ବନ୍ଧୁଗଣ ସାଧାରଣତଃ ନାଗ ସାପକୁ ଆଗ କାଳରୁ ପୂଜା କରାଯାଏ । ନାଗ ସାପ ହେଉଛି ଏକ ଧାର୍ମିକ ସାପ ଯାହାକୁ ଭଗବାନ ଶିବ ସର୍ବଦା ନିଜ ବେକରେ ଧାରଣ କରନ୍ତି । ଆମ ହିନ୍ଦୁ ଧର୍ମରଏ ନାଗ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ହେଲେ ବନ୍ଧୁଗଣ ଏବେ ନାଗ ସାପ ସହ ଜଡିତ ଏପରି ସବୁ ଘଟଣା ଗୁଡିକ ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି ।
ଗତ କିଛି ଦିନ ହେବ ନାଗ ସାପ ସହ ଜଡିତ ଏକ ଘଟଣାଟି ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଆପଣ ମାନେ ସମସ୍ତେ ଏହି ଘ-ଟ-ଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଓଡିଶାର ଏକ ଗାଁରେ ଘଟିଛି ।
ଗାଁରେ ଥିବା ଏକ ପରିବାର ଏହି ଘଟଣାର ସମ୍ମୁଖୀନ ହୋଇଛନ୍ତି । ଅଧା ରାତିରେ ଘର ଭିତରୁ ହଠାତ ନାଗ ସାପର ଭୟଙ୍କର ଗ-ର୍ଜ-ନ ଶୁଭା ଯାଇଥିଲା । ନାଗ ସାପର ଭୟଙ୍କର ଗ-ର୍ଜ-ନ ଶୁଣି ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ନାଗ ସାପକୁ ଖୋଜିଥିଲେ । ଖୋଜିବା ପରେ ସେମାନେ ଏହାର ସୂଚନା ବନ ବିଭାଗକୁ ଦେଇଥିଲେ । ଯାହା ଫଳରେ ସେହି ସ୍ଥାନକୁ ଏକ ସାପ ଧରାଳି ଆସିଥିଲେ ।
https://www.youtube.com/watch?v=SdvELlkW85E
ବନ୍ଧୁଗଣ ନାଗ ସାପଟି ଶି-କା-ର କରିବା ପାଇଁ ସେହି ଘର ଭିତରକୁ ପଶି ଯାଇଥିଲା ହେଲେ ସାପଟି କାହାର କିଛି କ୍ଷୟ କ୍ଷତି କରି ନାହିଁ । ସାପ ଧରାଳି ଜଣକ ବହୁତ ସାବଧାନତାର ସହ ସାପକୁ ସେହି ସ୍ଥାନରୁ ଉଧାର କରି ଜଙ୍ଗଲରେ ଛାଡି ଥିଲେ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।