ଏମିତି ଦୃଶ୍ୟ ବହୁତ କମ ଦେଖିବାକୁ ମିଳେ ! ରୋଷେଇ ଘରେ ଚୁଲି ଭିତରେ ଲୁଚି ରହିଥିଲା ଭୟଙ୍କର ଚନ୍ଦ୍ର ନାଗ, ଆଉ ତା’ପରେ ମହିଳା ଜଣକ ଯାହା କଲେ ବିଶ୍ଵାସ ହେବନି…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ମିର୍ଜା ଆରିଫଙ୍କୁ ନିଶ୍ଚୟ ଜାଣିଥିବେ । ମିର୍ଜା ଆରିଫ ହେଉଛନ୍ତି ଓଡିଶାର ଜଣେ ପ୍ରକ୍ଷାତ ସାପ ଧରାଳି । ସେ ବନ ବିଭାଗରେ କାମ କରୁ ନଥିଲେ ମଧ୍ୟ ପ୍ରାଇଭେଟରେ ଲୋକ ମାନଙ୍କ ଘରକୁ ଯାଇ ସାପ ମାନଙ୍କୁ ଉଧାର କରନ୍ତି । ମିର୍ଜା ସମସ୍ତ ପ୍ରକାରର ସାପକୁ ଅତି ସହଜରେ ଧ-ରି ଥାନ୍ତି । ସାପ ମାନଙ୍କୁ ଧରି ସେ ଜଙ୍ଗଲରେ ଛାଡି ଦିଅନ୍ତୁ ।

ଆସିବା ଦିନରୁ ମିର୍ଜା ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ସାପ ଉଧାର କରିବାର ନୂଆ ନୂଆ ଭିଡିଓ ଅପଲୋଡ କରନ୍ତି । ଗତ କିଛି ସମୟ ହେବ ମିର୍ଜା ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ସାପ ଉଧାରର ଏକ ନୂଆ ଭିଡିଓ ଅପଲୋଡ କରିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଓଡିଶାର ରହଳିଆ ପଞ୍ଚାୟତ ଗାଁରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି । ଏହି ଗାଁର ଏକ ଘର ଭିତରେ ଏକ ଚନ୍ଦ୍ର ନାଗ ସାପ ପ-ଶି ଯାଇଥିଲା । ନାଗଟି ରୋଷେଇ ଘର ଭିତରେ ଚୁଲି ଭିତରେ ସୋଇ ରହିଥିଲା । ରୋଷେଇ ଘରେ ଏହି ନାଗଟି ପ୍ରଥମେ ଜଣେ ମହିଳା ଦେଖିଲେ । ମହିଳା ଜଣକ ସାବଧାନତାର ସହ ସାପକୁ ଜଗି ବସି ରହିଲେ ।

https://www.youtube.com/watch?v=O5VG9bxjIVE

ଏହା ପରେ ଗାଁ ଲୋକେ ମିର୍ଜା ଆରିଫଙ୍କୁ ସାପର ସୂଚନା ଦେଇଥିଲେ ଓ ମିର୍ଜା ମାତ୍ର କିଛି ସମୟ ମଧ୍ୟରେ ସେହି ଗାଁରେ ପହଞ୍ଚି ଥିଲେ । ଗାଁରେ ପହଞ୍ଚିବା ପରେ ସେ ରୋଷେଇ ଘର ଭିତରୁ ସଫଳତାର ସହ ସେହି ଚନ୍ଦ୍ର ନାଗ ସାପଟିକୁ ଉଧାର କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମିର୍ଜା ଆରିଫଙ୍କ ଏହି ନୂଆ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *