ନିଜ ଝିଅ ବୟସର ଝିଅଙ୍କ ସହ ବୁଢାପାରେ ବି ଯବାନୀର ମଜା ନେଉଛନ୍ତି Bollywood ର ଏହି 6 ଷ୍ଟାର, ନମ୍ବର 4 ଙ୍କ ବୟସ ଜାଣି ଚମକି ପଡିବେ

ବଲିଉଡରେ ଏଭଳି କେତେ ଅଭିନେତା ଅଛନ୍ତି ଯେଉଁମାନେ ଗୋଟିଏ ବା ଦୁଇଟିରୁ ମଧ୍ୟ ଅଧିକ ବିବାହ କରିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଅଭିନେତା ନିଜଠୁ ଅନେକ ବର୍ଷ ସାନ ଝିଅ ସମାନ ମହିଳାଙ୍କୁ ମଧ୍ୟ ବିବାହ କରିଛନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଅଭିନେତାଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ଝିଅ ସମାନ ବୟସର ମହିଳାଙ୍କୁ ବିବାହ କରିଛନ୍ତି । ତେବେ ଚାଲନ୍ତୁ ଦେଖିବା କେଉଁମାନେ ସାମିଲ ଅଛନ୍ତି ଏହି ତାଲିକାରେ ।

୧- ମିଲିନ୍ଦ୍ ସୋମନ୍

ଅଭିନେତା ମିଲିନ୍ଦ୍ ସୋମନ୍ ନିଜ ଠାରୁ ୨୬ ବର୍ଷ ସାନ ଝିଅ ଅଙ୍କିତା କୁଅଁର୍ ଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିଲେ । ସେମାନେ ୨୦୧୮ ମସିହା ଏପ୍ରିଲ ୨୨ ତାରିଖରେ ବିବାହ କରିଥିଲେ । ତାଙ୍କ ବିବାହର ସମସ୍ତ ରୀତିନୀତି ଆଲିବାଗ୍ ର ଗୋଟିଏ ଶାନଦାର୍ ଫାର୍ମ ହାଉସ୍ ରେ ସମ୍ପନ୍ନ ହୋଇଥିଲା । ବିବାହର ପ୍ରଥମ ବାର୍ଷିକୀ ମଧ୍ୟ ସେମାନେ ଖୁବ୍ ଧୁମ୍ ଧାମରେ ପାଳନ କରିଥିଲେ । ମିଲିନ୍ଦ୍ ସୋମନ୍ ଙ୍କ ବୟସ ୫୩ ବର୍ଷ ହୋଇଥିବା ବେଳେ ଅଙ୍କିତାଙ୍କ ବୟସ ୨୭ ବର୍ଷ ଅଟେ ।

୨- ରାଜେଶ ଖାନ୍ନା

ରାଜେଶ ଖାନ୍ନାଙ୍କ ଜନ୍ମ ୨୯ ସେପ୍ଟେମ୍ବର ୧୯୪୧ ମସିହାରେ ହୋଇଥିବା ବେଳେ, ଡିମ୍ପଲ୍ କପାଡ଼ିଆଙ୍କ ଜନ୍ମ ୮ ଜୁନ୍ ୧୯୫୭ ମସିହାରେ ହୋଇଥିଲା । ଯେତେବେଳେ ସେମାନଙ୍କ ବିବାହ ହୋଇଥିଲା ସେତେବେଳେ ଡିମ୍ପଲ୍ କପାଡ଼ିଆ ମାତ୍ର ୧୬ ବର୍ଷ ବୟସର ହୋଇଥିଲେ ଓ ରାଜେଶ ଖାନ୍ନା ୩୨ ବର୍ଷ ବୟସର ହୋଇଥିଲେ । ଏଥିରୁ ଜଣାପଡେ ଏମାନଙ୍କ ବୟସ ମଧ୍ୟରେ ୧୬ ବର୍ଷର ତଫାତ ରହିଛି ।

୩- କବୀର୍ ବେଦୀ

କବୀର୍ ବେଦୀଙ୍କ ଜନ୍ମ ୧୬ ଜାନୁୟାରୀ ୧୯୪୬ ମସିହାରେ ହୋଇଥିଲା । ତେବେ କବୀର୍ ବେଦୀ ଏବେ ପର୍ଯ୍ୟନ୍ତ ସମୁଦାୟ ୪ଟି ବିବାହ କରି ସାରିଛନ୍ତି । ୨୦୧୬ ରେ କବୀର୍, ପରବିନ୍ ଦୋସାଞ୍ଜଙ୍କୁ ନିଜର ଚତୁର୍ଥ ବିବାହ କରିଥିଲେ । ତାଙ୍କ ଚତୁର୍ଥ ପତ୍ନୀ ପରବିନ୍ ଦୋସାଞ୍ଜଙ୍କ ଜନ୍ମ ୧୮ ସେପ୍ଟେମ୍ବର ୧୯୭୫ ମସିହାରେ ହୋଇଥିଲା । ସେ କବୀର୍ ବେଦୀଙ୍କ ଠାରୁ ପ୍ରାୟ ତିରିଶ ବର୍ଷ ସାନ ଅଟନ୍ତି ।

୪- ପ୍ରକାଶ ରାଜ୍

୨୬ ମାର୍ଚ୍ଚ ୧୯୬୫ ମସିହାରେ ପ୍ରକାଶ ରାଜ୍ ଙ୍କ ଜନ୍ମ ହୋଇଥିଲା । ସେ କୁମାରୀ ଲଳିତାଙ୍କୁ ପ୍ରଥମ ବିବାହ କରିଥିଲେ । ଏହା ପରେ ପ୍ରକାଶ ରାଜ୍ ୨୦୧୦ ମସିହାରେ ପୋନି ବର୍ମାଙ୍କୁ ବିବାହ କରିଛନ୍ତି । ପ୍ରକାଶ ରାଜ୍ ଙ୍କ ଦ୍ଵିତୀୟ ପତ୍ନୀ ପୋନି ବର୍ମା ତାଙ୍କ ଠାରୁ ପ୍ରାୟ ୧୨ ବର୍ଷ ସାନ ଅଟନ୍ତି ।

୫- ସଞ୍ଜୟ ଦତ୍ତ

ସଞ୍ଜୟ ଦତ୍ତଙ୍କ ଜନ୍ମ ୧୯୫୯ ମସିହାରେ ହୋଇଥିଲା । ସଞ୍ଜୟ ଦତ୍ତ ତିନୋଟି ବିବାହ କରିଥିଲେ । ତାଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ କ୍ୟାନ୍ସରରେ ମୃତ୍ୟୁ ହୋଇ ଯାଇଥିଲା । ଦ୍ଵିତୀୟ ପତ୍ନୀଙ୍କ ସହ ଛାଡ଼ପତ୍ର ହେବା ପରେ ସେ ୨୦୦୮ ମସିହାରେ ମାନ୍ୟତାଙ୍କୁ ବିବାହ କରିଥିଲେ । ମାନ୍ୟତାଙ୍କ ଜନ୍ମ ୧୯୭୯ ମସିହାରେ ହୋଇଥିଲା । ଏହି ଦୃଷ୍ଟିରୁ ମାନ୍ୟତା, ସଞ୍ଜୟ ଦତ୍ତଙ୍କ ଠାରୁ ୨୦ ବର୍ଷ ସାନ ଅଟନ୍ତି ।

୬- ସୈଫ ଅଲ୍ଲୀ ଖାଁ

ସୈଫ ଅଲ୍ଲୀ ଖାଁ ଙ୍କ ଜନ୍ମ ୧୬ ଅଗଷ୍ଟ ୧୯୭୦ ମସିହାରେ ହୋଇଥିଲା । ସୈଫ ଅଲ୍ଲୀ ଖାଁ, ଅମ୍ରିତା ସିଂଙ୍କୁ ପ୍ରଥମ ବିବାହ କରିଥିଲେ । ତାଙ୍କ ବିବାହରେ ଯୋଗ ଦେଇଥିବା କରୀନା କପୁର ତାଙ୍କୁ ଅଙ୍କଲ ବୋଲି ଡାକିଥିଲେ । କରୀନା କପୁରଙ୍କ ଜନ୍ମ ୨୧ ଡିସେମ୍ବର ୧୯୮୦ ମସିହାରେ ହୋଇଥିଲା । କରୀନା କପୁର, ସୈଫ ଅଲ୍ଲୀ ଖାଁ ଙ୍କ ଠାରୁ ପ୍ରାୟ ୧୦ ବର୍ଷ ସାନ ଅଟନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *