ପଞ୍ଚଭୂତରେ ଲୀନ ହେଲେ Arindam, ଦେଖନ୍ତୁ Live Video

ବନ୍ଧୁଗଣ ପଞ୍ଚଭୂତରେ ବିଲୀନ ହେଲା ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପା-ର୍ଥି-ବ ଶ-ରୀ-ର । ଆଜି ତାଙ୍କର ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ତାଙ୍କର ଶେ-ଷ କୃ-ତ୍ୟ ସମ୍ପନ୍ନ ହୋଇଛି । ବୈତରଣୀ ନଦୀ କୂଳରେ ତାଙ୍କର ଅ-ନ୍ତି-ମ ସ-ତ୍କା-ର କରାଯାଇଛି । ସଖାଳ ୪ଟା ୨୦ ମିନିଟରେ ରାଇକଳା ଗାଁରେ ତାଙ୍କ ମୃ-ତ ଦେହ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫା-ଟି ପଡିଥିଲା ପୁରା ଗାଁ । ସେହି ସ୍ଥାନରେ ସୃଷ୍ଟି ହୋଇଥିଲା ଶୋ-କା-କା-ଳ ପରିବେଶ ।

ସେହି ପୈତୃକ ଗାଁ ରାଇକଳାରେ ବୈତରଣୀ ନଦୀ କୂଳରେ ସ-ବ ସ-ତ୍କା-ର କରା ଯାଇଛି ଏବଂ କେନ୍ଦୁଝର ରାଇକଳା ଯିବା ବାଟରେ ଅରିନ୍ଦମକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଯାଜପୁରର କୁଆଖିଆ କେନ୍ଦୁଝର ଟାଉନରେ ଅରିନ୍ଦମଙ୍କ ସାଙ୍ଗ ସାଥି ଏବଂ ସୁବେଚ୍ଚୁ ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କର୍ତ୍ତବ୍ୟ ସମ୍ପାଦନା ବେଳେ ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କର ଗତ କାଲି ଅ-କା-ଳ ବି-ୟୋ-ଗ ହୋଇଥିଲା । କଟକ ମୁଣ୍ଡଳିରେ ଫ-ସି ଥିବା ଏକ ହାତୀ ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଯାଇଥିଲେ ଅରିନ୍ଦମ ।

ଏକ ଓଡ୍ରାଫ ଟିମ ସହ ଅରିନ୍ଦମ ଓ ତାଙ୍କ କ୍ୟାମେରା ମ୍ୟାନ ବୋଟରେ ଯାଇଥିବା ବେଳେ ଜଳ ସ୍ରୋ-ତ ବଢି ଯାଇଥିଲା ଯାହା ଫଳରେ ତାଙ୍କ ବୋଟ ଓଲୋଟି ଯାଇଥିଲା । ସେହି ସମୟରେ ଅରିନ୍ଦମ ତାଙ୍କର ଶେ-ଷ ନି-ଶ୍ଵା-ସ ମହାନଦୀ ପାଣିରେ ତ୍ୟା-ଗ କରିଥିଲେ । ଅରିନ୍ଦମ ଥିଲେ ଏକ ସାହାସୀ ସାମ୍ବାଦିକ ସେ ସବୁବେଳେ ନିଜ କର୍ତ୍ତବ୍ୟକୁ ଆଗରେ ରଖୁଥିଲେ । ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ-କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ ।

ସେ ବାପା ମାଙ୍କର ଗୋଟିଏ ପୁଅ ଥିଲେ । ତାଙ୍କର ଦେ-ହା-ନ୍ତ ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭା-ଙ୍ଗି ପଡିଛି । ପରିବାର ଲୋକଙ୍କର କା-ନ୍ଦି କା-ନ୍ଦି ଖରାପ ଅବସ୍ତା । ଅନ୍ୟ ପକ୍ଷରେ ଅରିନ୍ଦମଙ୍କ ସହ ଯାଇଥିବା କ୍ୟାମେରା ମ୍ୟାନ ପ୍ରଭାତଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି । ତା ହେଲେ ବନ୍ଧୁଗଣ ଅରିନ୍ଦମଙ୍କ ଆମର ଆତ୍ମା ଶାନ୍ତି ପାଉ ବୋଲି ଆପଣ ମାନେ କାମନା କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *