‘Aryan ମୋ ନାତି ! ସେ ନିର୍ଦ୍ଦୋଷ ତାକୁ ଫସା ଯାଉଛି’ Aayan ଙ୍କୁ ନେଇ କିଛି ଏମିତି କହିଲେ Salman ଙ୍କ ବାପା Salim Khan, ଦେଖନ୍ତୁ Video

ବନ୍ଧୁଗଣ ଆଜି ହେଉଛି ଆରିୟାନ ଖାନଙ୍କ କୋ-ର୍ଟ ଶୁଣାଣି । ଗତ କିଛି ଦିନ ହେବ ଆରିୟାନ ଆର୍ଥର ରୋଡ ଜେ-ଲ-ରେ ଥିଲେ ଓ ଆଜି ତାଙ୍କର ସେସନ କୋ-ର୍ଟ ବେ-ଲ ଶୁଣାଣି ଅଛି । ଡ୍ର-ଗ୍ସ ମା-ମ-ଲା-ରେ ଫ-ସି-ଥି-ବା ଅରି-ୟାନଙ୍କୁ ବହୁତ କମ ବର୍ଷ ବୟସରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ହେଲେ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ଦିଗଜ କଳାକାର ମାନେ ଅରିୟାନଙ୍କ ସମର୍ଥନରେ ଛିଡା ହୋଇଛନ୍ତି ।

ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ଶାହରୁଖ ଖାନଙ୍କ ଘର ମନ୍ନତରେ ପହଞ୍ଚି ଛନ୍ତି ବଲିଉଡର ବରିଷ୍ଠ ଲେଖକ ତଥା ସଲମାନ ଖାନଙ୍କ ବାପା ସଲିମ ଖାନ । ସଲିମ ଖାନ ନିଜ ପୁଅକୁ ଜେ-ଲ ଯିବାର ଦେଖିଛନ୍ତି ତେଣୁ ସେ ଶାହରୁଖ ଖାନଙ୍କ ଦୁଃଖ ଭଲ ଭାବରେ ବୁଝି ପାରୁ ଛନ୍ତି । ସଲିମ ଏହି ମାମଲା ଉପରେ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସଲିମ କହିଛନ୍ତି-‘ଏନସିବି ଆରିୟାନଙ୍କୁ ଗି-ର-ଫ କରିବା ଏକ ବଡ ଦୁର୍ଭାଗ୍ୟ ଅଟେ’ । ଆଗକୁ ସଲିମ କହିଛନ୍ତି-‘ଆରିୟାନ ହେଉଛି ଏକ ଛୋଟ ପିଲା ତା ପ୍ରତି ନରମ ମନଭାବ ଏନସିବି ପୋଷଣ କରିବା ଉଚିତ । କମ ବୟସର ପିଲା ମାନେ ବେଳେବେଳେ ଏମିତି ଭୁଲ କରିଦିଅନ୍ତି ହେଲେ ତାଙ୍କୁ ଏମିତି ନି-ର୍ଯା-ତ-ନା ଓ କ-ଷ୍ଟ ଦେବାର କୌଣସି ଆବଶ୍ୟକତା ନାହିଁ ।

ଆରିୟାନଙ୍କୁ ଏମିତି ନି-ର୍ଯା-ତ-ନା ଦିଆ ନଯାଉ ଯାହା ତାଙ୍କ ଜୀବନ ଉପରେ ପ୍ରଭାବ ପକାଇବ । ଆରିୟାନଙ୍କ କାରିୟର ଏବେ ଆରମ୍ଭ ହୋଇଛି ଯଦି ତାଙ୍କୁ ଏଭଳି ମା-ନ-ସି-କ ଯ-ନ୍ତ୍ର-ଣା ଦିଆଯିବ ତା ହେଲେ ତାଙ୍କ କାରିୟର ଆରମ୍ଭ ହେବା ପୂର୍ବରୁ ହିଁ ନ-ଷ୍ଟ ହୋଇଯିବ’ ।

ଆଗକୁ ସଲିମ କହିଛନ୍ତି-‘ଆରିୟାନଙ୍କ ସହ ଇଶ୍ଵର ଅଛନ୍ତି ଏବଂ ସେ ନିଶ୍ଚିନ୍ତ ଜେ-ଲ-ରୁ ବାହାରିବେ । ଡ୍ର-ଗ୍ସ ତାଙ୍କ ସାଙ୍ଗ ମାନଙ୍କ ପାଖରେ ଥିଲା ଏହା ହେଉଛି ଯଥେଷ୍ଟ କାରଣ ଏନସିବି ଆଉ କୋର୍ଟ ତାଙ୍କୁ ଛାଡି ଦେବାର ଆବଶ୍ୟକତା ରହିଛି’ ।  ତା ହେଲେ ବନ୍ଧୁଗଣ ସଲିମ ଖାନଙ୍କ ଏହି ବୟାନରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *