ମା’ ହେବା ପରେ ଅଭିନୟ ଛାଡି ଦେଇଛନ୍ତି Ollywood ର ଏହି ସବୁ ଫେମସ Actres, ଦେଖନ୍ତୁ ଏବେ ସେମାନେ କଣ କରୁଛନ୍ତି ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ଓଡିଆ ଇଣ୍ଡଷ୍ଟ୍ରିରେ ଏପରି କିଛି ପ୍ରସିଦ୍ଧ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ମା ହେବା ପରେ ନିଜ ଅଭିନୟ କାରିୟରକୁ ଛାଡି ଦେଇଛନ୍ତି । ଆଜିଆମେ ଆପଣ ମାନଙ୍କୁ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ସେହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ମା ହେବା ପରେ ନିଜ ଅଭିନୟ କାରିୟରକୁ ଛାଡି ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମାହି ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ମାହି ମିଶ୍ର । ମାହି ହେଉଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଏକ ଲୋକପ୍ରିୟ ଅଭିନେତ୍ରୀ । ମାହି ନିଜ କୋଷ୍ଟାର ଚନ୍ଦନଙ୍କୁ ସୁଟିଙ୍ଗ ସେଟରେ ଭଲ ପାଇ ପ୍ରେମ ବିବାହ କରିଥିଲେ । ଏହି ଦୁଇଜଣଙ୍କର ଏକ ଝିଅ ମଧ୍ୟ ଅଛି । ମା ହେବା ପରେ ମାହି ନିଜ ଅଭିନୟ କାରିୟରକୁ ଛାଡି ଦେଇଛନ୍ତି ।

ରାନୁ କର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ ରାନୁ କର । ଆପଣ ମାନେ ସମସ୍ତେ ରାନୁଙ୍କୁ ଟିଭିର ଫେମସ ସିରିଏଲ ‘ସିନ୍ଦୁର ବିନ୍ଦୁ’ରେ ନିଶ୍ଚୟ ଦେଖିଥିବେ । ରାନୁ ବହୁତ କମ ସମୟ ମଧ୍ୟରେ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି ଓ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ରାନୁ ମା ହେବା ପରେ ନିଜ ଅଭିନୟ କାରିୟରକୁ ଛାଡି ଦେଇଛନ୍ତି ।

ଈପ୍ସିତା ମହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଟିଭିର ସୁନ୍ଦର ଅଭିନେତ୍ରୀ ଈପ୍ସିତା ମହାନ୍ତି । ଈପ୍ସିତାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛି । ସେ ବର୍ତ୍ତମାନ ନିଜ ପରିବାର ଲୋକଙ୍କ ସହ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ହେଲେ ମା ହେବା ପରେ ସେ ନିଜ ଅଭିନୟ କାରିୟରକୁ ଛାଡି ଦେଇଥିଲେ ।

ଉପାସନା ମହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ଉପାସନା ମହାନ୍ତି । ଆପଣ ମାନେ ସମସ୍ତେ ଅନେକ ସିରିଏଲରେ ଉପାସନାଙ୍କୁ ନିଶ୍ଚୟ ଦେଖିଥିବେ । ଉପାସନାଙ୍କର ଏକ ପୁଅ ଅଛି । ମା ହେବା ପରେ ଉପାସନା ଅଭିନୟ କାରିୟରରୁ ଦୂରେଇ ଯାଇଥିଲେ ।

ସ୍ଵୀଟି ପଟନାୟକ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ସ୍ଵୀଟି ପଟନାୟକ । ସେ ଅନେକ ଧାରାବାହିକରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ସେ ମା ହେବା ପରେ ନିଜ ଅଭିନୟ କାରିୟରକୁ ଛାଡି ଦେଇଥିଲେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *