ପୋଲିସବାଲୀ କୁ ବର୍ଦି ର ଗର୍ମି ଦେଖେଇବା ପଡିଲା ମହଙ୍ଗା ! ପୁରା Video ଦେଖିଲେ ଆପଣଙ୍କ ମୁଣ୍ଡ ଗରମ ହେଇଯିବ, ଦେଖନ୍ତୁ Video

ବନ୍ଧୁଗଣ ସାଧାରଣତଃ ଏହି ଦୁନିଆରେ କିଛି ଭଲ ଓ କିଛି ଖରାପ ଲୋକ ଥାନ୍ତି । ଯଦି ଏକ ପୋଲିସ ଖରାପ ହେବ ତା ହେଲେ ସମାଜର ବିନାଶ ଘଟିବ । ପୋଲିସର କାମ ହେଉଛି ଜନସାଧାରଣଙ୍କ ସୁରକ୍ଷା ଓ ସହାୟତା କରିବା । ଯଦି ସେହି ପୋଲିସ ଜନସାଧାରଣ ରକ୍ଷକ ନ ହୋଇ ଭକ୍ଷକ ସାଜିବ ତା ହେଲେ କଣ ହେବ । ଆମ ଭାରତରେ ଏପରି କିଛି ପୋଲିସ ଅଛନ୍ତି ଯେଉଁ ମାନେ ସାଧାରଣ ଜନତାଙ୍କ ଠାରୁ ଟଙ୍କା ଖାଇବା ପାଇଁ ସବୁ କିଛି କରନ୍ତି ।

ହେଲେ ସେମାନଙ୍କ ଗର୍ବ ଭା-ଙ୍ଗି-ବା ପାଇଁ ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ସେମାନଙ୍କର କଳା କାର୍ଣ୍ଣମାର ଦୃଶ୍ୟକୁ ଏକ ଭିଡିଓରେ ପରିଣତ କରିଛନ୍ତି ଯାହା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ପୋଲିସ କଳା କାର୍ଣ୍ଣମାର କିଛି ଭିଡିଓ ବିଷୟରେ କହିବୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଭିଡିଓଟି ହେଉଛି ବିହାର ରାଜଧାନୀ ପାଟଣାର । ପାଟଣା ପୋଲିସଙ୍କର ଏହି କାର୍ଣ୍ଣମା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଭିଡିଓରେ ଏକ ବ୍ୟକ୍ତି ହାଇୱେ ଉପରେ ଥିବା ଏକ ପୋଲିସ ଗାଡିର ଦୃଶ୍ୟ ଦେଖାଉଛି । ଗାଡି ମଧ୍ୟରେ ବିଡା ବିଡା ନୋଟ ଥୁଆ ହୋଇଛି ହେଲେ ପୋଲିସ ମାନେ ସେହି ସ୍ଥାନରୁ ଲୁ-ଚି ଯାଇଛନ୍ତି । ହାଇୱେ ଉପରେ ଆସୁଥିବା ଗାଡି ମାନଙ୍କ ଠାରୁ ଏହି ପାଟଣା ପୋଲିସ କର୍ମଚାରୀ ମାନେ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରା ପଡିଥିଲେ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭି-ଡି-ଓ-ରେ ଏକ ଯୁବକ ଅଛି ଯାହାକୁ ପୋଲିସ ମୁ-ଠା ମା-ରି-ଛି ହେଲେ ଯୁବକ ଜଣକ ନିଜ ମୁହଁ ଭିଡିଓରେ ଦେଖାଉ ନାହାନ୍ତି । ଯୁବକ ଜଣକ ରାସ୍ତାରେ ଯାଉଥିବା ସମୟରେ ପୋଲିସ ହାତରେ ଧରା ପଡିଥିଲେ । ଅବଶ୍ୟ ତାଙ୍କ ପାଖରେ ଲାଇସେନ୍ସ ଥିଲା କିନ୍ତୁ ଇଂସୁରାନ୍ସ ନଥିଲା । ଇଂସୁରାନ୍ସ ନଥିବାରୁ ଏକ ପୋଲିସ କର୍ମଚାରୀ ତାଙ୍କ ମୁହଁରେ ମୁଥ ମା-ରି-ଦେ-ଲା ।

ପୋଲିସ ଭାବିଲା ମୁଥ ମା-ରି-ଦେ-ଲେ ଯୁବକ ଜଣକ କିଛି କହିବ ନାହିଁ । କିନ୍ତୁ ବନ୍ଧୁଗଣ ଯୁବକ ଜଣକ ଏହାର ଭି-ଡି-ଓ କରି ସମସ୍ତ ଲୋକଙ୍କୁ ଏକଜୁଟ କରିବା ପାଇଁ ଚେଷ୍ଟା କରିଲା । କିଛି ସମୟ ପରେ ପୋଲିସର କିଛି ବଡ ଅଫିସର ସେହି ସ୍ଥାନକୁ ଆସି କେସକୁ ସମାଧାନ କରିବାକୁ ଚେଷ୍ଟା କରିଲେ ହେଲେ ଯୁବକ ଜଣକ ସେହି ପୋଲିସକୁ ଭୁଲ ମାଗିବା ପାଇଁ କହିଥିଲେ । ଏହା ପରେ ସେହି ପୋଲିସ ଜଣକ ସେହି ସ୍ଥାନ ଛାଡି ଆଗୁଆ ଆଗୁଆ ଫେରାର ହୋଇଯାଇଥିଲେ ।

୩. ପୋଲିସ ମାନେ ସାଧାରଣ ଜନତାଙ୍କ ଠାରୁ ସମସ୍ତ ସୁବିଧା ମାଗଣାରେ ପାଇବା ପାଇଁ ପସନ୍ଦ କରନ୍ତି । ଏହି ଭିଡିଓରେ ମଧ୍ୟ ଏକ ପୋଲିସ ମହିଳା ଅଛନ୍ତି ଯିଏ ଅଟୋରେ ବସି ଆସିବା ପରେ ଅଟୋ ବାଲାକୁ ଟଙ୍କା ଦେଇନଥିଲେ । ସେହି ସ୍ଥାନରେ ଥିବା ଏକ ସାମ୍ବାଧିକ ମହିଳା ପୋଲିସକୁ ଅଟକାଇ ଥିଲା ଓ ଭଡା ଦେବା ପାଇଁ କହିଥିଲେ ।

ସାମ୍ବାଧିକ ଜଣକ ସେହି ସମୟଟିକୁ ନିଜ କ୍ୟାମେରାରେ ରେକର୍ଡ କରିଦେଇଥିଲେ । ମହିଳା ଜଣକ କିଛି ସମୟ ତାଙ୍କ ସହ ଯୁ-କ୍ତି ତ-ର-ଖ କରିଥିଲା ହେଲେ ଯେତେବେଳେ ପୋଲିସ ମହିଳା ତାଙ୍କ ହାତରେ ଥିବା କ୍ୟାମେରାକୁ ଦେଖିଲା ସେତେବେଳେ ସେ ଅଟୋ ବାଲାକୁ ଟଙ୍କା ଦେଇ ଚୁପ ଚାପ ଚାଲି ଯାଇଥିଲା ।

Leave a Reply

Your email address will not be published. Required fields are marked *