‘ମୋ ପୁଅ ପରି ଆଉ କାହା ପିଲା ଭାସି ନ ଯାଉ’ ଦେଖନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି Jyoti ଙ୍କ ମା’, ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ଜ୍ୟୋତିପ୍ରକାଶଙ୍କ ମୃ-ତ୍ୟୁ ପରେ ତାଙ୍କ ବାପା ମା ସଂପୂର୍ଣ୍ଣ ଭା-ଙ୍ଗି ପଡିଛନ୍ତି । ଗତ କିଛି ଦିନ ହୋଇଛି ଜ୍ୟୋତିପ୍ରକାଶଙ୍କ ମୃ-ତ୍ୟୁ ହେଲେ ଏବେ ଏହି ମାମଲାକୁ ନେଇ ବହୁତ ଚର୍ଚା ଚାଲିଛି । ଆଜି ଜ୍ୟୋତି ପ୍ରକାଶଙ୍କ ପରିବାର ପାଖକୁ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଆସିଥିଲେ । ଅପରାଜିତା ଷଡଙ୍ଗୀ ଡ୍ରେନ ବ୍ୟବସ୍ତା ଉପରେ ଅନେକ ପ୍ରଶ୍ନ ନବୀନ ପଟ୍ଟନାୟକଙ୍କ ଉପରେ ଉଠାଇ ଥିଲେ । ଜ୍ୟୋତିପ୍ରକାଶଙ୍କ ସାନ ଭାଇକୁ ଏମପି ତରଫରୁ କେନ୍ଦ୍ରୀୟ ବିଦ୍ୟାଳୟରେ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ ପଢାର ଦାଇତ୍ଵ ଅପରାଜିତା ନେଇଛନ୍ତି ।

ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଆଉ ଗୋଟେ ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ଜ୍ୟୋତିପ୍ରକାଶଙ୍କ ମା ନିଜ ପୁଅକୁ ହରାଇବାର ଦୁଃଖ ପ୍ରକାଶ କରିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଜ୍ୟୋତିପ୍ରକାଶଙ୍କ ମାଙ୍କ ମତରେ-‘ ଆଜି ମୁ ମୋ ପୁଅକୁ ହରେଇଛି ଓ ଏଥିପାଇଁ ଦାୟୀ ହେଉଛନ୍ତି କେବଳ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ଵର ପରିକା ସ୍ମାର୍ଟ ସିଟିରେ ଖୋଲା ଡ୍ରେନ ଖୋଲା ଛାଡି ଦେଇଛନ୍ତି । ମୋ ପିଲା ଡ୍ରେନରେ ପଡି ଭାସି ଗଲା । ଆଉ ଯେମିତି କାହା ପିଲା ଡ୍ରେନରେ ଭାସି ନଯାଉ ଆଉ ମୋ ପରିକା ଆଉ କୌଣସି ମା ଯେମିତି ପୁଅ ହରେଇବାର ଦୁଃଖ ନପାଉ ମୁ ଏହା ହିଁ ଚାହୁଁଛି’ । ବନ୍ଧୁଗଣ ଜ୍ୟୋତିପ୍ରକାଶଙ୍କ ମା ନିଜ ପୁଅକୁ ହରେଇଥିବାରୁ ଦୁଃଖରେ ଭା-ଙ୍ଗି ପଡିଛନ୍ତି । ଦିନ ରାତି ସେ ନିଜ ପୁଅକୁ ଝୁରି ଝୁରି କାନ୍ଦୁ ଛନ୍ତି ଓ ବେଳେବେଳେ ଚେତା ଶୂନ୍ୟ ମଧ୍ୟ ହୋଇଯାଉଛନ୍ତି ।

ପୁଅକୁ ହରେଇବାର ଦାୟୀ ସେ ନବୀନ ପଟ୍ଟନାୟକକୁ କରିଛନ୍ତି । ବନ୍ଧୁଗଣ ଭୁବନେଶ୍ଵର ପରିକା ସ୍ମାର୍ଟ ସିଟିରେ ଡ୍ରେନ ବ୍ୟବସ୍ତା ଠିକ ଭାବରେ ହୋଇ ନାହିଁ । ସରକାରଙ୍କ ଏହି ଛୋଟ ଅବହେଳା ପାଇଁ ଆଜି ଗୋଟେ ପୁଅ ନିଜ ଜୀବନ ଓ ଗୋଟେ ମା ତାର ପୁଅକୁ ହରେଈ ବସିଛି । ତା ହେଲେ ବନ୍ଧୁଗଣ ସରକାରଙ୍କ ଏହି ଅବହେଳା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *