ଭାରତର ତିନୋଟି ରାଜ୍ୟ ଯେଉଁଠି ସବୁଠୁ ଅଧିକ ଅପରାଧ ହେଇଥାଏ, ପ୍ରଥମ ରାଜ୍ୟର ନାଁ ଜାଣିଲେ ବିଶ୍ୱାସ ହେବ ନାହିଁ

ଭାରତ ଦକ୍ଷିଣ ଏସିଆରେ ସ୍ଥିତ ଭାରତୀୟ ଉପମହଦ୍ଵିପର ସବୁଠୁ ବଡ ଦେଶ । ଯାହାକି ପୂର୍ଣ୍ଣ ରୂପରେ ଉତ୍ତର ଗୋଲାର୍ଦ୍ଧରେ ରହିଛ । ଭୌଗଳିକ ଦୃଷ୍ଟିକୋଣରୁ ଭାରତ ବିଶ୍ଵର ସପ୍ତମ ସବୁଠୁ ବଡ ଦେଶ । ୧ – ଋଷ୍, ୨- କାନାଡା, ୩- ଚିନ୍, ୪- ଆମେରିକା, ୫- ବ୍ରାଜିଲ, ୬- ଅଷ୍ଟରେଲିଆ, ୭- ଭାରତ । ହେଲେ ଜନସଂଖ୍ୟା ଦୃଷ୍ଟିକୋଣରୁ ଭାରତ ଦ୍ଵିତୀୟ ସବୁଠୁ ବଡ ଦେଶ ଅଟେ । ଭାରତର ପଶ୍ଚିମରେ ପାକିସ୍ତାନ, ଉତ୍ତ୍ରପୂର୍ବରେ ଚୀନ୍, ନେପାଳ ଓ ଭୁଟାନ, ଓ ପୂର୍ବରେ ବାଂଲାଦେଶ ଓ ମୀୟାଁମାର ଅବସ୍ଥିତ । ହିନ୍ଦ୍ ମହାସାଗର ରେ ଏହାର ଦକ୍ଷିଣ ପଶ୍ଚିମ ରେ ମାଲଦୀପ, ଦକ୍ଷିଣରେ ଶ୍ରୀଲଙ୍କା ଓ ଦକ୍ଷିଣ ପୂର୍ବରେ ଇଣ୍ଡୋନେସିଆ ସହିତ ଭାରତର ସାମୁଦ୍ରିକ ସୀମା ଲାଗି ରହିଛି ।

ଅର୍ଥାବ୍ୟବସ୍ଥା କ୍ଷେତ୍ରରେ ଭାରତ ଦୁନିଆର ସବୁଠୁ ଅଧିକ ଉନ୍ନତି କରୁଥିବା ଦେଶମାନଙ୍କ ମଧ୍ୟରେ ଗଣା ଯାଇଥାଏ । ହେଲେ ଭାରତ ମଧ୍ୟ ଏକ ଏମିତି ଦେଶ ଅଟେ ଯେଉଁଠି ଅପରାଧ ମଧ୍ୟ ସବୁଠୁ ଅଧିକ ମାତ୍ରାରେ ହେଇଥାଏ । ଏମିତିରେ ଦେଖିବାକୁ ଗଲେ ଭାରତର ପ୍ରାୟ ସମସ୍ତ ରାଜ୍ୟରେ ଅପରାଧ ହେଇଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ତିନୋଟି ରାଜ୍ୟ ବିଷୟରେ କହିବୁ ଯେଉଁଠି ସବୁଠୁ ଅଧିକ ଅପରାଧ ହେଇଥାଏ ।

୩- ମହାରାଷ୍ଟ୍ର

ତେବେ ଫ୍ରେଣ୍ଡସ ମହାରାଷ୍ଟ୍ର ଭାରତର ତୃତୀୟ ଏମିତି ରାଜ୍ୟ ଯେଉଁଠି ସବୁଠୁ ଅଧିକ ଅପରାଧ ହେଇଥାଏ । ମହାରାଷ୍ଟ୍ରକୁ ଭାରତର ଏକ ମଝବୁତ୍ ଅର୍ଥବ୍ୟବସ୍ଥା ଥିବା ରାଜ୍ୟ ଭାବେ ଗଣା ଯାଇଥାଏ । ହେଲେ ଅପରାଧରେ ମଧ୍ୟ ଏହା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ବି ଅଧିକ ଆଗରେ ରହିଛି । ଏଠି ବଳାତ୍କାର, ଡ୍ରଗଚୋରୀ, ତସ୍କରି ସବୁବେଳେ ଲାଗି ରହିଥାଏ । ଏହି ରାଜ୍ୟର ଅପରାଧ ହାର ପାଖାପାଖି ୮.୮ ପ୍ରତିଶତ ଅଟେ ।

୨- ମଧ୍ୟପ୍ରଦେଶ

 

ରତର ମଧ୍ୟପ୍ରଦେଶ ରାଜ୍ୟ ଅପରାଧ ମାମଲାରେ ଦ୍ଵିତୀୟରେ ରହିଛି । ମଧ୍ୟପ୍ରଦେଶକୁ ଭାରତର ବିକଶିତ ଓ ମଝବୁତ୍ ରାଜ୍ୟ ବୋଲି ଗଣାଯାଇଥାଏ । ବର୍ତ୍ତମାନ ସମୟରେ ସବୁଠୁ ଅଧିକ ଉନ୍ନତି ଦିଗରେ ଗତି କରୁଥିବା ରାଜ୍ୟ ହେଉଛି ମଧ୍ୟପ୍ରଦେଶ । ହେଲେ ଏଠି ଲୁଟ୍, ରେପପରି ଅନେକ ଅପରାଧ ସବୁ ଗୋଟିଏ ସାଧାରଣ କଥା ହେଇ ଯାଇଛି । ଏହି ରାଜ୍ୟର ଅପରାଧ ୮.୯ ପ୍ରତିଶତ ଅଟେ ।

୧- ଉତ୍ତର ପ୍ରଦେଶ

ଫ୍ରେଣ୍ଡସ ଉତ୍ତର ପ୍ରଦେଶ ରାଜ୍ୟ ଭାରତର ପ୍ରଥମ ଏମିତି ରାଜ୍ୟ ଯେଉଁଠି ସବୁଠୁ ଅଧିକ ମାତ୍ରାରେ ଅପରାଧ ଦେଖିବାକୁ ମିଳିଥାଏ । ମଧ୍ୟ ପ୍ରଦେଶ ପରି ଉତ୍ତର ପ୍ରଦେଶକୁ ମଧ୍ୟ ଭାରତର ବିକଶିତ ଓ ଆର୍ଥିକ ଦୃଷ୍ଟିରୁ ମଝବୁତ୍ ରାଜ୍ୟ ବୋଲି ଗଣା ଯାଇଥାଏ । ହେଲେ ଉତ୍ତର ପ୍ରଦେଶ ଅପରାଧ ମାମଲାରେ ଭାରତର ସବୁ ରାଜ୍ୟ ମାନଙ୍କ ଠାରୁ ଆଗରେ, କାହିଁକି ନା ଏଠି ସବୁଠୁ ଅଧିକ ଅପରାଧ ଘଟିଥାଏ । ଏହି ରାଜ୍ୟରେ ଚୋରୀ, ଡକାୟତି ସବୁ ସମୟରେ ହେଇଥାଏ ।

ତେବେ ଫ୍ରେଣ୍ଡସ ଏହା ଥିଲା ଭାରତର ଏମିତି ତିନୋଟି ରାଜ୍ୟ ଯେଉଁଠି ସବୁଠାରୁ ଅଧିକ ଅପରାଧ ମାମଲା ଦେଖିବାକୁ ମିଳିଥାଏ । ତେବେ ଏହି ଲେଖାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ଜଡିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *