ଘଟଣା ସମୟରେ ଧୃତରାଷ୍ଟ୍ର ଭଳି ଅନ୍ଧ ପୁଟୁଳି ବାନ୍ଧିଥିଲ ? କାଲି ମଜା ଦେଖୁଥିବା ଲୋକ ଆଜି…ଥରେ ଶୁଣନ୍ତୁ ବୋଟ ବିଡିଯିବା କଥାକୁ ନେଇ କଣ କହୁଛି ଏହି ପିଲାଟି, ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅ-କା-ଳ ବି-ୟୋ-ଗ ପରେ ତାଙ୍କ ସହ ଜଡିତ ଅନେକ ଫଟୋ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି । ଓଡିଶା ବାସୀ ତାଙ୍କ ଅ-କା-ଳ ବି-ୟୋ-ଗ-କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ହେଲେ ଅରିନ୍ଦମ ସମସ୍ତଙ୍କ ନଜରରେ ରିଅଲ ଲାଇଫ ହିରୋ ହେଇଛନ୍ତି । ଅରିନ୍ଦମ ସବୁଠାରୁ ଅଧିକ ତାଙ୍କ କାମ ଓ ଦାଇତ୍ଵ ଉପରେ ଧ୍ୟାନ ଦେଉଥିଲେ ।

ବର୍ଷା, ଝ-ଡ, ବାତ୍ୟା ଓ ବନ୍ୟା ଆଦି ପରିସ୍ଥିତିରେ ସେ ନ୍ୟୁଜ ସଂଗ୍ରହ କରିବା ପାଇଁ ନିଜ ଜୀବନକୁ ବାଜିରେ ପକାଉ ଥିଲେ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ଭା-ଇ-ରା-ଲ ହେଉଛି ଏହି ଭିଡିଓରେ ଏକ ଛୋଟ ଛୁଆ ଅରିନ୍ଦମଙ୍କ ସାହସିକତାର ପ୍ରଶଂସା କରୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଛୋଟ ଛୁଆଟି କହୁଛି-‘ସ୍ଵାମୀ ବିବେକାନନ୍ଦଙ୍କ କଥାକୁ ସାମ୍ବାଦିକ ଅରିନ୍ଦମ ଦାସ ପ୍ରମାଣ କରିଦେଇ ଗଲେ । ସ୍ଵାମୀ ବିବେକାନନ୍ଦ କହିଥିଲେ ଜୀବନରେ ରିସ୍କ ନିଅ ଯଦି ଜିତିବ ତା ହେଲେ ଆଗକୁ ଯିବ ଓ ଯଦି ହାରିବ ତା ହେଲେ ଅନ୍ୟକୁ ଗାଇଡ କରିପାରିବ । ମୁ ବୁଝି ପାରୁନି ଆମ ମାନସିକତା କେବେ ବଦଳିବ କାରଣ କାଲି ଯାଏଁ ମଜାକ ଉଡାଉ ଥିବା ଲୋକେ ହଠାତ ବୁଦ୍ଧି ଦେବା ଆରମ୍ଭ କରିଛନ୍ତି’ ।

ଆଗକୁ ଛୁଆଟି କହିଛି-‘ଅନେକ ଲୋକ ଘ-ଟ-ଣା ବେଳର ଦୃଶ୍ୟ ଟିଭିରେ ଦେଖୁଥିଲେ ତ ଅନ୍ୟ କିଛି ଲୋକ ମହାନଦୀ ପୋଲ ଉପରେ ରହି ମଜା ନେଉ ଥିଲେ । ଓଡ୍ରାଫ ବାଲା ନଦୀ ଭିତରକୁ ଯିବାର ନିଷ୍ପତ୍ତି ନେଲେ ଆମେ ଚୁପ ରହିଲୁ ସାମ୍ବାଦିକ ମଧ୍ୟ ନଦୀ ଭିତରକୁ ଯିବା ପାଇଁ କହିଲେ ସେତେବେଳେ ବି ଆମେ ଚୁପ ରହିଲୁ । ଚାହୁଁ ଚାହୁଁ ବୋଟ ଯେମିତି ନଦୀରେ ବୁଡିଲା ସେତେବେଳେ ଆମ ବୁଦ୍ଧି ପ୍ରକଟ ହେଲା’ ।

ଏହା ପରେ ଆଗକୁ ଛୁଆଟି କହିଛି-‘ ଡାକ୍ତର ଖାନାରେ ଯେତେବେଳେ ସାମ୍ବାଦିକଙ୍କ ଦେ-ହା-ନ୍ତ ଘୋଷଣା ହେଲା ସେତେବେଳେ ଆମେ ମହାଜ୍ଞାନୀ ପାଲଟି ଗଲୁ । ଲୋକମାନେ କହିଲେ, ଏମିତି କରିଥିଲେ ଭଲ ହେଇଥାନ୍ତା, କିଏ ଏହି କାମ କରିବାକୁ କହିଲା କେଉଁ ଲୋକର ଭୁଲ ଅଛି ଓ କାହାର ଭୁଲ ନାହିଁ ଲୋକମାନେ କହିବାକୁ ଲାଗିଲେ’ ।

ଛୁଆଟି ଆଗକୁ କହିଛି-‘ଘ-ଟ-ଣା ଘ-ଟି-ବା ସମୟରେ ଧୃତରାଷ୍ଟ୍ର ପରି ଆପଣ ମାନେ କଣ ଆଖିରେ କଳା କପଡା ବନ୍ଧି ଥିଲେ । ପୁଅକୁ ହରେଇବାର କଷ୍ଟ ତା ମା ହିଁ ଜାଣିଥାଏ । ଆପଣ ମାନେ ତ ଅରିନ୍ଦମକୁ ଭୁଲିଯିବେ ହେଲେ ତାଙ୍କ ପରିବାର ଲୋକ ଏବେ କେଉଁ ପରିସ୍ଥିତିରେ ଅଛନ୍ତି ଟିକେ ଭାବନ୍ତୁ’ । ବନ୍ଧୁଗଣ ଏହି ପରି ଭାବରେ ଗୋଟେ ଛୋଟ ଛୁଆଟି ଲୋକ ମାନଙ୍କ ଆଖି ଖୋଲିବା ପାଇଁ ଚେଷ୍ଟା କରିଛି । ତା ହେଲେ ଆପଣ ମାନଙ୍କୁ ଏହି ଛୁଆଟିର କଥା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *