Ollywoodର ଲୋକପ୍ରିୟ ଯୋଡି Subhasis ଓ Anisha ଦେଲେ ଏହି ଖୁସି ଖବର, ଦେଖନ୍ତୁ କଣ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ଏହା ସହିତ ଏହି କଳାକାର ମାନେ ନିଜ ଲଭ ଲାଇଫ ଓ ନିଜ ବିବାହ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜିଆମେ ଆପଣ ମାନଙ୍କୁ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଏକ ଏପରି ଯୋଡି ବିଷୟରେ କହିବାକୁ ଯାଉଛୁ ଯିଏ କି ଏହି କିଛି ସମୟ ହେବ ବହୁତ ଚର୍ଚାରେ ରହିଛନ୍ତି ।

ସେହି ଦୁଇଜଣ କଳାକାର ହେଉଛନ୍ତି ଆନିଶା ଓ ସୁବାସିସ । ବନ୍ଧୁଗଣ ଏହି ଦୁଇଜଣ ଓଡିଆ ଟିଭି ଜଗତର ପ୍ରସିଦ୍ଧ କଳାକାର ଅଟନ୍ତି ଓ ଏହି ଦୁଇଜଣ ଅନେକ ଓଡିଆ ଧାରାବାହିକରେ କାମ କରିସାରିଛନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ଓ ଏମାନଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ଆପଣ ମାନେ ତ ଏହି କଥା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ମାସ ପୂର୍ବେ ଆନିଶା ଓ ସୁବାସିସି ପ୍ରେମ ବିବାହ କରିଥିଲେ । ବର୍ତ୍ତମାନ ଏହା ଖବର ଆସିଛି ଯେ, ଆଉ କିଛି ମାସ ପରେ ଆନିଶା ଓ ସୁବାସିସି ମା ବାପା ହେବାକୁ ଯାଉଛନ୍ତି । ଆନିଶାଙ୍କର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଗତ କିଛି ସମୟ ହେବ ଆନିଶାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି ଓ ଏହି ଫଟୋ ଦେଖି ସଂପୂର୍ଣ୍ଣ ଜଣା ପଡିଯାଉଛି ଯେ, ଆନିଶା ବର୍ତ୍ତମାନ ଗର୍ଭବତୀ ଅଛନ୍ତି । ତେବେ ବନ୍ଧୁଗଣ ବହୁତ ଶୀଘ୍ର ଆନୁଶା ମା ହେବାକୁ ଯାଉଛନ୍ତି ଓ ସୁବାସିସ ବାପା ହେବାକୁ ଯାଉଛନ୍ତି । ଏହି ଖବର ଏହି ଦୁଇଜଣ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଦ୍ଵାରା ନିଜ ଫ୍ୟାନ୍ସ ମାନଙ୍କୁ ଜଣାଇ ଥିଲେ ।

ଏହି ଖବର ଜାଣିବା ପରେ ତାଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ହେବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ । ତେବେ ଆଉ ମାତ୍ର କିଛି ଦିନ ପରେ ଆନିଶା ମା ହେବେ । ଏହି ଦୁଇଜଣ ଏଥିପାଇଁ ବହୁତ ଅଧିକ ଖୁସି ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆନିଶା ଓ ସୁବାସିସଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *