ସାବାସ ଦୀପ ! 7 ବର୍ଷର ଏହି କୁନି ପୁଅଟିର ଉପସ୍ଥିତ ବୁଦ୍ଧି ପାଇଁ ଆଜି ବଞ୍ଚିଗଲା ଶହ ଶହ ଲୋକଙ୍କ ଜୀବନ, Video ଦେଖିଲେ ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ ବର୍ତ୍ତମାନର ସମୟରେ ଏହି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହୁଛି । ବନ୍ଧୁଗଣ ଗତ କିଛି ଦିନ ହେବ ଏକ ଆଶ୍ଚର୍ଯ୍ୟ ଜନକ ଖବର ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଗୋଟେ ୭ ବର୍ଷର ଶିଶୁ ଟ୍ରେନ ଯାଉଥିବା ଯାତ୍ରୀଙ୍କ ଜୀବନ ବଞ୍ଚେଇଛି । ଶିଶୁଟିର ନାମ ହେଉଛି ଦୀପ । ଶିଶୁଟି ଟ୍ରେନ ଲାଇନ ପାଖରେ ଖେଳୁଥିବା ସମୟରେ ଏକ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ଦେଖିଥିଲା । ଟ୍ରେନ ଲାଇନର ଗୋଟେ ଅଂଶ ଫା-ଟି-ଯାଇଥିବାର ସେ ଦେଖିଥିଲେ । ଦକ୍ଷିଣ ସଖା କେନିଙ୍ଗରର ରେଳ ଟ୍ରାକ ନିକଟରେ ଫା-ଟ ଥିଲା ।

ସେହି ସମୟରେ ବାଳକ ନିଜ ମାଙ୍କୁ ଡକାଇ ଟ୍ରେନ ଧାରଣାରେ ନାଲି କପଡା ଦେଖାଇଥିଲେ । ୩୦ ରୁ ଅଧିକ ଯାତ୍ରୀ ନେଇ ଆସୁଥିବା ଟ୍ରେନ ନାଲି କପଡା ଦେଖି ଅଟକିଯାଇଥିଲା । ବାଳକର ନାମ ହେଉଛି ଦୀପ । ସାହସିକତାର ପରିଚୟ ଦେଛନ୍ତି ଦୀପ । ଦୀପ କଲିକତାର ବାସିନ୍ଧା ଅଟନ୍ତି । ମାତ୍ର ୭ ବର୍ଷ ବୟସରେ ଉପସ୍ଥିତ ବୁଦ୍ଧି ବଞ୍ଚିଲା ଟ୍ରେନ ଯାତ୍ରୀଙ୍କ ଜୀବନ । ଦୀପଙ୍କ ପାଇଁ ଏକ ବିରାଟ ଦୁ-ର୍ଘ-ଟ-ଣା-ରୁ ବର୍ତ୍ତୀ ଯାଇଛି ଟ୍ରେନ । ଯାହାଫଳରେ ମୃତ୍ୟୁ ମୁଖରୁ ରକ୍ଷା ପାଇଲେ ୩୦ ଜଣ ରେଳ କର୍ମୀ ।

ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଘଟିଛି କଲିକତାର ସିଆଲ ଦା’ ଠାରେ । ୭ ବର୍ଷର ଦୀପଙ୍କ ପାଖରେ ବୁଦ୍ଧି ବହୁତ ପ୍ରଖର ରହିଛି । ବହୁତ କମ ବର୍ଷରେ ସେ ଠିକ ଭୁଲ ବାଛିପାରୁ ଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ଦୀପଙ୍କ ବହୁତ ପ୍ରଶଂସା କରାଯାଉଛି ଓ ଏହି ଘଟଣାଟି ବହୁତ ଚର୍ଚାରେ ମଧ୍ୟ ଅଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଦୀପ ଙ୍କ ଏପରି କାମ ପାଇଁ ଗୁଡ ବୋଲି ନିଶ୍ଚୟ ଲେଖନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *