ରାଶିଫଳ 29 ଏପ୍ରିଲ 2020, ଆଜି ଗଣେଶଙ୍କ କୃପାରୁ ଏହି ୨ଟି ରାଶିର ଆର୍ଥିକ ଅସୁବିଧା ହେବ ଦୂର

ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ରାଶିଫଳ ଆମ ଜୀବନରେ ବହୁତ ବଡ ମହତ୍ଵ ରଖିଥାଏ । ମୁଖ୍ଯତଃ ରାଶିଫଳ ଗଣନା କରିବା ସମୟରେ ଚନ୍ଦ୍ରଙ୍କ ଗତିକୁ ପ୍ରାଧାନ୍ଯ ଦିଆଯାଇଥାଏ । ଦେଖିବାକୁ ଗଲେ ରାଶିଫଳ ମାଧ୍ୟମରେ ଆପଣ କୌଣସି ବ୍ୟକ୍ତିର ଆଗାମୀ ଭବିଷ୍ୟତ ବିଷୟରେ ଜାଣି ପାରିବେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଦୈନଦିନ ରାଶିଫଳ ସବୁଦିନ ସମାନ ନଥାଏ । ସେଥିପାଇଁ ଜାଡୀ ଆପଣ ନିଜର ଆଗାମୀ ଦିନ ସମ୍ବନ୍ଧରେ ପ୍ରାକ ସୂଚନା ପାଇ ପାରିବେ ତେବେ ଆପଣ ଏହାକୁ ନେଇ ନିଜର ଦିନର ପ୍ଲାନିଂ ମଧ୍ୟ କରିପାରିବେ । ଆଜି ଆମେ ଆପଣଙ୍କୁ ୨୯ ଏପ୍ରିଲ ୨୦୨୦, ବୁଧବାରର ରାଶିଫଳ ବିଷୟରେ କହିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିବା କଣ ରହିଛି ଆପଣଙ୍କ ପାଇଁ ଆଜିର ଦିନରେ ।

ମେଷ

ଆଜି ଆପଣଙ୍କର ଅଟକି ଥିବା କାମ ଆଗକୁ ବଢିବ ଆପଣ ନିଜର ଆତ୍ମବିଶ୍ଵାସ ରଖନ୍ତୁ । ଗଣେଶଙ୍କୁ ଲଡୁ ଭୋଗ ଲଗାନ୍ତୁ ଆପଣଙ୍କ ମନ ପ୍ରସନ୍ନ ରହିବ । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେଇ ପାରନ୍ତି । ଆଜି ଆପଣଙ୍କର ପ୍ରେମ ପ୍ରସଙ୍ଗ ପ୍ରତି ଆନ୍ତରିକତା ଅନ୍ୟ ଦିନ ଅପେକ୍ଷା ଅଧିକ ରହିବ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ସନ୍ତାନ ଙ୍କ ପାଖରୁ ଖୁସି ଖବର ମିଳିବ ।

ବୃଷ

ଆଜି ଆପଣଙ୍କର ସବୁ ଦୁଖଃ ଦୂର ହେବ । ମାତା ଲକ୍ଷ୍ମୀ ଏବଂ ଗଣେଶ ଙ୍କର କୃପା ଆପଣଙ୍କ ଉପରେ ଅଧିକ ରହିବ । ଆଜି ଆପଣଙ୍କ ଧ୍ୟାନ ପଢା ଲେଖା ଉପରେ ରହିବ । ବାପା ମାଆ ହେବାର ସୌଭାଗ୍ୟ ମିଳିବ । ନୂଆ ବ୍ୟବସାୟ କରିବାର ଯୋଜନା କରିବେ । ଆପଣଙ୍କ ଆତ୍ମବିଶ୍ଵାସ ଅଧିକ ରହିବ । କୋର୍ଟ କଚେରୀ ସହିତ ଯୋଡି ହୋଇଥିବା ସବୁ ମାମଲାରୁ ଆପଣଙ୍କୁ ମୁକ୍ତି ମିଳିବ ।

ମିଥୁନ

ଚାକିରି ଖୋଜୁଥିବା ଲୋକଙ୍କୁ ଚାକିରି ମିଳିପାରେ । ଅଧିକ ରାଗ ଆସିପାରେ । ଧାର୍ମିକ କାର୍ଯ୍ୟରେ ରୁଚି ରହିବ । ଆପଣଙ୍କୁ ଆପଣଙ୍କର ସତ ଭଲପାଇବା ମିଳିବ । ଲଭ ଲାଇଫରେ ଆପଣଙ୍କୁ ସଫଳତା ଯୋଗ ରହିଛି । ଆପଣଙ୍କୁ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଲାଭ ମିଳିବ । କୌଣସି ବନ୍ଧୁଙ୍କ କାରଣରୁ ଚିନ୍ତା ରହିପାରେ ।

କର୍କଟ

ଆଜି ଧାର୍ମିକ କାମରେ ଆପଣଙ୍କର ରୁଚି ବଢିବ । ଆପଣ ଆପଣଙ୍କ ଜୀବନରେ ନୂଆ ସଫଳତା ପାଇବେ । ମାଆ ଙ୍କ ଠାରୁ ସହଯୋଗ ମିଳିବ । ଆପଣଙ୍କୁ ଖୁସିରେ ବୃଦ୍ଧି ହେବ । ଯଦି ଆପଣ କୌଣସି ପରିସ୍ଥିତି କୁ ଡରି ଚାଲିଯିବେ ତାହେଲେ ତାହା ଆପଣଙ୍କ ପିଛା କରିବ । କାର୍ଯ୍ୟକ୍ଷେତ୍ରରେ କଠିନ ପରିସ୍ଥିତିର ସାମନା କରିବାକୁ ପଡିପାରେ । ପ୍ରତିକୂଳ ପରିସ୍ଥିତି ରହିବ ।

ସିଂହ

ଆଜି ବିଦ୍ୟାର୍ଥୀ ମାନଙ୍କୁ କୌଣସି ବଡ ସଫଳତା ମିଳିପାରେ । ଆପଣଙ୍କ ସବୁ ଚିନ୍ତା ଦୂର ହୋଇଯିବ । କ୍ୟାରିୟର ଅନୁସାରେ ଆସୁଥିବା ସମୟ ବହୁତ ଭଲ ରହିବ । ଆପଣଙ୍କୁ ଜୀବନସାଥୀ ଙ୍କ ଠାରୁ ଉପହାର ମିଳିପାରେ । ଆପଣଙ୍କ ଚାରିପାଖରେ ହେଉଥିବା କାମ ଉପରେ ଧ୍ୟାନ ରଖନ୍ତୁ କାରଣ ଆପଣଙ୍କ କାମ କ୍ଷେତ୍ରରେ ପାଇ ଥିବା ଶ୍ରେୟ ଅନ୍ୟ କେହି ନେଇ ଯାଇ ପାରନ୍ତି । ଯେଉଁ ଲୋକ କଳା କ୍ଷେତ୍ରରେ ବା କୃଷି କ୍ଷେତ୍ରରେ ସବନ୍ଧିତ କାମରେ ଯୋଡି ହୋଇଛନ୍ତି ସେମାନଙ୍କୁ ନିଜ ଭାଗ୍ୟର ସହଯୋଗ ମିଳିବ ।

କନ୍ୟା

ଆଜି ଆପଣ ନିଜ ଘରର ଆର୍ଥିକ ପରିସ୍ଥିତିକୁ ମଝବୁତ କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିବେ । କାର୍ଯ୍ୟ କ୍ଷେତ୍ରରେ ସବୁ ଯୋଜନା ଆପଣଙ୍କ ଅନୁସାରେ ହେବ । ଉର୍ଣ୍ଣତିର ମାର୍ଗ ପ୍ରଶସ୍ତ ରହିବ । ଭାଗୀଦାରୀ ଙ୍କ କାର୍ଯ୍ୟରୁ ଲାଭ ମିଳିବ । ଶତ୍ରୁ ଏବଂ ବିରୋଧୀ ଆପଣଙ୍କର ସାମାନା କରି ପାରିବେ ନାହିଁ କିନ୍ତୁ ସାବଧାନ ରହିବା ନିହାତି ଦରକାର । ସନ୍ତାନ ଙ୍କ ସଫଳତା ଆପଣଙ୍କୁ ବହୁତ ଖୁସି ଦେବ । ଚାଲାଖ ଲୋକଙ୍କ ଠାରୁ ସାବଧାନ ରହିବା ନିହାତି ଆବଶ୍ୟକ ଅଟେ ।

ତୁଳା

ବୈବାହିକ ଜୀବନରେ ପ୍ରେମ ସବନ୍ଧ ମଝବୁତ ରହିବ । ଆଜି ଆପଣ ନିଜ ବିଚାରକୁ ସମାଧାନ କରିବାରେ ସଫଳତା ପାଇବେ । ପରିବାରର କୌଣସି ସଦସ୍ୟ ନୂଆ ଖୁସି ଖବର ଦେଇ ପାରନ୍ତି । ଆପଣଙ୍କର କୌଣସି ଭଲ ଲୋକ ସହିତ ଭେଟ ହୋଇପାରେ । ଧନ ଆସିବ କିନ୍ତୁ ବହୁତ ଜଲ୍ଦି ଖର୍ଚ ମଧ୍ୟ ହୋଇଯିବ । ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ ।

ବିଛା

ଆଜି ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ । ଆୟ ବି ବଢିବ । କାର୍ଯ୍ୟକ୍ଷେତ୍ରରେ ଆସୁଥିବା ସମସ୍ୟା ଶେଷ ହେବ ସବୁ କାମ ଠିକ ଭାବେ ଚାଲିବ । କୌଣସି କାମ କରିବା ପାଇଁ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ । ଆପଣଙ୍କର ଭାବନାରେ ଏକ ଖାସ ଅନୁଭବ ହୋଇପାରେ । ଗଣେଶ ଙ୍କର କୃପାରୁ ଆଜି ଆପଣଙ୍କୁ ନୂଆ ସ୍ରୋତରେ ଧନ ପ୍ରାପ୍ତି ହେଇ ପାରେ ।

ଧନୁ

ଆଜି ପରିବାର ସହିତ ସବନ୍ଧ ଭଲ ରହିବ । ଘର ସହିତ ଅଧିକ ସମୟ କାଟିବେ । ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ମତାନ୍ତର ହୋଇ ପାରେ । ଗଣେଶଙ୍କ କୃପା ଦୃଷ୍ଟିରୁ ଆପଣଙ୍କ ଘରେ କୌଣସି ଶୁଭ କାମ ହେବାର ସମ୍ଭାବନା ଅଛି । ବନ୍ଧୁଙ୍କ ସହିତ କିଛି ସମୟ ବିତାଇ ପାରିବେ ଯାହାଦ୍ଵାରା ଆପଣଙ୍କ ଚିନ୍ତାର ସମାଧାନ ମିଳିବ । ଆଜି ଆପଣଙ୍କ ମନ ବହୁତ ଖୁସି ରହିବ ।

ମକର

ଆଜି ଘରର ବାତାବରଣ ବହୁତ ଖୁସି ରହିବ । କୌଣସି କାମର ଫଳ ଆଗାମୀ ସମୟରେ ମିଳିବ । ଆପଣଙ୍କ ପାଇଁ ଦିନଟି ମଧ୍ୟମ ଧରଣର ରହିବ । ଆଜି ଆପଣ ଅଧିକ ଖର୍ଚ କରି ପାରନ୍ତି । ଆପଣ ଠିକ ସୂଚନା ଉପରେ କାମ କରିବେ । ପ୍ରେମ ସବନ୍ଧରେ ବିଶ୍ଵାସ ର କମି ଆସିପାରେ ।

କୁମ୍ଭ

ଆଜି ଆପଣ ସୁଚିନ୍ତାର ସହିତ ଦିନଟି ଆରମ୍ଭ କରିବେ । ଉତ୍ତମ ଖାଦ୍ୟ ଖାଇବାର ଅବସର ମିଳିବ । ଭାଇ ଭଉଣୀ ଙ୍କର ସହଯୋଗ ମିଳିବ । ଆୟରେ ବୃଦ୍ଧି ହୋଇ ପାରେ । ଆପଣଙ୍କ ପିଲାଙ୍କୁ ସବୁ କ୍ଷେତ୍ରରେ ଖୁସି ମିଳିବ ।ଚାକିରି କରିଥିବା ଲୋକଙ୍କୁ ସଫଳତା ମିଳିବ । ଘର ପରିବାରରେ ଖୁସି ବଢିବ । କାହାକୁ ଏକ ତରଫା ଭଲ ପାଇବା ଆପଣଙ୍କୁ କଷ୍ଟ ଦେଉଛି ସେଥିପାଇଁ ତାକୁ ନିଜ ଠାରୁ ଅଲଗା କରିବା ପାଇଁ ବିଚାର କରିବେ ।

ମୀନ

ଆପଣଙ୍କ ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିବ । ପରିବାରର ବାତାବରଣ ଖୁସି ରହିବ । ଧର୍ଯ୍ୟଶୀଳତା ରେ କମି ଆସିବ । ବାପାଙ୍କ ସହିତ ବିଚାର ପାଇଁ ମତାନ୍ତର ହୋଇ ପରେ । ଚାକିରି କ୍ଷେତ୍ରରେ କରିଥିବା ପ୍ରୟାସ ଆପଣଙ୍କର ସଫଳ ରହିବ । ଆପଣଙ୍କର ସାହାଯ୍ୟ କରିବାର ସ୍ଵଭାବ କାରଣରୁ ଆପଣଙ୍କୁ ସାମାଜିକ ସ୍ତରରେ ସଂମ୍ମାନ ବଢିବ । ଆପଣଙ୍କୁ ଟିକେ ପରିଶ୍ରମ କରିବାର ଆବଶ୍ୟକତା ଅଛି । ସବୁଦିନ ଏହି ସମୟରେ ନିଜ ରାଶି ସମ୍ବନ୍ଧରେ ଜାଣିବା ପେଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *