ପରକୀୟା ସମ୍ପର୍କ ବିଷୟରେ ଜାଣିବାରୁ Mamita ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା Govinda Sahu, ନିଜେ କହିଲା ନିଜର କଳା କାରନାମା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ର ବଡ଼ ଖବର ମମିତା ମ-ର୍ଡ-ର ର ରହସ୍ୟ । ତେବେ ମମିତା ମ-ର୍ଡ-ର ମିଷ୍ଟ୍ରି ଉପରୁ ହଟିଛି ପ-ର-ଦା । ପ୍ରେସମିଟ୍ କରି ବଡ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଡିଆଇଜି । ମମିତାଙ୍କୁ ଯୋଜନା-ବ-ଦ୍ଧ ଭାବେ ହ-ତ୍ୟା କରିଥିଲା ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ । ମମିତାଙ୍କୁ କାର ଭିତରେ ହ-ତ୍ୟା କରା ଯାଇଥିଲା । ଗୋବିନ୍ଦଙ୍କ ପ-ର-କୀ-ୟା ପ୍ରୀ-ତି ସମ୍ପର୍କ ବା-ବ-ଦ-ରେ ଜାଣିଥିଲେ ମମିତା ।

ଏପରିକି ବାରମ୍ବାର ଏନେଇ ଗୋବିନ୍ଦଙ୍କୁ ଧ-ମ-କ ଦେଉଥିଲେ ମମିତା । କାଳେ ଏହି ଘ-ଟ-ଣା ବାହାରକୁ ଆସିଯିବ ସେଥିପାଇଁ ମମିତାଙ୍କୁ ହ-ତ୍ୟା କରାଯାଇଥିବା କହିଛି ପୋଲିସ ।
ମମିତାଙ୍କୁ ହ-ତ୍ୟା କରିବାକୁ ପୂର୍ବରୁ ଯୋ-ଜ-ନା କରା ଯାଇଥିଲା ଏବଂ ଏହାର ମାଷ୍ଟ୍ର ମା-ଇ-ଣ୍ଢ ହେଉଛି ଗୋବିନ୍ଦ । ଆଉ ଯୋଜନା ଅନୁସାରେ ମମିତାଙ୍କୁ ଭବାନୀପାଟଣା ଡାକିଥିଲେ ଗୋବିନ୍ଦ ।

ଆଉ ୮ ତାରିଖ ଦିନ ଭବାନୀପାଟଣାରୁ କେ ଗାଁକୁ ଫେରୁଥିବା ରାସ୍ତାରେ ମମିତାଙ୍କୁ ହ-ତ୍ୟା କରା ଯାଇଥିଲା । ତେବେ ତ-ଣ୍ଟି ଚି-ପି ହ-ତ୍ୟା କରାଯାଇଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ହ-ତ୍ୟା କରିବା ପରେ ମମିତାଙ୍କ ମୃ-ତ-ଦେ-ହ-କୁ ସାଥୀରେ ନେଇ ଯାଇଥିଲା ଗୋବିନ୍ଦ । ହ-ତ୍ୟା ପରେ ଅନ୍ଧାର ହେଲା ପରେ  ମୃ-ତ-ଦେ-ହ-କୁ ଷ୍ଟାଡିୟମକୁ ନେଇ ପୋ-ଡି-ଥି-ଲେ ଗୋବିନ୍ଦ । ପରଦିନ ସକାଳେ ଜେସିବି ମେସିନରେ ଉକ୍ତ ମୃ-ତ-ଦେ-ହ-କୁ ପୋ-ତା-ଯାଇଥିଲା ।

ଏହି ହ-ତ୍ୟା-କା-ଣ୍ଡ ରେ କେତେ ଜଣ ସ-ମ୍ପୃ-କ୍ତି ରହିଛି ତାହାର ଯା-ଞ୍ଚ କରୁଛି ପୋଲିସ । ୭୫ରୁ ଅଧିକ ସିସିଟିଭି ଫୁଟେଜ ଦେଖାଯାଇଛି, ସାଇଣ୍ଟିଫିକ୍ ପ୍ରମାଣ ମିଳିଛି ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ତ-ଦ-ନ୍ତ ଆଗକୁ ବଢାଇଥିଲା ପୋଲିସ । ଆଉ ଶେଷରେ ଉକ୍ତ ଷ୍ଟାଡିୟମ ପାଖରେ ପହଞ୍ଚି ମୃ-ତ-ଦେ-ହ-କୁ ଉ-ଦ୍ଧା-ର କରାଯାଇଥିଲା । ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ ହେବ ବୋଲି କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ।

ତେବେ ସୂଚନାଯୋଗ୍ୟ ଯେ ଆଠ ତାରିଖ ଦିନ ମମିତା ସ୍କୁଲ କୁ ଯିବା ସମୟରେ ଚନ୍ଦ ତାରା ଛକ ନିକଟରୁ ନି-ଖୋ-ଜ ହୋଇ ଯାଇଥିଲେ । ତେବେ ପରିବାର ଲୋକ ଙ୍କ ଅ-ଭି-ଯୋ-ଗ ପରେ ଏହି ମା-ମ-ଲା ର ମୁଖ୍ୟ ଅ-ଭି-ଯୁ-କ୍ତ ସ୍କୁଲ ର ମାଲିକ ଗୋବିନ୍ଦ ଙ୍କୁ ପୋଲିସ ପଚରା ଉଚରା କରି ଗି-ର-ଫ କରିଥିଲା କିନ୍ତୁ ସେ ପୋଲିସ କବଳରୁ ଖସି ପଳେଇଥିଲା । ତେବେ ପୋଲିସ ର ଚେଷ୍ଟା ବଳରେ ଗୋବିନ୍ଦ କାଲି ଏକ ଆଖୁ କିଆରୀ ରେ ଧ-ରା-ପ-ଡି ଥିଲା ଏବଂ ପୋଲିସ ତାକୁ ଗି-ର-ଫ ମଧ୍ୟ କରିଛି ତେବେ ଦେଖିବାର ଅଛି ମମିତାଙ୍କୁ ନ୍ୟାୟ ମିଳୁଛି କିମ୍ବା ନାହିଁ ।

Leave a Reply

Your email address will not be published. Required fields are marked *