‘ମୁର୍ମୁ ଥିଲା ମୋ ଲାଇଫ ପାର୍ଟନର’ କହି ଭୋ ଭୋ ହେଇ କାନ୍ଦି ପକେଇଲେ ODRAF ଜବାନ Nibharan Dalei, ପୁରା Video ଦେଖିଲେ ଆପଣ ନ କାନ୍ଦି ରହି ପାରିବେନି

ତାଙ୍କ ନାମ ହେଉଛି ନିବାରଣ ଦଳାଇ । ସେ କହିଥିଲେ ଯେ ପ୍ରାଏ ୧୦ ଘଟିକା ସମୟରେ ୧୨ ଜଣିଆ ଟିମ ଆମ୍ଭେ ହାତୀ ଉଦ୍ଧାର ନିମନ୍ତେ ବାହାରିଥିଲୁ । ସମସ୍ତେ ଲାଇଭ ଜାକେଟ ପିନ୍ଧିଥିଲୁ । ଆମ୍ଭେ ମୁଣ୍ଡଳି ପଟୁ ଆସିଲୁ । ଆମ୍ଭ ଉଦେଶ୍ୟ ଥିଲା ଯେ ବନ ବିଭାଗ ଯେଉଁ ଭଳି ଭାବରେ ହାତୀ କୁ ଘଉଡାଇ ଥାନ୍ତି, ସେହିଭଳି ଆମ୍ଭେ ମଧ୍ୟ ହାତୀ କୁ ଘଉଡାଇ ଥାନ୍ତୁ । ଏହା ଫଳରେ ହାତୀ ଟି ଉପରକୁ ଚାଲିଯାଇଥାନ୍ତା ।

ବନ୍ଧୁଗଣ, ମହାନଦୀ ମୁଣ୍ଡଳି ଅ-ପ-ରେ-ସ-ନ ଗଜରାଜ କୁ ବୀତି ସାରିଛି ୩ ଦିନ । ଏହି ଘଟଣାରେ ଆମ୍ଭେ ୨ଟି ଅମୂଲ୍ୟ ଜୀବନ ହରାଇଛୁ । ସେହି ସମୟର ଦୃଶ୍ୟ ବହୁତ ଭ-ୟା-ନ-କ ଥିଲା । ସେଠାରେ ଯେଉଁ ଓଡ୍ରାଫ ଯବାନ ମାନେ ଥିଲେ ନିଜ ଜୀବନକୁ ବାଜି ଲଗାଇ ମୃ-ତ୍ୟୁ କୁ ସାମ୍ନା କରିଥିଲେ । ସାଥୀ କର୍ମଚାରୀ ସୀତାରାମ ମୁର୍ମୁଙ୍କୁ ହରାଇ କଇଁ କଇଁ ହୋଇ କା-ନ୍ଦୁ-ଛ-ନ୍ତି ନିଭରଣ ଦଳାଇ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା । ଓଡ୍ରାଫ ଯବାନ ନିଭରଣ ଦଳାଇଙ୍କ ମତରେ- ‘ମୋ ସ୍ତ୍ରୀ ଯେମିତି ମୋ ଲାଇଫ ପାର୍ଟନର ମୁର୍ମୁ ମଧ୍ୟ ମୋ ଲାଇଫ ପାର୍ଟନର ଥିଲା । ସେ ବାତ୍ୟା ହେଉ ବନ୍ୟା ହେଉ ସବୁବେଳେ ମୋ ସହିତ ରୁହେ । ଆମ ଦୁଇଜଣଙ୍କ ମଧ୍ୟରେ ଭାଇ ଭାଇର ସମ୍ପର୍କ ଥିଲା ସେ କେବେବି ମୋ ଠାରୁ ଅଲଗା ହୋଇ ରୁହେ ନାହିଁ ।

ସେ ବି ମ-ରି-ବା ଲୋକ ନୁହେଁ ସେ ବି ସ୍କୁବା ଡାଇଭର । ସେ ବି ପାଣି ଭିତରେ ଅଧ ଘଣ୍ଟା ଯାଏଁ ରହିପାରିବ’ । ଏହା ପରେ ଆଗକୁ ନିଭରଣ କହିଛନ୍ତି-‘ ହେଲେ ତାର ମୁଣ୍ଡ ମା-ଡ ହେଇ ଯାଇଥିବାରୁ ସେ ଅ-ଚେ-ତ ହୋଇଯାଇଥିବ । ଆମ୍ଭେ ସତର୍କ ହୋଇ ଯାଇଥିଲୁ । ମାତ୍ର ସମୟ ଆଗରେ ସମସ୍ତେ ହାର ମାନିଗଲେ । ଆମ୍ଭ ଟିମ ଯେଉଁଠାକୁ ଯାଇଛି ସେଠାରେ ସଫଳ ହୋଇଅଛି ।

୩ ଦିନ ତଳେ ଆମ୍ଭେ ୩ ଟା ରେସକ୍ୟୁ କାର୍ଯ୍ୟ ରେ ସଫଳ ହୋଇଥିଲୁ । ମାତ୍ର ଏଥର ଆମ୍ଭ ସାଥି ଭାଇ ଙ୍କୁ ମଧ୍ୟ ଆମ୍ଭେ ହରାଇ ବସିଲୁ । ଆମ୍ଭେ ଯେଉଁଠାକୁ ଯାଉ ସାଥିରେ ଯାଉଥିଲୁ । ତାଙ୍କୁ ହରାଇବା ଓଡ୍ରାଫ ଟିମ ଙ୍କ ନିମନ୍ତେ ବହୁତ ବଡ କ୍ଷତି ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *