ଭଣଜା ପ୍ରେମରେ ମାଇଁ ଅନ୍ଧ: ମାଇଁ ମଥାରେ ସିନ୍ଦୂର ଦେଲା ଭଣଜା, ପୁରା ଘଟଣା ଜାଣିଲେ ମୁଣ୍ଡରେ ହାତ ଦେବେ

ନମସ୍କାର ବନ୍ଧୁଗଣ କୁହାଯାଏ ଯେ ପ୍ରେମ ଅନ୍ଧ ଏବଂ ପ୍ରେମ ରେ ପଡିଥିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ବିଷୟରେ ଚିନ୍ତା କରେ ନାହିଁ । ବିହାରର ଜାମ୍ମୁ ରାଇ ରୁ ଏହି ପରି ଏକ ଖବର ସାମ୍ନା କୁ ଆସିଛି ।

ଯେଉଁଠାରେ ଜଣେ ବିବାହିତା ମହିଳା ନିଜ ଭଣଜା କୁ ପ୍ରେମ କରି ତାଙ୍କୁ ବିବାହ କରି ଦେଇଛନ୍ତି । ଏହି ବିବାହ ର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓ ରେ ଦେଖିବାକୁ ମିଳୁଛି ଯେ ଭଣଜା ଜଣକ ତାଙ୍କ ମାଈ ଙ୍କ ମଥାରେ ସିନ୍ଦୁର ଦେଇଛନ୍ତି । ଏହା ପରେ ମାଇଁ ଭଣଜା ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଛନ୍ତି । ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆଲୋଚନା କରିନେବା ।

ସୂଚନା ଅନୁସାରେ ଜାମୁଇ ଜିଲ୍ଲା ର ରତନପୁର ର ବାସିନ୍ଦା ୨୨ ବର୍ଷୀୟ ଚନ୍ଦନ କୁମାର ମୁମ୍ବାଇରେ ଅଟୋ ଚଳାଇ ନିଜର ଜୀବିକା ନିର୍ବାହ କରିଥାନ୍ତି ଏବଂ ସେଠାରେ ତାଙ୍କ ମାମୁଁ ମଧ୍ୟ ରହି ନିଜର କାର୍ଯ୍ୟ କରି ନିଜ ପେଟ ପୋଷିଥାନ୍ତି । ତେବେ ଏହି କରୋନା ମହାମାରୀ ସମୟରେ ମୁମ୍ବାଇରେ ଲାକଡାଉନ ହେବା ଯୋଗୁଁ ପରେ ଉଭୟ ମାମୁଁ ଭଣଜା ଘରକୁ ଫେରି ଥିଲେ ଏବଂ ନିଜ ଘରେ ରହିଥିଲେ କିନ୍ତୁ କିଛି ଦିନ ପୂର୍ବେ ଭଣଜା ନିଜ ଘରୁ ଆସି ମାମୁଁ ଘରେ ରହିବାକୁ ଲାଗିଲେ ।

ତେବେ ଏହି ସମୟ ଭିତରେ ଉଭୟ ମାଇଁ ଏବଂ ଭଣଜା ପ୍ରେମର ସମ୍ପର୍କ ଗଢି ଉଠିଥିଲା ଦୁହେଁ ପରସ୍ପରକୁ ଖୁବ ଭଲ ପାଉଥିଲେ ଏବଂ ପ୍ରେମ ରେ ଅ-ନ୍ଧ ହୋଇ ନିଜର ସମ୍ପର୍କ ର ସୀମା କୁ ମଧ୍ୟ ଭୁଲି ଯାଇଥିଲେ । କିନ୍ତୁ ୧୦ ଦିନ ତଳେ ମାମୁଁ ଙ୍କୁ କୌଣସି କାମ ପାଇଁ ମୁମ୍ବାଇ ଯିବାକୁ ପଡ଼ିଥିଲା ଏହି ମୌକା ର ଫାଇଦା ଉଠାଇ ଦୁହେଁ ମାଇଁ ଏବଂ ଭଣଜା ଫେ-ରା-ର ହୋଇ ଯାଇଥିଲେ ।

ଉଭୟ ମୁମ୍ବାଇ ଯାଇ ସେଠାରେ ଏକ ମନ୍ଦିର ରେ ବିବାହ କରିଥିବା ବେଳେ ନିଜର ଭିଡିଓ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ । ଏହି ବିବାହ ର ଭିଡିଓ ଯେତେବେଳେ ଭାଇରାଲ ହେଲା ଏବଂ ମାମୁଁ ଙ୍କୁ ଯେତେବେଳେ ଦୁଇ ଜଣଙ୍କ ଧୋ-କା ଏବଂ ବିବାହ ସମ୍ପର୍କରେ ଜଣା ପଡିଥିଲା ସେତେବେଳେ ମାମୁଁ ଦୁଇ ଜଣଙ୍କ ନାମରେ ଲିଖିତ ଅ-ଭି-ଯୋ-ଗ କରି ଥିଲେ । ବର୍ତ୍ତମାନ ଏହି ଖବର ଖୁବ ଚର୍ଚ୍ଚା ରେ ମଧ୍ୟ ରହିଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *