Mamita Meher ମର୍ଡର କେସ ରେ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ Sura Raoutray, ସେ କଣ କହିଲେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ବଡ଼ ଖବର ମହାଲିଙ୍ଗ ମି-ଷ୍ଟ୍ରୀ ଘ-ଟ-ଣା-ରେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ଏ ନିରୀହ ଝିଅର ଜୀବନ ଯେଭଳି କଷ୍ଟରେ ଯାଇଛି, ତାହା ଅତ୍ୟନ୍ତ ଦୁଃଖଦାୟକ । ଏଭଳି ସମ୍ବେଦନଶୀଳ ଘ-ଟ-ଣା-ରେ ସିବିଆଇ ତ-ଦ-ନ୍ତ କରାଯାଉ । ସେ ଯିଏ ହେଉନା କାହିଁକି, ପ୍ରକୃ-ତ ଦୋ-ଷୀ ପ୍ରତି କ-ଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ । ତାଙ୍କୁ ଜେ-ଲ୍ ପଠାଯାଉ ବୋଲି କହିଛନ୍ତି ।

ଏହା ସହ ସେ ଆହୁରି କହିଛନ୍ତି ଯେ ଯଦି କଂଗ୍ରେସ ଆ-ନ୍ଦୋ-ଳ-ନ-କୁ ବ୍ୟାପକ କରିନଥାନ୍ତା, ତାହା ହେଲେ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଖୁ କିଆରୀରୁ ଧ-ରା-ପ-ଡ଼ି-ନ-ଥାନ୍ତା । ଆମ ଘେ-ରା-ଉ ଓ ଅ-ଣ୍ଡା-ମା-ଡ଼-ର ମୂଲ୍ୟ ରହିଛି । କଂଗ୍ରେସ କର୍ମୀଙ୍କ ଅସନ୍ତୋଷକୁ ନେଇ ସୁର କହିଛନ୍ତି ଯେ କଂଗ୍ରେସ ଏକ ବିରାଟ ସମୁଦ୍ର । ହିମାଳୟଠୁ କନ୍ୟାକୁମାରୀ ପର୍ଯ୍ୟନ୍ତ କଂଗ୍ରେସ ବ୍ୟାପିଛି । କାର୍ତ୍ତିକ ପୂର୍ଣ୍ଣିମାରେ ଡ଼ଙ୍ଗା ଛାଡିବା ପରି ଏମିତି କେତେ ଆସିବେ ଆଉ ଯିବେ ।

ଯେଉଁମାନଙ୍କ ସ୍ୱାର୍ଥ, ଟଙ୍କା ଓ ପାୱାର ଦରକାର, ସେମାନେ କଂଗ୍ରେସ ଛାଡ଼ି ଚାଲିଯିବା ଦରକାର । ଯେଉଁମାନଙ୍କ ଇଚ୍ଛା ସେମାନେ କଂଗ୍ରେସ ଛାଡ଼ି ଚାଲିଯାଆନ୍ତୁ । ତେବେ ସୂଚନାଯୋଗ୍ୟ ଯେ ୮ ତାରିଖ ଶିକ୍ଷୟିତ୍ରୀ ସ୍କୁଲ ଯିବା ବେଳେ ଚନ୍ଦତରା ଛକ ନିକଟରୁ ନି-ଖୋ-ଜ ହୋଇଥିଲେ । ୧୨ ତାରିଖରେ ପରିବାର ଲୋକେ ଏନେଇ ଥାନାରେ ଅ-ଭି-ଯୋ-ଗ କରିଥିଲେ । ବଲାଙ୍ଗିର ପୋଲିସ କଳାହାଣ୍ଡିର ଆସି ସେଠାକାର ପୋଲିସ ସହିତ କଥାବାର୍ତ୍ତା ହେବା ପରେ ସ୍କୁଲ ମାଲିକ ଗୋବିନ୍ଦ ସାହୁକୁ ଉଠାଇ ନେଇଥିଲା ।

ମହାଲିଙ୍ଗରେ ଛାନଭିନ୍ ପରେ ତାଙ୍କ ଗାଡ଼ି ମଧ୍ୟ ଜ-ବ-ତ ହୋଇଥିଲା । ଶିକ୍ଷୟିତ୍ରୀ ନି-ଖୋ-ଜ ଘ-ଟ-ଣା-ରେ ଗୋବିନ୍ଦଙ୍କୁ ଅ-ଟ-କ ରଖିଥିଲା ପୋଲିସ । କିନ୍ତୁ ଟିଟିଲାଗଡ଼ ଥାନା ପୋଲିସ ବ୍ୟାରେକରୁ ସେ ଚ-ମ୍ପ-ଟ ମା-ରି-ଥି-ଲା  । ତେବେ ଫେ-ରା-ର ସ୍କୁଲ ସଭାପତି ଗୋବିନ୍ଦ ସାହୁ କୁ ଧ-ରି-ବା ପାଇଁ ତାକୁ ମୋ-ଷ୍ଟ ୱା-ଣ୍ଟେ-ଡ୍ ଦର୍ଶାଇ ଗୋବିନ୍ଦର ଫଟୋ ଜାରି କରିଛି ପୋଲିସ ।

ବିଭିନ୍ନ ସ୍ଥାନରେ ପୋଷ୍ଟ-ର ମା-ରି-ବା ସହ ଗୋବିନ୍ଦଙ୍କ ବା-ବ-ଦରେ ସୂଚନା ଦେଇଥିଲେ ୨୦ ହଜାର ଅର୍ଥ ରାଶି ଦିଆଯିବ ବୋଲି ଘୋଷଣା ହୋଇଥିଲା । ବଲାଙ୍ଗିର ପୋଲିସ ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇ ଥିଲା । ତେବେ ପରେ କାଲି ତାଙ୍କୁ ଆଖୁ କିଆରୀ ରୁ ପୋଲିସ ଗି-ର-ଫ କରିଥିଲା ।

Leave a Reply

Your email address will not be published. Required fields are marked *