ବନ୍ଧୁଗଣ ଜୀବନରେ ହସ ଖୁସିର ବହୁତ ଅବଶ୍ୟକତା ରହିଛି । ଯଦି ମଣିଷର ମନ ଖୁସି ଥାଏ, ତା ହେଲେ ସେ ନିଜର ସମସ୍ତ କାର୍ଯ୍ୟକୁ ଖୁସି ଖୁସିରେ କରିଥାଏ, ତାକୁ ନିଜ କାମରେ କୌଣସି ବାଧା ଅନୁଭବ ହୁଏ ନାହିଁ ।
ବନ୍ଧୁଗଣ ଆପଣ ମାନଙ୍କ ଖୁସି ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ଦ୍ଵାରା ଆପଣ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।
Joke-1
ପୁଅ- ପାପା, ମୋର ଗୋଟେ ପ୍ରୋବ୍ଲେମ ଅଛି…!
ପାପା- କହ ପୁଅ…?
ପୁଅ- ପାପା, ମୁଁ ଶୁଣିଛି କି ପ୍ରହଲାଦ ଏଥିପାଇଁ ପୂଜାଗଲା
କାରଣ ସେ ତ୍ରେତୟା ଯୁଗରେ ନିଜ ବାପାଙ୍କ କଥାକୁ ମାନି ନଥିଲା …!!!
ଓ ଶ୍ରୀରାମ ଏଥିପାଇଁ ପୂଜା ଯାଆନ୍ତି କି କାରଣ ସେ ସତ୍ୟ ଯୁଗରେ ବାପାଙ୍କର ଆଜ୍ଞା କୁ ପାଳନ କରିଥିଲେ । ଦୟକାରୀ ମତେ କୁହ କି ମୁଁ ତୁମ ଆଜ୍ଞା ପାଳନ କରିବି କି ନାହିଁ !!!
ପାପା- ପୁଅ, ଏଇଟା କଳିଯୁଗ, ଆମ ଦୁଇ ଜଣଙ୍କ ପାଇଁ ଭଲ ହେବ କି ଆମେ ଦୁହେଁ ତୋ ମା’ର ଆଜ୍ଞାକୁ ପାଳନ କରିବା …!!!
Joke-2
ପପୁ- ପାପା, ମତେ ବାଜା ଦିଅ ନା…
ପାପା- ନା, ତୁ ସମସ୍ତଙ୍କୁ ହଇରାଣ କରିବୁ
ପପୁ- ଜମା ବି ହଇରାଣ କରିବିନି ପାପା
ଯେତେବେଳେ ସମସ୍ତେ ଶୋଇଯିବେ ସେତେବେଳେ ଯାଇ ବଜେଇବି
Joke-3
ସ୍ତ୍ରୀ- ଆରେ ଶୁଣୁଛ ଯେତେବେଳେ ଆମର ନୂଆ ନୂଆ ବାହାଘର ହୋଇଥିଲା ମୁ ଖାଇବା ନେଇ ଆସୁଥିଲି,
ହେଲେ ତମେ ମତେ ଅଧିକ ଖୁଆଇ ଦେଉଥିଲ, ନିଜେ କମ ଖାଉଥିଲ ।
ସ୍ଵାମୀ- ତା ହେଲେ ?
ସ୍ତ୍ରୀ- ତେବେ ଏବେ ତମେ ଏମିତି କାହିଁକି କରୁନ ?
ସ୍ଵାମୀ- କାରଣ ଏବେ ତମେ ବହୁତ ଭଲ ଖାଇବା ତିଆରି କରୁଛ ।
Joke 4
ଗୋଟେ ଗାଁରେ ସବୁ ଲୋକ ବିଜୁଳି ଆସିବା ଖୁସିରେ ନାଚୁ ଥିଲେ
ସେହି ସମୟରେ କୁକୁର ମାନେ ମଧ୍ୟ ଲୋକମାନଙ୍କ ସହ ନାଚିଲେ…
ଗୋଟେ ଲୋକ କୁକୁର ମାନଙ୍କ ଏହି ହରକତକୁ ଦେଖି କୁକୁରକୁ ପଚାରିଲା
ଆରେ ଆମେ ମାନେ ତ ବିଜୁଳି ଆସିବା ଖୁସିରେ ନାଚୁଛୁ, ହେଲେ ତମେ ମାନେ କାହିଁକି ନାଚୁଛ ।
କୁକୁର ଏହାର ଉତ୍ତର ଦେଇ କହିଲା- ଗାଁରେ ବିଜୁଳି ଆସିବ ତା ହେଲେ ଗାଁ ରେ ଖୁଣ୍ଟ ବି ଲାଗିବ
Jokes 5
ଆକବର- ବୀରବଲ ମତେ ଗୋଟେ କଥା କୁହ !
ଆମ ଷ୍ଟାଫ ମାନଙ୍କ ଭିତରୁ ସବୁଠୁ ଅଧିକ ପରିଶ୍ରମ କରୁଥିବା ମଣିଷକୁ କେମିତି ଚିହ୍ନିବା ?
ବୀରବଲ- ମହାରାଜ, ମୁଁ ଏବେ ଯାଇ ସମସ୍ତଙ୍କୁ ଡକେଇ ଆଣୁଛି,
ତା ପରେ ଆପଣଙ୍କୁ କହୁଛି !
ବୀରବଲ ସେହି ସମୟରେ ସମସ୍ତଙ୍କୁ ଡାକି ଆଣିଲା ଓ ଜଣଙ୍କର ହାତ ଧରି କହିଲା
‘ମହାରାଜ ଏହି ଅଟେ ସେହି ମଣିଷ’
ଆକବର – ତୁମେ କେମିତି ଏହି ମହାନ ବ୍ୟକ୍ତି କୁ ଚିହ୍ନିଲ ?
ବୀରବଲ- ମହାରାଜ ! ମୁଁ ୟାର ମୋବାଇଲ ଏବେ ଚେକ କରିଛି,
ୟାର ମୋବାଇଲରେ ବ୍ଯାଟେରୀ 98% ଅଛି !!
Jokes 6
ଗୋଟିଏ କୁଆଁରୀ ଝିଅ ର ପ୍ରେଗନେଣ୍ଟ ହେଇଗଲା ତ
ତାର ସାଙ୍ଗ ତାକୁ ପଚାରିଲା,
“ଏ ପିଲା କାହାର?”
ଝିଅଟି ଜବାବ ଦେଲା – “ଟିକେ ଟିକେ ରିଚାର୍ଜ କରୁଥିଲି
ଜଣା ନାହିଁ କିଏ ଲାଇଫ ଟାଇମ ଭାଉଚର ପକେଇଦେଲା”
ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ହସ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ