ବନ୍ଧୁଗଣ ସରକାରଙ୍କ ଗୋଟେ ଛୋଟ ଅବହେଳା ପାଇଁ ଆଜି ଗୋଟେ ପରିବାର ତାଙ୍କ ପୁଅକୁ ହରେଇ ବସିଛି । ଭୁବନେଶ୍ଵର ପରିକା ସ୍ମାର୍ଟ ସିଟିରେ ଡ୍ରେନ ବ୍ୟବସ୍ତାର ସମାଧାନ ନିହାତି ଆବଶ୍ୟକ । ଡ୍ରେନ ଭାସି ୧୦ମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶଙ୍କ ମୃ-ତ୍ୟୁ ହୋଇଛି । ମୃ-ତ୍ୟୁ ପରେ ତାଙ୍କ ବାପା ମା ସଂପୂର୍ଣ୍ଣ ରୂପେ ଭା-ଙ୍ଗି ପଡିଛନ୍ତି । ବାପା ମା ଚେତା ଶୂନ୍ୟ ହୋଇଯାଉଛନ୍ତି ସେମାନେ କଣ କରିବେ କିଛି ବୁଝି ପାରୁ ନାହାନ୍ତି ।
ଆଜି ଜ୍ୟୋତି ପ୍ରକାଶଙ୍କ ପରିବାର ପାଖକୁ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଆସି ଥିଲେ ଓ ଜ୍ୟୋତିପ୍ରକାଶଙ୍କ ମୃ-ତ୍ୟୁ ପାଇଁ ନବୀନ ପଟ୍ଟନାୟକଙ୍କୁ ଦା-ୟୀ କରିଥିଲେ । ପୁଅ ହା-ରି-ବା କଷ୍ଟ ଜ୍ୟୋତିଙ୍କ ମା ବାପା ସହ୍ୟ କରିପାରୁ ନାହାନ୍ତି । ବର୍ତ୍ତମାନ ଜ୍ୟୋତିଙ୍କ ଆଇ ମିଡିଆ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ।
ଜ୍ୟୋତିଙ୍କ ଆଈଙ୍କ ମତରେ- ‘ଆମ ଭଡା ଘରେ ରାହୁଛୁ ଆଉ ଜ୍ଵାଇଁ ଯାହା ବି ରୋଜଗାର କରିଲେ ମୁ ନାତିକୁ ପାଠ ପଢାଇବାରେ ଖର୍ଚ୍ଚ କରୁଥିଲେ । ପିଲାକୁ ମଣିଷ କରିବା ପାଇଁ ଆମେ ଏତେ କଷ୍ଟ କରିଲୁ ହେଲେ ଆମ ପିଲା ଭା-ସି ଗଲା । ମୋ ଝିଅର ସଂସାର ସରିଗଲା । ଆର୍ଥିକ ପରିସ୍ଥିତି ଖରାପ ଥିଲେ ମଧ୍ୟ ସେମାନେ ଯାହା ଯେମିତି କରି ଚଳି ଯାନ୍ତି’ ।
ଏହା ପରେ ଆଗକୁ ଆଈ କହିଛନ୍ତି-‘ଜ୍ୟୋତି ମ-ରି-ବା ପର ଠାରୁ ଆମ ସଂସାର ଭା-ସି ଯାଇଛି । ଜ୍ଵାଇଁ ଓ ଝିଅ କଣ କରିବେ କିଛି ବୁଝି ପାରୁ ନାହାନ୍ତି । ଦିନ ରାତି କାନ୍ଦୁ ଛନ୍ତି । ଜ୍ୟୋତି ମ-ରି-ବା ପରେ ଜ୍ଵାଇଁ କହିଲେ ଝିଅକୁ ନା ଆମେ ଦୁଇଜଣ ଆ-ତ୍ମ-ହ-ତ-ୟା କରିଦେବା ଆଉ ସାନ ପୁଅକୁ ଆଶ୍ରମରେ ଛାଡି ଦେବା । ଆମ ପାଖରେ ଯାହା ବି ଟଙ୍କା ଥିଲା ଆମେ ଆମ ପିଲାର ପାଠ ପଢାରେ ଲଗାଇଲେ । ଯାହା ପାଇଁ ଏତେ ସବୁ ହେଉଥିଲା ସେ ଆଜି ନାହିଁ’ ।
ଜ୍ୟୋତିଙ୍କ ଯିବା ପରେ ତାଙ୍କ ଘରର ଆର୍ଥିକ ଅବସ୍ତା ବହୁତ ଦୁର୍ବଳ ହୋଇଯାଇଛି । ପୁଅ ନଥିବାରୁ ତାଙ୍କ ବାପା ଠିକ ଭାବରେ କାମ କରିପାରୁ ନାହାନ୍ତି ଯାହା ଫଳରେ ଘର ଚଳେଇବା ପାଇଁ ବହୁତ ଅସୁବିଧା ହେଉଛି । ଉପାୟଶୂନ୍ୟ ହୋଇ ଜ୍ୟୋତିଙ୍କ ବାପା ଆ-ତ୍ମ-ହ-ତ-ୟା କରିବାର ନିଷ୍ପତ୍ତି ମଧ୍ୟ ନେଇ ଯାଇଥିଲେ । ତା ହେଲେ ବନ୍ଧୁଗଣ ପୁଅକୁ ହ-ରେ-ଇ-ବାର ଦୁଃଖ ସେ ହିଁ ଜାଣିଛି ଯିଏ ହରେଇଛି । ଜ୍ୟୋତିଙ୍କ ମୃ-ତ୍ୟୁ ମାମଲାରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।