ରାସ୍ତାରେ ପଡିଛି ପିଲା, ବ୍ଯାଗରେ ବନ୍ଦ ମା’, ପୁରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲିର ଦୁନିଆରେ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ସାଧାରଣତଃ ଏହି ସବୁ ଘ-ଟ-ଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିବା ପରେ ଆପଣ ମାନେ ଭାବ ବହୁଳ ହୋଇଯିବେ । ବନ୍ଧୁଗଣ ଏହି ଘ-ଟଣା-ଟି ହେଉଛି ଏକ ଛୋଟ ଛୁଆ ସହ ଜଡିତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ମି-ଡି-ଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଗୁଜୁରାଟରେ ଘଟିଛି । ଗତ ୮ ଅକ୍ଟୋବର ୯ଟା ୨୦ ମିନିଟରେ ସ୍ଵାମୀ ନାରାୟଣ ଗୌଶାଳା, ପେଠାପୁର ଗାନ୍ଧୀ ନଗରରେ ଏହି ଘଟଣାଟି ଘଟିଥିଲା । ଏହି ଦିନରେ ଏକ ସିସିଟିଭି ଫୁଟେଜ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହୋଇଥିଲା । ଭା-ଇ-ରା-ଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ଏକ ବ୍ୟାଗରେ ଗୋଟେ କୁନି ଛୁଆକୁ ରଖି ଗୌଶାଳାରେ ଛାଡି ଆସୁଛି ।

ବ୍ୟକ୍ତି ଜଣକ ଛୁଆଟିକୁ ଗୌଶାଳା ପାଖରେ ରାସ୍ତା କଡରେ ରଖିଦେଉଛି । ଛୁଆକୁ ରଖିବା ପରେ ବ୍ୟକ୍ତି ଦୌଡିକି ସେହି ସ୍ଥାନରୁ ଚାଲି ଯାଉଛି । ହେଲେ ଏହି ଭିଡିଓରେ ବ୍ୟକ୍ତିର ଚେହେରା ଠିକ ଭାବରେ ଦେଖା ଯାଉ ନାହିଁ । ଏହା ପରେ ଗୌଶାଳାରେ ଥିବା କର୍ମଚାରୀ ମାନଙ୍କୁ ଛୁଆ କାନ୍ଦିବାର ଶବ୍ଦ ଶୁଣିବାକୁ ମିଳିଥିଲା । ଏହା ପରେ ଗୌଶାଳା କର୍ମଚାରୀ ମାନେ ସେହି ଛୁଆକୁ ଉଧାର କରିଥିଲେ ଓ ଛୁଆ ବିଷୟରେ ପୋଲିସକୁ କହିଥିଲେ ।

ବନ୍ଧୁଗଣ ୧୦ ମାସର ଏହି ଛୁଆକୁ ଦେଖିଲେ ଆପଣ ମାନଙ୍କ ମନ ଦୁଃଖରେ ଭରିଯିବ । ପୋଲିସ ଛୁଆର ମା ବାପାଙ୍କ ସନ୍ଧାନ ଆରମ୍ଭ କରିଥିଲା । ଏହା ପରେ ଏହି ଛୁଆର ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାକୁ ଲାଗିଲା । ଗୁଜୁରାଟର ଗୃହ ମନ୍ତ୍ରୀ ମଧ୍ୟ ଛୁଆ ପାଖକୁ ଆସି ଥିଲେ ।

ବନ୍ଧୁଗଣ ତ-ଦ-ନ୍ତ କରିବା ଦ୍ଵାରା ଜଣା ପଡିଥିଲା ଯେ, ଯେଉଁ ବ୍ୟକ୍ତି ଛୁଆକୁ ଛାଡି ଯାଇଥିଲେ ତାଙ୍କ ନାମ ହେଉଛି ସଚିନ ଦୀକ୍ଷିତ । ଏହା ପରେ ପୋଲିସ ସଚିନଙ୍କ ଘରକୁ ଯାଇଥିଲେ ହେଲେ ତାଙ୍କ ଘରେ ତା-ଲା ପଡିଥିଲା । ସଚିନ ସେତେବେଳେ ନିଜ ପରିବାର ସହ ରାଜସ୍ଥାନରେ ଥିଲେ । ପୋଲିସ ନିଜ ତ-ଦ-ନ୍ତ-ରେ ସଫଳ ହେଲା ଓ ସଚିନଙ୍କୁ ଧରିଲା । ବନ୍ଧୁଗଣ ସଚିନ ଆଗରୁ ବିବାହିତ ଥିଲେ ଓ ତାଙ୍କର ଏକ ୪ ବର୍ଷର ଛୁଆ ମଧ୍ୟ ଥିଲା ।

ସେହି ଛୁଆଟି ଥିଲା ସଚିନଙ୍କ ପ୍ରେମିକାଙ୍କର । ଯେଉଁ ଦିନ ସଚିନ ଛୁଆକୁ ରାସ୍ତାରେ ଛାଡିଲେ ସେହି ଦିନ ସଚିନ ନିଜ ପ୍ରେମିକାଙ୍କ ହ-ତ୍ୟା କରି ଏକ ବ୍ୟାଗ ଭିତରେ ପୁରେଇ ଦେଇଥିଲେ । ପୋଲିସ ଏହାର ତ-ଦ-ନ୍ତ କରିଥିଲା ଓ ସଚିନଙ୍କୁ ଗି-ର-ଫ କରା ଯାଇଥିଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *