ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଏକ ଦୁ-ର୍ଘ-ଟ-ଣା ଯୋଗୁଁ ଦୁଇ ଦୁଇଟି ପରିବାର ଭା-ଙ୍ଗି ଯାଇଛି । ମୁଣ୍ଡୁଳି ରେ ଗଜରାଜ ଉଦ୍ଧାର ସମୟରେ ଓଡ୍ରାଫ ଟିମ ର ବୋଟ ଓ-ଲ-ଟି ଯିବାରୁ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ ଟିମ ର ସଦସ୍ୟ ସୀତାରାମ ମୁର୍ମୁ ମୃ-ତ୍ୟୁ ବରଣ କରିଛନ୍ତି । ତେବେ ଏହା ସମ୍ପୂର୍ଣ୍ଣ ଓଡ଼ିଶା ରେ ଶୋ-କ-ର ବାତାବରଣ କରି ଦେଇଛି ।
ଓଡ୍ରାଫ ସଦସ୍ୟ ଙ୍କ ଅନୁସାରେ ସେମାନେ ହାତୀ କୁ ଉଦ୍ଧାର କରିବା ପାଇଁ ସକାଳ ୧୦ଟା ରେ ମୁଣ୍ଡୁଳି ପାଖକୁ ଯାଇଥିଲେ । ତେବେ ସେମାନଙ୍କ ଉଦେଶ୍ୟ ଥିଲା କି ହୁଏତ ସେମାନେ ହାତୀ କୁ ଘଉଡ଼ାଇ ଦେଲେ ସେ ବୋଧ ହୁଏ କୁଳ କୁ ଆସି ଯିବ । ତେବେ ଏହା ଭାବି ଯାଇଥିଲେ ତେବେ ହଠାତ ଗାଡି ର ଷ୍ଟାର୍ଟ ବନ୍ଦ ହୋଇଗଲା ଏବଂ ପାଞ୍ଚ ନମ୍ବର ଗେଟ ଟା ଟାଣି ଆଣିଥିଲା । ଯାହା ଫଳ ରେ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ସହିତ ସୀତାରାମ ଙ୍କ ମଧ୍ୟ ଅ-କା-ଳ ବି-ୟୋ-ଗ ଘ-ଟି-ଛି ।
ସୀତାରାମ ଙ୍କ ମୃ-ତ୍ୟୁ ରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ରୂପରେ ଭା-ଙ୍ଗି ପଡ଼ିଛନ୍ତି ଏବଂ ତାଙ୍କ ପରିବାର ର ଦୁଃଖ ର ଲହରୀ ମା-ଡ଼ି ଆସିଛି । ନିଜ ଘରର ଦାୟିତ୍ଵ ବହନ କରିଥିବା ସୀତାରାମ ଆଜି ନିଜ ପରିବାର କୁ ଶୋ-କ ର ଛାୟା ରେ ବୁଡାଇ ଆରପାରି କୁ ଚାଲି ଯାଇଛନ୍ତି । ତେବେ ଆଜି ସୀତାରାମ ଙ୍କ ଶେ-ଷ କୃ-ତ୍ୟ ମୟୁରଭଞ୍ଜ ରେ ସମ୍ପନ୍ନ ହୋଇଛି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସୀତାରାମ ଙ୍କ ଶେ-ଷ କୃ-ତ୍ୟ କରାଯାଇଛି ।
ଏଭଳି ବୀର ଯବାନ ଙ୍କ ମୃତ୍ୟୁ ନିଶ୍ଚିତ ଭାବରେ କେବଳ ତାଙ୍କ ପରିବାର ନୁହେଁ ବରଂ ସମଗ୍ର ଓଡ଼ିଶା ବାସୀ ଙ୍କ ପାଇଁ ଏକ ଅପୁରଣୀୟ କ୍ଷତି ଅଟେ । ଓଡ୍ରାଫ ଯବାନ ସୀତାରାମ ମୁର୍ମୁ ଙ୍କ ନି-ଧ-ନ ହୋଇଛି ସତ । କିନ୍ତୁ ଏଭଳି ସାହାସିକତା ପାଇଁ ସେ ଚିର ଦିନ ପାଇଁ ସମସ୍ତଙ୍କ ହୃଦୟ ରେ ଅମର ହୋଇ ରହିଯିବେ । ଯବାନ ଙ୍କ କେବେବି ମୃ-ତ୍ୟୁ ହୋଇ ନଥାଏ । ସେ ସଦା ସର୍ବଦା ଅ-ମ-ର ହୋଇରହି ଯାଆନ୍ତି ।
ସୀତାରାମ ମୁର୍ମୁ ହେଉଛନ୍ତି ଓଡ଼ିଶା ମାଟି ର ଗର୍ବ ଓ ଗୌରବ । ତେବେ ଏଭଳି ମହାନ ବ୍ୟକ୍ତି ଙ୍କ ଆତ୍ମା ର ସଦ୍ଗତି ନିମନ୍ତେ ଆମେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛୁ ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ଏହା ସହିତ ଆଶା ମଧ୍ୟ କରୁଛୁ ଯେ ସୀତାରାମ ଙ୍କ ପରିବାର କୁ ସରକାର ଙ୍କ ତରଫ ରୁ ନିଶ୍ଚିତ ଭାବରେ ଆର୍ଥିକ ସହାୟତା ପ୍ରାପ୍ତ ହେବ ।