ମହିଳାଙ୍କ ଠାରେ ହ୍ୱାଇଟ୍‌ ଡିସ୍‌ଚାର୍ଜ ସମସ୍ୟା, କେମିତି କରିବେ ନିରାକରଣ- Dr Alakta Das

ନମସ୍କାର ବନ୍ଧୁଗଣ ହ୍ଵା-ଇ-ଟ ଡି-ସ-ଚା-ର୍ଜ କିମ୍ବା ଧ-ଳା ସ୍ରା-ବ କିମ୍ବା ମେ-ଡ଼ି-କା-ଲ ଭାଷା ରେ ଏହାକୁ ଲି-କୋ-ରି-ଆ କୁହାଯାଏ । ତେବେ ଏହା ମ-ହି-ଳା ମାନଙ୍କ ଠାରେ ଦେଖା ଦେଇଥାଏ । ଏହା ଋ-ତୁ-ସ୍ରା-ବ ହେବାର କିଛି ସମୟ ପୂର୍ବରୁ ହୋଇଥାଏ ।

କିମ୍ବା କୌଣସି ବିଷୟରେ ଅଧିକ ଚିନ୍ତା କିମ୍ବା ଶ-ରୀ-ର ରେ ଥିବା କୌଣସି ଅ-ଭା-ବ ଯୋଗୁଁ ମଧ୍ୟ ହୋଇଥାଏ । ଏହା ସାମାନ୍ୟ ଥାଏ କିନ୍ତୁ ଅଧିକ ମା-ତ୍ରା-ରେ ଧ-ଳା ସ୍ରା-ବ ହେବା କୌଣସି ରୋ-ଗ ର ସ-ଙ୍କେ-ତ ମଧ୍ୟ ହୋଇଥାଏ । ଏହା ଛଡା ଏହାର ଅନ୍ୟ କାରଣ ମଧ୍ୟ ରହିଛି ଯେପରି ଗୁ-ପ୍ତ ଅ-ଙ୍ଗ ର ଭଲ ଭାବରେ ସଫା ନ କରିବା କିମ୍ବା ବେ-ମା-ର ପୁରୁଷ ଙ୍କ ସହ ସ-ମ୍ବ-ନ୍ଧ ସ୍ଥା-ପ-ନ କରିବା,ଏହା ଛଡା ଶରୀର ରେ ପୋଷକତତ୍ତ୍ୱ ର ଅଭାବ ଆଦି କାରଣ ଯୋଗୁଁ ଏହି ସ-ମ-ସ୍ୟା ମାନ ଦେଖା ଦେଇଥାଏ ।

ଏହି ଧ-ଳା ସ୍ରା-ବ କିମ୍ବା ଲି-କୋ-ରି-ୟା ଯୋଗୁଁ ଅଣ୍ଟା ବିନ୍ଧିବା କିମ୍ବା ଚି-ଡି-ଚି-ଡା ହେବ,ଶରୀର ଭାରି ରହିବା ଆଦି ହୋଇଥାଏ । ଆମର ଯେତେବେଳେ ମାସିକ ଚ-କ୍ର ହୋଇଥାଏ ସେତେବେଳେ ଆମ ଶ-ରୀ-ର ରେ ଅନେକ ପରିବର୍ତ୍ତନ ହୋଇଥାଏ ଏବଂ ଋ-ତୁ-ସ୍ରା-ବ ସମୟରେ ମଧ୍ୟ ଏହି ହ୍ଵା-ଇ-ଟ ଡି-ସ-ଚା-ର୍ଜ ହୋଇଥାଏ ।

ଏହା କୌଣସି ଖ-ରା-ପ କଥା ନୁହେଁ ଏବଂ ଗ-ର୍ଭ-ବ-ତୀ ସମୟରେ ମଧ୍ୟ ଯଦି ଏହା ହୁଏ ତେବେ ମଧ୍ୟ ଏହା ସାମାନ୍ୟ ଅଟେ କିନ୍ତୁ ଯଦି ଏହି ହ୍ଵା-ଇ-ଟ ଡି-ସ-ଚା-ର୍ଜ ଅଧିକ ହୋଇଥାଏ କିମ୍ବା ପିନ୍ଧିଥିବା କପଡା ମଧ୍ୟ ଓଦା ହେଇ ଯାଉଛି କିମ୍ବା ସେହି ଡି-ସ-ଚା-ର୍ଜ ର ରଙ୍ଗ ରେ କୌଣସି ପରିବର୍ତ୍ତନ ହେଉଛି ଏବଂ ଦୁ-ର୍ଗ-ନ୍ଧ ହେଉଛି ତେବେ ଏହା ଅସାଧାରଣ ଅଟେ ଏବଂ ଯଦି କୁ-ଣ୍ଡେ-ଇ ହୁଏ କିମ୍ବା ଇଂ-ଫେ-କ୍ସ-ନ ହୋଇଥାଏ ତେବେ ଆପଣ ଡାକ୍ତର ଙ୍କ ପରାମର୍ଶ କ୍ରମେ ନିଜର ଚି-କି-ତ୍ସା କରି ପାରିବେ ।

ଏହାର ଚି-କି-ତ୍ସା ରେ ଡା-କ୍ତ-ର ମାନେ କିଛି ମେ-ଡ଼ି-ସି-ନ ଖାଇବାକୁ ଏବଂ ଜେଲ ଲଗେଇବାକୁ ଦେଇଥାନ୍ତି କିମ୍ବା ତୁରନ୍ତ ପ୍ରଭାବ ରୋକିବା ପାଇଁ ଇଂ-ଜେ-କ-ସ-ନ ମଧ୍ୟ ଦିଆ ଯାଇଥାଏ । ତେବେ ଆପଣ ସପ୍ତାହ କୁ ଥରେ କମ ପି ଏଚ ଥିବା ସାବୁନ କୁ ଲଗେଇ ପାରିବେ ଏହାକୁ ସଫା ରଖିବେ ଏବଂ ସର୍ଵଦା ହାଇଜେନ ମଧ୍ୟ ରହିବେ । ଏହା ଛଡା ଆପଣ ଟାଇଟ ପୋଷାକ ନ ପିନ୍ଧି ଆପଣ ହାଲକା ଏବଂ କଟନ ପୋଷାକ ପିନ୍ଧି ପାରିବେ ଏହା ଦ୍ୱାରା ସଂ-କ୍ର-ମ-ଣ କିମ୍ବା କୁ-ଣ୍ଡେ-ଇ ହୁଏ ନାହିଁ । ତେଣୁ ଏଭଳି ପୋଷାକ ପିନ୍ଧିବା ଉଚିତ ।

ତେବେ ଏହାର ମୁଖ୍ୟ କାରଣ ହେଉଛି ନିଜର ଖ-ରା-ପ ଜୀଵନ ଶୈଳୀ ତେଣୁ ନିଜ ଜୀଵନ ଶୈଳୀ କୁ ଠିକ କରିବା ଏବଂ ଜଳୀୟ ଯୁକ୍ତ ଖାଦ୍ୟ ଅଧିକ ଖାଇବା ଯେପରି ଗାଜର,କାକୁଡି ଆଦି ଏହାଛଡା ପୋଷ୍ଟିକ ଆହାର ମଧ୍ୟ ଗ୍ରହଣ କରିବା ଏବଂ ଏହା ଛଡା ସର୍ଵଦା ସଫା ରହିବା ଏବଂ ଅଧିକ ଅ-ସୁ-ବି-ଧା ହେଲେ ଆପଣ ଡା-କ୍ତ-ର ଙ୍କ ପରାମର୍ଶ ମଧ୍ୟ ନେଇ ପାରିବେ ଏବଂ ନିଜର ଚି-କି-ତ୍ସା କରାଇ ପାରିବେ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *