ଆଖୁ ବାଡିରେ ପଡିଛି ଖଟିଆ, ଯେଉଁଠି ପୋଲିସ ଠାରୁ ଲୁଚି କି ଏଠାରେ ଶୋଇଥିଲା Govinda Sahoo, ଦେଖନ୍ତୁ Video

ବନ୍ଧୁଗଣ, ବର୍ତ୍ତମାନର ଆଧୁନିକ ଯୁଗରେ ଅ-ପ-ରା-ଧ ଉପରେ ଅ-ପ-ରା-ଧ ବ-ଢି-ବା-ରେ ଲାଗିଛି । କିଛିଦିନ ତଳେ ମହାଲିଙ୍ଗ ର ଶିକ୍ଷୟତ୍ରୀ ମମିତା ମେହେର ଙ୍କୁ ହ-ତ୍ୟା କରା ଯାଇଅଛି । ଏହି ଘ-ଟ-ଣା ପଛରେ ବର୍ତ୍ତମାନ ସ-ନ୍ଦେ-ହ ଘେ-ର-ରେ ଗୋବିନ୍ଦ ସାହୁ । କା-ଣ୍ଡ ଭି-ଆ-ଇ ଗୋବିନ୍ଦ ସାହୁ ଏକ ବଣ ଭିତରେ ଜଙ୍ଗଲ ମଧ୍ୟରେ ରହିଥିବା ଏକ ବୁଦାଳିଆ ଜାଗାରେ ରହୁଥିଲେ ।

ରାସ୍ତାରୁ ସଂପୂର୍ଣ୍ଣ ୫୦ କିଲୋମିଟର ଦୂରରେ ଏହା ଅବସ୍ଥିତ ଥିଲା । କେହି ଜାଣି ପାରିନଥିଲେ ଯେ ଏହି ସ୍ଥାନରେ ଜଣେ ଆଶ୍ରୟ ନେଇଥିବ ଅଥବା ଲୁ-ଚି ରହିଥିବ । ଗତକାଲି ବଲାଙ୍ଗୀର ପୋଲିସ ଆସି ଏହି ସ୍ଥାନରେ ଚ-ଢା-ଉ କରିଥିଲା । ସମସ୍ତ ରାଜ୍ୟ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମମିତା ମେହେର ଘ-ଟ-ଣା-ର ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ ଙ୍କୁ ପୋଲିସ ଏହି ଠାରେ କା-ବୁ କରିଥିଲା ।

ଗତ କିଛି ଦିନ ପୂର୍ବ ରୁ ଟିଟିଲା ଗଡ ଥାନା ରେ ଥିବା ବାରେଗ କାନ୍ଥ ଡେ-ଇଁ ସେ ଯେତେବେଳେ ଫେ-ରା-ର ହୋଇ ଯାଇଥିଲା ଗ-ଣ ମା-ଧ୍ୟ-ମ ଠାରୁ ଆରମ୍ଭ କରି ସବୁଆଡେ ଚା-ଞ୍ଚ-ଲ୍ୟ ସୃଷ୍ଟି ହୋଇଥିଲା ଏବଂ ପୋଲିସ ହା-ଇ ଆ-ଲ-ର୍ଟ ରେ ଥିଲା । ପୋଲିସ ଗୋବିନ୍ଦ ସାହୁ କୁ ଧ-ରି-ବା ନିମନ୍ତେ ୪ ଟି ଟିମ ଗଠନ କରିଥିଲା । ସେହି ଟିମ ର ୨ ଟି ଦଳ ଆସିକରି ଆଖୁ କିଆରି ର ବାଡ ପାଖରେ ରହିଥିବା ଛୋଟିଆ ଘର ଭଳି ସ୍ଥାନରେ ଗତକାଲି ପହଞ୍ଚି ଥିଲେ ।

ଏହି ଘର ସଂପୂର୍ଣ୍ଣ ପାଳ ରେ ତିଆରି ହୋଇଅଛି । ଲେବର ମାନେ ଜମିରେ କାମ ସାରି ଆଶ୍ରୟ ନେବା ନିମନ୍ତେ ଏହା ସାଧାରଣତ ବ୍ୟବହାର କରାଯାଇଥାଏ ଏବଂ ଏହି ଘରରୁ ପୋଲିସ ଠା-ବ କରି ଗୋବିନ୍ଦ ସାହୁ କୁ ନେବା ସମୟରେ ସ୍ଥାନୀୟ ଲୋକ ମାନେ ଛା-ନି-ଆ ହୋଇଯାଇଛନ୍ତି । ସମସ୍ତେ ଭ-ୟ-ଭୀ-ତ ହୋଇଯାଇଛନ୍ତି । ଏହା ଗୋଟିଏ ଉପାନ୍ତ ଅଞ୍ଚଳ ହେବା ସହିତ ଏକ ଛୋଟ ଗାଁ ସାଦୃଶ୍ୟ ।

ଏଠାକାର ବାସିନ୍ଦା ଏହି ଘ-ଟ-ଣା କୁ ସାଧାରଣ ଭାବରେ ବୁଝିପାରିଲେ ନାହିଁ ଯେ ହଟାତ ୧୦ ରୁ ୨୦ ପୋଲିସ ଆସି ଜଣେ ଲୋକଙ୍କୁ କେଉଁ କାରଣ ବଶତ ଟେ-କି ନେଉଛନ୍ତି ? ଏହି ସମସ୍ତ ଘ-ଟ-ଣା ସମ୍ବନ୍ଧରେ ଯେତେବେଳେ ପରେ ଜାଣିଲେ ଯେ କଳାହାଣ୍ଡି ମହାଲିଙ୍ଗ ଗ୍ରାମରେ ଯେଉଁ କେ-ସ ହୋଇଅଛି ମୁଖ୍ୟ ଅ-ଭି-ଯୁ-କ୍ତ- ଏଠାରେ ଆଶ୍ରୟ ନେଇଅଛି ବୋଲି ଖବର ହେଲା । ବର୍ତ୍ତମାନ ରାଜ୍ୟବାସୀ ମମିତା ଙ୍କୁ ନ୍ୟାୟ କେବେ ମିଳିବ ତାହା ଅପେକ୍ଷାରେ । ବନ୍ଧୁଗଣ ମ-ର୍ମା-ହ-ତ ଏହି ଘଟଣା ସମ୍ବନ୍ଧରେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *