ନମସ୍କାର ବନ୍ଧୁଗଣ ଆପଣ ମାନେ ଉତ୍ତରପ୍ରଦେଶ ର ଗୋରଖ ପୁର ରେ ହୋଇଥିବା କାଜଲ ହ-ତ-ୟା-କା-ଣ୍ଡ ବିଷୟ ରେ ଅବଗତ ଥିବେ ତେବେ ତାହା ଆଜକୁ ୧୫ ଦିନ ବିତିଗଲାଣି କିନ୍ତୁ ପୋଲିସ ଅଭିଯୁକ୍ତ କୁ ଏ ପର୍ଯ୍ୟନ୍ତ ଧରି ପାରି ନାହିଁ ଏବଂ ଖୋଜା ଚାଲିଛି ବୋଲ କହୁଛି । ଏପଟେ ନିଜ ଝିଅ ର ମୃ-ତ୍ୟୁ ପରେ ବାପା ରାଜୁ ନୟନ ସିଂହ ସମ୍ପୂର୍ଣ୍ଣ ଭାବେ ଭା-ଙ୍ଗି ଯାଇଛନ୍ତି ଏବଂ ତାଙ୍କୁ କାଜଲ ର କହିଥିବା ଶେଷ କଥା କୁ ସେ ମନେ ପକାଇ ଦୁଃଖ କରୁଛନ୍ତି ।
ତେବେ ଘ-ଟ-ଣା ଟି କିଛି ଏଭଳି ଥିଲା କି କିଛି ପଇସା ପତ୍ର କୁ ନେଇ କାଜଲ ଙ୍କ ପିତା ରାଜୁ ଏବଂ ଅଭିଯୁକ୍ତ ବିଜୟ ପ୍ରଜାପତି ଙ୍କ ମଧ୍ୟରେ ଯୁକ୍ତ ତର୍କ ଆରମ୍ଭ ହୋଇଯିବା ପରେ ସେମାନେ ରାଜୁ ଙ୍କୁ ମା-ରି-ବା ଆରମ୍ଭ କରି ଦେଇଥିଲେ ଏବଂ ଏହା ଦେଖି ତାଙ୍କ ଝିଅ କାଜଲ ଦୌଡି ଆସି ଅ-ଟ-କା-ଇବା ସହିତ ନିଜ ଫୋନ ରେ ଭି-ଡି-ଓ ବନାଇ ଥିଲେ ତେବେ ବିଜୟ ଏହା ଦେଖି ରାଗ ରେ କାଜଲ ଙ୍କୁ ଗୁ-ଳି ମା-ରି-ବା ସହିତ ତାର ଫୋନ ନେଇ ଫେ-ରା-ର ହୋଇ ଯାଇଥିଲେ ।
ତେବେ କାଜଲ ଙ୍କୁ ଯେତେବେଳେ ଆମ୍ବୁଲାନ୍ସ ରେ ନେଇ ଯାଉଥିବା ସମୟରେ କାଜଲ ନିଜ ବାପା ଙ୍କୁ କହିଥିଲେ କି ମୁଁ ମ-ରି-ବା-କୁ ଚାହୁଁ ନାହିଁ ମୋତେ ବଞ୍ଚେଇ ଦିଅ କିଛି ବି କରିକି । କେଉଁଠାରେ ବି ଅପରେସନ କରିଦିଅ ମୁଁ ବଞ୍ଚିବାକୁ ଚାହୁଁଛି । ତେବେ ରାଜୁ ତାଙ୍କୁ ହସ୍ପିଟାଲରେ ନେବା ପରେ ଟିକେ ଆଶ୍ୱସ୍ତ ହେଲେ କି ତାଙ୍କ ଝିଅ ବଂଚି ପାରିବ ବୋଲି କିନ୍ତୁ କାଜଲ ଙ୍କୁ ତିନିଦିନ ହସ୍ପିଟାଲରେ ରଖିବା ପରେ ମଧ୍ୟ ଡାକ୍ତର ମନେ ଗୁ-ଳି କୁ ବାହାର କରିବାରେ ଅସଫଳ ହୋଇଥିଲେ ଏବଂ ଶେଷ ରେ ସେ ସେହି ହସ୍ପିଟାଲରେ ମୃ-ତ୍ୟୁ-ବରଣ କରିଥିଲେ ।
ତେବେ ତାଙ୍କ ବାପା ମାଆ କେବଳ ତାଙ୍କ ଝିଅ ର ହ-ତ-ୟା-କା-ରୀ କୁ ଦ-ଣ୍ଡ ମିଳୁ ବୋଲି ସେ ନିବେଦନ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସ ଅ-ଭି-ଯୁ-କ୍ତ କାରୀ କୁ ଧରି ପାରି ନାହାନ୍ତି ତେବେ ଆଉ କେତେ ସମୟ ଲାଗିବ ଅଭିଯୁକ୍ତ କାରୀ ଙ୍କୁ ଧରିବାରେ ପୋଲିସ ଙ୍କୁ ଏହା ପ୍ରଶ୍ନ କରିଛନ୍ତି କାଜଲ ଙ୍କ ବାପା ମାଆ ।