କେତେବେଳେ କହୁଛି ‘ମୋ ଭାଇ ପାଣିରେ ଭାସିଯାଇଛି’ ତ କେତେବେଳେ ‘ହଷ୍ଟେଲ ଯାଇଛି’, ଶୁଣନ୍ତୁ Jyoti ଙ୍କ ସାନଭାଇ କଥା, ଆପଣଙ୍କ ଆଖି ବି ଓଦା ହେଇଯିବ, ଦେଖନ୍ତୁ Video

ବନ୍ଧୁଗଣ ଜ୍ୟୋତିପ୍ରକାଶଙ୍କ ମୃ-ତ୍ୟୁ ପରେ ତାଙ୍କ ପରିବାରକୁ ବହୁତ ବଡ ଝ-ଟ-କା ଲାଗିଛି । ସେମାନେ ଜ୍ୟୋତିପ୍ରକାଶଙ୍କ ମୃ-ତ୍ୟୁ-କୁ ସ୍ଵୀକାର କରିପାରୁ ନାହାନ୍ତି । ମା’ଙ୍କର କାନ୍ଦି କାନ୍ଦି ଅବସ୍ତା ଖରାପ ଓ ବାପା କଣ କରିବେ କିଛି ବୁଝି ପାରୁ ନାହାନ୍ତି । ଭୁବନେଶ୍ଵର ପରିକା ବଡ ସହରରେ ଡ୍ରେନେଜ ବ୍ୟବସ୍ତା ଖରାପ ହୋଇଥିବା କାରଣ ହେତୁ ଗୋଟେ ମା ତା ପୁଅ ଓ ଗୋଟେ ଛୁଆ ନିଜ ଜୀବନ ହରେଇଲା । ବର୍ତ୍ତମାନ ଜ୍ୟୋତିଙ୍କ ମୃ-ତ୍ୟୁ ପାଇଁ ତାଙ୍କ ମା ନବୀନ ପଟ୍ଟନାୟକଙ୍କୁ ଦା-ୟୀ କରିଛନ୍ତି ।

ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ତାଙ୍କୁ ସାଧାରଣତଃ ସ୍ମାର୍ଟ ସିଟିର ସମସ୍ତ ବ୍ୟବସ୍ତା ଉପରେ ଧ୍ୟାନ ଦେବା ଉଚିତ । ନବୀନଙ୍କ ସାମାନ୍ଯ ଅବହେଳା ପାଇଁ ଆଜି ଜ୍ୟୋତି ନାହାନ୍ତି । ବର୍ଷା ହେବା ମାତ୍ରେ ଡ୍ରେନ ପାଣିରେ ପୂର୍ଣ୍ଣ ହୋଇଯିବା ସମାଧାନ ନୁହେଁ ଏଥିପାଇଁ ନବୀନ ପଟ୍ଟନାୟକଙ୍କୁ ଡ୍ରେନିଜ ସମସ୍ୟାର ସ୍ଵତନ୍ତ୍ର ସମାଧାନ କରିବା ଉଚିତ । ବନ୍ଧୁଗଣ ଜ୍ୟୋତିପ୍ରକାଶଙ୍କର ଏକ ସାନ ଭାଇ ଅଛନ୍ତି ଯାହାଙ୍କର ନାମ ହେଉଛି ସ୍ଵୟଂ ପ୍ରକାଶ ।

ସ୍ଵୟଂ ବର୍ତ୍ତମାନ ୪ ବର୍ଷର ଓ ତାଙ୍କ ପରିବାର ସହ କଣ ସବୁ ଘ-ଟୁ-ଛି ସେ ଜାଣି ପାରୁ ନାହାନ୍ତି । ସ୍ଵୟଂ କେତେବେଳ ଭାଇ ପାଣିରେ ଭା-ସି ଯାଇଛି କହୁଛନ୍ତି ତ କେତେବେଳେ ଭାଇ ହଷ୍ଟେଲ ଯାଇଛନ୍ତି ବୋଲି କହୁଛନ୍ତି । ସ୍ଵୟଂ ବର୍ତ୍ତମାନ ବହୁତ ଛୋଟ ଅଛନ୍ତି ସେଥିପାଇଁ ସେ ଜାଣି ପାରୁ ନାହାନ୍ତି ଯେ, ସେ ତାଙ୍କ ବଡ ଭାଇକୁ ହରେଇ ସାରିଛନ୍ତି । ହେଲେ ବନ୍ଧୁଗଣ ଯେତେବେଳେ ସେ ବଡ ହେବେ ସେତେବେଳେ ସେ ଭାଇକୁ ମନେ ପକେଇ କାନ୍ଦିବେ ।

ଜ୍ୟୋତିଙ୍କ ମୃ-ତ୍ୟୁ ପରେ ତାଙ୍କ ପରିବାର ଲୋକଙ୍କର ଅନେକ ପ୍ରତିକ୍ରିୟା ଆପଣ ମାନେ ଦେଖିସାରିଥିବେ । ଯେଉଁ କ-ଷ୍ଟ ଜ୍ୟୋତିଙ୍କ ମା ସ-ହ୍ୟ କରିଛନ୍ତି ସେହି କ-ଷ୍ଟ ଯେମିତି ଅନ୍ୟ କେଉଁ ମା’ ନ ସ-ହୁ ବୋଲି ଜ୍ୟୋତିଙ୍କ ମା’ କହିଛନ୍ତି । ବନ୍ଧୁଗଣ ଜ୍ୟୋତି ଯିବା ପରେ ତାଙ୍କ ସଂସାର ଜ୍ୟୋତିଙ୍କ ସହ ଭା-ସି ଯାଇଛି । ତା ହେଲେ ବନ୍ଧୁଗଣ ଆଗାମୀ ସମୟରେ ଓଡିଶା ସରକାର ଏହି ଡ୍ରେନେଜ ବ୍ୟବସ୍ତା ପାଇଁ କଣ ପଦକ୍ଷେପ ନେବା ଉଚିତ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *