ଦେଖନ୍ତୁ କେମିତି Mamita ପାଳିଥିଲେ ନିଜର ଶେଷ ଜନ୍ମଦିନ, ଭାଇରାଲ ହେଲା Mamita ଙ୍କ ଶେଷ ଜନ୍ମଦିନ Video

ବନ୍ଧୁଗଣ, ଶିକ୍ଷା ଏବଂ ଶିକ୍ଷକ ଶିକ୍ଷୟତ୍ରି ଙ୍କ ଠାରୁ ଆମ୍ଭେ ଆମ ଜୀବନର ମୂଳଦୁଆ ଶିଖିଥାଉ । ସେମିତି କିଛି ସ୍ଵପ୍ନ ନେଇ ନିଜର ପାଠପଢା ଶେଷ କରି ଶିକ୍ଷୟତ୍ରୀ ସାଜିଥିଲେ ମମିତା ମେହେର । ଛୋଟ ଛୋଟ ପିଲାଙ୍କୁ ପାଠ ପଢାଇ ତାଙ୍କୁ ଶିକ୍ଷିତ କରାଇବାର ଆଶା ନେଇ ଆସିଥିଲେ ମମିତା । ମାତ୍ର ତାଙ୍କର ସମସ୍ତ ଆଶା ସମସ୍ତ ଇଛା ଇଛାରେ ହିଁ ରହିଗଲା । ଲିଭିଗଲା ସମସ୍ତ ଇଛାଶକ୍ତି ।

ଗୋଟିଏ ମଫସଲ ଅଞ୍ଚଳରୁ ଆସି ଆଉ ଏକ ଅଞ୍ଚଳରେ ପାଠ ପଢାଇ ପିଲା ମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ ମମିତା । ମାତ୍ର ଦିନେ ହଟାତ ସେ ଗା-ୟ-ବ ହୋଇଗଲେ ଏବଂ ବର୍ତ୍ତମାନ ତାଙ୍କର ମୃ-ତ ଶ-ରୀ-ର ମିଳି ସାରିଛି । ଶିକ୍ଷା ନାମରେ ଶିକ୍ଷାନୁଷ୍ଠାନରେ ହେଉଥିଲା ଯୌ-ନ କା-ର-ବା-ର । ଏହାକୁ ବି-ରୋ-ଧ କରି ମମିତା ରଖିଥିଲେ କିଛି ଏଭଳି ସୁ-ରା-ଗ ଯାହା ବହୁତ ବଡ ବଡ ରଥୀ ମହାରଥୀ ମାନଙ୍କୁ ଅଡୁଆ ରେ ପକାଇଥାନ୍ତା ।

ଏହିଭଳି କିଛି ଧ-ମ-କ ମମିତା ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ କୁ ଦେଇଥିଲେ । ମାତ୍ର ଅନ୍ୟାୟ ବି-ରୁ-ଦ୍ଧ-ରେ ସ୍ଵର ଉଠାଇବାର ପରିଣାମ ବର୍ତ୍ତମାନ ଜଣେ ନିରୀହ ର ଜୀବନ ନେଇଗଲା । ମମିତା ଗତ ୨୦୨୦ ମସିହା ଡିସେମ୍ବର ୨୨ ତାରିଖରେ ନିଜ ସାଙ୍ଗ ସାଥି ଏବଂ ସହକର୍ମୀ ଙ୍କ ସହିତ ନିଜ ଜନ୍ମ ଦିନ କୁ ବଡ ଧୂମ ଧାମରେ ପାଳନ କରୁଥିବାର ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଘୁରି ବୁଲୁଛି ।

ଏଥିରେ ମମିତା କେକ କା-ଟି-ବା ସହିତ ନିଜ ସାଙ୍ଗ ମାନଙ୍କୁ ସ୍ନେହ ର ସହିତ କେକ ଖୁଆଉଥିବାର ନଜର ଆସୁଛନ୍ତି । ଏହି ଦୃଶ୍ୟ କୁ ଦେଖିଲେ ଲାଗୁଛି ଯେମିତି ମମିତା କୁଆଡେ ଯାଇ ନାହାଁନ୍ତି ମାତ୍ର ଏହା କେବଳ ଭାବନା ସତ୍ୟତା ଏହା ଯେ ମମିତା ବର୍ତ୍ତମାନ ଏହି ଜଗତରୁ ସବୁଦିନ ପାଇଁ ଆର ପାରିକୁ ଚାଲି ଯାଇଛନ୍ତି । ପରିବାର ଲୋକେ ନିଜ ଝିଅକୁ ଝୁରି ଝୁରି ତାଙ୍କୁ ନ୍ୟାୟ ଦେବା ଲାଗି ପ୍ରଶାସନ କୁ ଅ-ନୁ-ରୋ-ଧ କରୁଛନ୍ତି ।

ମାତ୍ର ଆମ୍ଭର ଗୋଟିଏ ପ୍ରଶ୍ନ ପ୍ରଶାସନ କୁ କି ଏଭଳି ଅ-ପ-ରା-ଧ ଆଉ କେତେ ଦିନ ଲାଗି ରହିବ । ଦିନକୁ ଦିନ ଅ-ପ-ରା-ଧ ଏବଂ ଅ-ପ-ରା-ଧୀ କମିବା ପରିବର୍ତ୍ତେ ବଢିବାରେ ଲାଗିଛନ୍ତି । ଯଦି ଆମ୍ଭ ଦେଶର ତଥା ରାଜ୍ୟର ଆଇନ ବ୍ୟବସ୍ଥା ସଠିକ ରହିଥାନ୍ତା ତେବେ ହୁଏ ଏଭଳି କା-ଣ୍ଡ ଭି-ଆ-ଇ-ବା-କୁ ଅ-ପ-ରା-ଧୀ ମାନେ ଭ-ୟ କରନ୍ତେ । ସରକାରଙ୍କୁ ଆମ୍ଭର ନିବେଦନ କି ଶିକ୍ଷୟତ୍ରୀ ମମିତାଙ୍କୁ ଉଚିତ ନ୍ୟାୟ ମିଳୁ । ବନ୍ଧୁଗଣ ଏହି ହୃଦୟାଙ୍ଗମ ଘ-ଟ-ଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *