ଦେଖନ୍ତୁ ଭାଇରାଲ Video: ଯେତେବେଳେ କ୍ୟାମେରାରେ କ୍ୟାପଚର ହେଲା ପୋଲିସ କର୍ମୀଙ୍କ ଲଜ୍ୟାଜନକ ଘଟଣା, Video ଦେଖି ଆପଣ ବି କହିବେ ଛିଃ…ଛିଃ…

ପୋ-ଲି-ସ ଆମର ସେବକ ଓ ସୁରକ୍ଷାକାରୀ ଅଟେ । ମାତ୍ର ଅନେକ ସମୟରେ ସେହି ରକ୍ଷକ, ଭକ୍ଷକ ପାଲଟୁ ଥିବାର ଜ୍ୱଳନ୍ତ ଦୃଷ୍ଟାନ୍ତ ସବୁ ଆମେ ଶୁଣିବାକୁ ପାଉ । କିଛି ପୋ-ଲି-ସ କର୍ମୀଙ୍କ ଏଭଳି କାର୍ଯ୍ୟ ଯୋଗୁଁ ସମ୍ପୂର୍ଣ୍ଣ ପୋ-ଲି-ସ ବିଭାଗ ଉପରେ କ-ଳ-ଙ୍କ ଲାଗିଯାଏ ।

ତେବେ ଆଜି ଆମେ ଆପଣଙ୍କୁ କିଛି ପୋ-ଲି-ସ କର୍ମୀ କିଛି ଆପତ୍ତିଜନକ କାର୍ଯ୍ୟ କରି ଧରା ପଡିଥିବା ସମୟର କିଛି ଭିଡିଓ ଆପଣଙ୍କୁ ଦେଖାଇବୁ । ୧. ପ୍ରେମ କେବଳ କେଉଁ ନିର୍ଦ୍ଦିଷ୍ଟ ଜାତି, ଧର୍ମ ଓ ବ୍ୟକ୍ତି ବିଶେଷଙ୍କ ପାଇଁ ନୁହେଁ । ଏହା ସମସ୍ତଙ୍କୁ ସମାନ ଭାବେ ହୋଇଥାଏ । ଏବେ ଗୋଟିଏ କପଲ୍ ଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ତୀବ୍ର ଭାବେ ଭାଇରାଲ୍ ହେଉଛି । ଏହି କପଲ୍ କେଉଁ ସାଧାରଣ କପଲ୍ ନୁହନ୍ତି, ମାତ୍ର ପୁ-ଲି-ସ କର୍ମୀ ଅଟନ୍ତି ।

ସେହି ଭାଇରାଲ ଭିଡ଼ିଓରେ ଦୁଇ ଜଣଙ୍କୁ ଆପତ୍ତିଜନକ ଭାବେ ପରସ୍ପର ସହ ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି । ଡ୍ଯୁଟିରେ ଥାଇ ୟୁନିଫର୍ମ ପିନ୍ଧିବା ଅବସ୍ଥାରେ ପରସ୍ପର ସହ ଅ-ଶ୍ଳୀ-ଳ ଆଚରଣ କରୁଥିବାର ଦେଖା ଯାଇଛି । ପ୍ରେମ କରିବା କିଛି ଭୁଲ୍ ନୁହେଁ । ମାତ୍ର ୟୁନିଫର୍ମରେ ଥାଇ ଏପରି କାର୍ଯ୍ୟ କରିବା କେତେଦୂର ଠିକ୍ ତାହା ଆପଣ ଚିନ୍ତା କରି କୁହନ୍ତୁ ।

୨. ବେରୋଜଗାରୀରେ ଲୋକମାନେ ବଡ଼ ବଡ଼ କା-ଣ୍ଡ କରି ବସନ୍ତି ବୋଲି କୁହାଯାଏ । ଏହି କଥାକୁ ସାବ୍ୟସ୍ତ କରି ଏକ ଭାଇରାଲ ଭିଡିଓ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ । ଘଟଣାଟି ମଧ୍ୟପ୍ରଦେଶର ଏକ ସହରର ଅଟେ । ଯେଉଁଠାରେ ଜଣେ ନକଲି ମହିଳା ପୋ-ଲି-ସଙ୍କୁ ଧରାଯାଇଛି ।

ନକଲି ୟୁନିଫର୍ମ ପିନ୍ଧି ଏହି ମହିଳା ଲକ୍ ଡାଉନ୍ ସମୟରେ ନ-କ-ଲି ପୋ-ଲି-ସ ବେଶ ଧାରଣ କରି ଲୋକଙ୍କୁ ଲୁ-ଟି-ବା ପାଇଁ ବାହାରି ପଡୁଥିଲେ । ସାଧାରଣ ଜନତାଙ୍କୁ ମହିଳାଙ୍କ ଉପରେ ସନ୍ଦେହ ହେବାରୁ ସେମାନେ ଅସଲି ପୋ-ଲି-ସ ଥାନାରେ ତାଙ୍କର ଏତଲା ଦେଇଥିଲେ । ତା ପରେ ପଚରା ଉଚରା ସମୟରେ ଜଣା ପଡିଥିଲା କି ମହିଳା ପୋ-ଲି-ସ ଜଣଙ୍କ ନ-କ-ଲି ଅଟନ୍ତି ।

୩. ଆଉ ଏକ ପୋ-ଲି-ସ କର୍ମୀଙ୍କ ଏକ ଭାଇରାଲ୍ ଭିଡ଼ିଓରେ ପୋ-ଲି-ସ ଜଣଙ୍କ ଜଣେ ଟ୍ରକ ଡ୍ରାଇଭରଙ୍କୁ ଅଟକାଇ ଦିନ ଦ୍ୱିପ୍ରହରରେ ମୂଲ ଚାଲ୍ କରି ଫା-ଇ-ନ କା-ଟୁ-ଥି-ବା-ର ଦେଖିବାକୁ ମିଳିଛି । ବ୍ୟକ୍ତି ଜଣଙ୍କ ସେଥିରେ ଆ-ପ-ତ୍ତି କରିବାରୁ ସେ ତାଙ୍କୁ ଓଲଟା ପୋ-ଲି-ସ ଥା-ନା-ରେ ଯାଇ ତାଙ୍କ ନାମରେ ଏ-ତ-ଲା ଦେଇ ଦିଅ କହି ଧମକାଇ ଟଙ୍କା ଆଦାୟ କରୁଥିଲେ । ଏହି ସମୟରେ ବ୍ୟକ୍ତି ଜଣଙ୍କ ନିଜ ମୋବାଇଲରେ ସେହି ଯୁକ୍ତି ତର୍କ ର ଭିଡିଓ ରେକର୍ଡ କରି ନେଇଥିଲେ । ଜଣେ ପୋ-ଲି-ସ କର୍ମୀଙ୍କ ଏପରି ବ୍ୟବହାର କେତେ ଦୂର ଯଥାର୍ଥ ଆପଣ କୁହନ୍ତୁ ।

୪. ସତ କୁହାଯାଏ ଯେ ମନୁଷ୍ୟ ମଧ୍ୟରେ ଲୋ-ଭ ବଢିଲେ ତାହା ତାର ସୁଖ, ଶାନ୍ତି ଓ ବୁଦ୍ଧି ସବୁକୁ ନଷ୍ଟ କରି ଦିଏ । ଜଣେ ପୋ-ଲି-ସ କର୍ମୀ ଏଣ୍ଟ୍ରି ନାମରେ ଜଣେ ଟ୍ରକ ଡ୍ରାଇଭରକୁ ଅଟକାଇ ତା ଟ୍ରକ୍ ରେ ବସି ତା ଠାରୁ ତାଙ୍କ ଅ-ସୁ-ଲି କରିବାକୁ ଚେଷ୍ଟା କରୁଥିବାର ଏକ ଭିଡିଓ ମଧ୍ୟ ଏବେ ଖୁବ୍ ଭାଇରାଲ ହେଉଛି । ମାତ୍ର ଟ୍ରକ୍ ଡ୍ରାଇଭର ତାଙ୍କୁ ବିରୋଧ କରିଥିଲେ ଓ ଟ୍ରକ୍ ନ ଅଟକାଇବାକୁ ମଧ୍ୟ ଧ-ମ-କ ଦେଇଥିଲେ ।

ପୋ-ଲି-ସ ଜଣଙ୍କ ଚ-ଳ-ନ୍ତା ଟ୍ରକରୁ ଡେ-ଇଁ ପଡ଼ିବାକୁ ଧ-ମ-କ ଦେଇଥିଲେ ମାତ୍ର ଟ୍ରକ୍ ଡ୍ରାଇଭର ଟ୍ରକ୍ ଅଟକାଇ ନ ଥିଲା ଓ ସମ୍ପୂର୍ଣ୍ଣ ଘଟଣାର ଭିଡିଓ ରେକର୍ଡ କରିଥିଲା । ଶେଷରେ ପୋ-ଲି-ସ ଜଣଙ୍କ ଚାକିରି ଚାଲିଯିବା ଭୟରେ ଚ-ଳ-ନ୍ତା ଟ୍ରକରୁ ଡେ-ଇଁ ପଡ଼ିଥିଲେ । ତେବେ ଭିଡିଓ ଦେଖି ଆପଣ ମଧ୍ୟ ଭାବିବେ ଏହି ଲୋଭୀ ପୋ-ଲି-ସ କର୍ମୀଙ୍କ ସହ ଯାହା ହୋଇଛି ଠିକ୍ ହୋଇଛି ।

Leave a Reply

Your email address will not be published. Required fields are marked *