ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜଣାଇଥିବେ । ସୁର ଭାଇ ନିଜ କ-ଡା ବୟାନ ଓ ନିଜ ସମାଜ ସେବା ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ବର୍ତ୍ତମାନ ଦଶହରା ସମୟ ଚାଲିଛି ଓ ଏହି ସମୟରେ ସୁର ରାଉରତାୟ ଦଶହରା ବିଷୟକୁ ନେଇ କିଛି ବିଶେଷ କଥା କହିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ସୁର ଭାଇଙ୍କ ମତରେ, ନବରାତ୍ରି ଗୁଜୁରାଟରେ ଏକ ମାସ ଯାଏଁ ହୁଏ ଓ ମହାରାଷ୍ଟ୍ରରେ ୧୫ ଦିନ ଯାଏ ହୁଏ । ଦିଲ୍ଲୀ ଆଉ ସବୁ ଆଡେ ୭ ଦିନ ହୁଏ । ଆମେ ଆମେ ରାଜ୍ୟରେ ୪ ଦିନ ପୂଜା କରୁ । ଯେତେବେଳେ ସୁର ଭାଇଙ୍କୁ ଦୂର୍ଗାଙ୍କ ୧୦ଟି ନାମ ବିଷୟରେ ପଚରା ହେଲା ସେତେବେଳେ ସୁର ଭାଇ କହିଲେ, ମୁ ଭୁଲି ଯାଇଛି ।
ଯେତେବେଳେ ସୁର ଭାଇଙ୍କୁ ପଚରା ଗଲା, ଆପଣଙ୍କ ଦଳର ଦୂର୍ଗା କିଏ ସେତେବେଳେ ସୁର ଭାଇ କହିଲେ- ‘ଆମ ଦଳର ଦୂର୍ଗା ହେଉଛନ୍ତି ସ୍ଵୟଂ ମା ସୋନିଆ ଗାନ୍ଧୀ । ଆଉ ଏବେ ମହିଷାଶୂର ହେଉଛି ନରେନ୍ଦ୍ର ମୋଦୀ’ । ଅନ୍ୟ ପ୍ରଶ୍ନ ପଚରା ଗଲା, ଦଳରେ ଥିବା ଲୋକମାନେ ନିଜ ନିଜ ଭିତରେ ଝ-ଗ-ଡା ହେଉଛନ୍ତି ତା ହେଲେ ଅ-ସ୍ତ୍ର କେମିତି ଆସିବ ଶ-ତ୍ରୁ ସଂ-ହା-ର ପାଇଁ । ସେତେବେଳେ ସୁର ଭାଇ କହିଲେ- ‘ସମୟ ଆସିବ ଅ-ସ୍ତ୍ର ଚାରି ଆଡୁ ଲୋକ ଗଦେଇକି ଦେବେ ତା ପରେ ମା ସୋନିଆ ଲ-ଢି-ବେ’ ।
ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ-ରେ ସୁର ଭାଇଙ୍କ ଏହି ଭିଡିଓଟି ବହୁତ ଚର୍ଚାରେ ଅଛି ଓ ସୁର ଭାଇ ଏହି ଭିଡିଓରେ ବହୁତ କ-ଡା ବୟାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁର ଭାଇଙ୍କ ଏହି ବୟାନ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।