ନମସ୍କାର ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଟିଭି କିମ୍ବା ମୋବାଇଲ ରେ ଅନେକ ଗୁଡିଏ ନ୍ୟୁଜ କିମ୍ବା ଆଶ୍ଚର୍ଯ୍ୟ କରୁଥିବା ଭିଡିଓ ସବୁ ଦେଖୁଥିବେ । ଅନେକ ଘ-ଟ-ଣା ଏବଂ ଦୁ-ର୍ଘ-ଟ-ଣା ସମ୍ପର୍କରେ ଅବଗତ ମଧ୍ୟ ହେଉଥିବେ । ତେବେ ଆପଣ ଯୌତୁକ ନି-ର୍ଯ୍ୟା-ତ-ନା ର ଅନେକ ଖବର ଶୁଣି ଥିବେ । ବ-ଧୂ ହ-ତ୍ୟା ,ସ୍ୱା-ମୀ- ର ପ୍ର-ତା-ର-ଣା ଏବଂ ଧୋ-କା ଅ-ତ୍ୟା-ଚା-ର ଆଦି ବିଷୟରେ ଆଲୋଚନା କରିଥିବେ ।
ତେବେ ସେହି ଭଳି ଏକ ଘ-ଟ-ଣା ବର୍ତ୍ତମାନ ନଜର କୁ ଆସିଛି । ସ୍ୱାମୀ ମ-ଦ ନି-ଶା-ରେ ହ-ତ୍ୟା କରିଛି ନିଜ ସ୍ତ୍ରୀ କୁ । ତେବେ ଏହି ହ-ତ୍ୟା କା-ଣ୍ଡ କୁ ବୟାନ କରୁଛି ଝିଅ ର ମାଆ । ତେବେ ଆସନ୍ତୁ ସମ୍ପୃକ୍ତ ଖବର ବିଷୟ ରେ ଆଲୋଚନା କରି ନେବା । ତେବେ ଏହି ଘଟଣା ଟି ଘ-ଟି-ଛି ପା-ଟ-ଣା ଗଡ଼ ରେ । ତେବେ ଝିଅ ର ମାଆ ଙ୍କ କହିବା କଥା ଏ ତାଙ୍କର ମଝିଆ ଝିଅ । ତେବେ ତାଙ୍କ ସ୍ୱାମୀ ସବୁବେଳେ ମ-ଦ ପି-ଇ ତାଙ୍କ ଝିଅ କୁ ମା-ର ପି-ଟ- କରନ୍ତି ।
ତେବେ କାଲି ରାତିରେ ମଧ୍ୟ ସେ ମ-ଦ ପି-ଇ ଘରକୁ ଆସି ପା-ଟି ତୁ-ଣ୍ଡ କରିଥିଲା ତେବେ ତାଙ୍କ ଝିଅ ଯେତେବେଳେ ତାଙ୍କ ସ୍ୱାମୀ କୁ ମ-ଦ ପି-ଇ-ବା ପାଇଁ ବାରଣ କରିବାରୁ ତାଙ୍କ ଉପରେ ମଧ୍ୟ ମା-ର ପି-ଟ ଆରମ୍ଭ କଲା । ତେବେ ପରେ ତାଙ୍କ ଘରେ ଥିବା ପୋଷା ଠେକୁଆ ଟି କୁ ମା-ରି-ବା ପାଇଁ ଚେଷ୍ଟା କଲା ତେବେ ସ୍ତ୍ରୀ ଯେତେବେଳେ ଏହି କାର୍ଯ୍ୟ କରିବା ପାଇଁ ଅଟକାଇବା ରୁ ତାଙ୍କ ସ୍ୱାମୀ ରା-ଗି ଯା-ଇ ଏବଂ ମ-ଦ ନି-ଶା ରେ ନିଜ ସ୍ତ୍ରୀ ଉପରେ ଟାଙ୍ଗିଆ ରେ ହା-ଣି-ବା-ରେ ଲାଗିଲେ ।
ତେବେ ବର୍ତ୍ତମାନ ସେହି ସ୍ଥାନରେ ପୋଲିସ ପହଁଚି ନିଜର ତ-ଦ-ନ୍ତ ଆରମ୍ଭ କରି ଦେଇଛି ଏବଂ ପ୍ରକୃତ ଘ-ଟ-ଣା କଣ ଏବଂ କେମିତି ସବୁ ଘ-ଟି-ଲା ତାହାର ତ-ଦ-ନ୍ତ ମଧ୍ୟ ଖୋ-ଜା ଚାଲିଛି । ତେବେ ବର୍ତ୍ତମାନ ସମସ୍ତେ ଏହା ହିଁ କହୁଛନ୍ତି ଏ ସ୍ୱାମୀ ନା ରା-କ୍ଷ-ସ ।