସମ୍ପର୍କୀୟ ବଡ଼ ବାପା ମିଡ଼ିଆ କୁ ସବୁ ଜିନିଷ ର ଟିକି ନିଖି କଥା ଜଣାଉ ଥିଲେ ଏବଂ ଅ-ଭି-ଯୁ-କ୍ତ ଙ୍କ ଖିଲାପ ରେ କହୁଥିଲେ ନ୍ୟାୟ ମାଗୁଥିଲେ । ଏହା ସହ ସିଧାସଳଖ ଭାବରେ ମନ୍ତ୍ରୀ ଙ୍କ ନାମ ମଧ୍ୟ ଆଣୁଥିଲେ ତେବେ ବର୍ତ୍ତମାନ ସେହି ବଡ଼ ବାପା କେଉଁଠି ? ବର୍ତ୍ତମାନ ସେ ଚୁପ କଣ ପାଇଁ ଏବଂ ମମିତାଙ୍କ ବାପା ମାଆ ଙ୍କୁ ଗଣମାଧ୍ୟମ ଆଗରେ କିଛି କହିବା ପାଇଁ ସୁଯୋଗ କାହିଁ ଦେଉ ନାହାନ୍ତି ଏବଂ ମହିଳା କମିଶନ ଯେତେବେଳେ ମମିତାଙ୍କ ପରିବାର କୁ ଦେଖା କରିବା ପାଇଁ ଆସିଥିଲେ ସେତେବେଳେ ସେ ଗଣ ମାଧ୍ୟମ କୁ କଣ ପାଇଁ ଛାଡି ନଥିଲେ ।

ତେବେ ଯେତେବେଳେ ଷ୍ଟାଡିୟମରେ ମାଟି ଖୋଳା ହୋଇ ଶ-ବ ଉ-ଦ୍ଧା-ର କରାଯାଇ ଥିଲା ସେତେବେଳେ ମଧ୍ୟ ତାଙ୍କ ବଡ଼ ବାପା ସେହି ଠାରେ ଉପସ୍ଥିତ ଥିଲେ ଏଵଂ ଗଣ ମାଧ୍ୟମ କୁ ସବୁ ତଥ୍ୟ କହୁଥିଲେ କିନ୍ତୁ ବର୍ତ୍ତମାନ ସେ ଚୁପ କଣ ପାଇଁ ରହିଛନ୍ତି ଏବଂ ଗଣ ମାଧ୍ୟମ କୁ ଦେଖି ଲୁ-ଚି କଣ ପାଇଁ ଯାଉଛନ୍ତି । ତେବେ ଆପଣ ଙ୍କୁ କଣ ଲାଗୁଛି କଣ ହୋଇ ପାରେ ଏ ସବୁ ର ରହସ୍ୟ । ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *