କୁନି ହାତୀ ଛୁଆ ବ୍ୟକ୍ତିଙ୍କ ସହିତ କରିଲା ଏପରି ମସ୍ତି, ଦେଖିଲେ ହସି ହସି ଗଡିବେ…

ବନ୍ଧୁଗଣ ଆଜିକାଲି ପ୍ରାୟତଃ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି । ବର୍ତ୍ତମାନ ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ସୁନ୍ଦର ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓକୁ ଦେଖି ସମସ୍ତ ଲୋକ ବହୁତ ଖୁସି ହୋଇଯାଉଛନ୍ତି ।

ଏହି ଭିଡିଓରେ ଏକ ଛୋଟ ହାତୀ ଏକ ବ୍ୟକ୍ତିଙ୍କ ସହ ଖେଳୁଥିବାର ଓ ମସ୍ତି କରୁଥିବାର ନଜର ଆସୁଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ହାତୀ ହେଉଛି ଏକ ବିଶାଳ ପ୍ରାଣୀ । ହାତୀ ଯେକୌଣସି ଜୀବ ଉପରେ ଅତି ସହଜରେ ଆକ୍ରମଣ କରିପାରେ । ସେଥିପାଇଁ ଅନ୍ୟ ଜୀବ ଓ ମଣିଷ ମାନେ ହାତୀ ଠାରୁ ଦୂରେଇ ରହିଥାନ୍ତି ।

ହେଲେ ବନ୍ଧୁଗଣ ଛୋଟ ହାତୀକୁ ଦେଖିଲେ ବହୁତ ଖୁସି ଲାଗିଥାଏ । କାରଣ ଏହି ଆକାରରେ ଛୋଟ ହେବା ସହିତ ବହୁତ ସୁନ୍ଦର ମଧ୍ୟ ଦେଖାଯାନ୍ତି ଓ ଏହି ଛୋଟ ହାତୀ ମାନେ ସ୍ନେହ ଦେଖାଇଥାନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି କୁନି ହାତୀର ମସ୍ତି ଭିଡିଓକୁ ସମସ୍ତ ଲୋକ ବହୁତ ଖୁସିରେ ଦେଖୁଛନ୍ତି । ଏହି ଭିଡିଓରେ ଏକ ଛୋଟ ହାତୀ ଏକ ବ୍ୟକ୍ତିଙ୍କ ଉପରେ ସ୍ନେହରେ ଚଢି ଯାଉଥିବାର ଓ ଖେଳୁ ଥିବାର ନଜର ଆସୁଛି ।

ଛୋଟ ହାତୀଟି ବ୍ୟକ୍ତିକୁ କୌଣସି କ୍ଷତି ପହଞ୍ଚାଉ ନାହିଁ । ବ୍ୟକ୍ତି ଜଣକ ମଧ୍ୟ ସେହି ହାତୀର ସ୍ନେହକୁ ବହୁତ ଖୁସିରେ ଉପଭୋଗ କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓଟିକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ । ସୋସିଆଲ ମିଡିଆ ଟ୍ବିଟରରେ ଏହି ଭିଡ଼ିଓକୁ ‘ A page to make you smile again ‘ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି ।

ଭିଡ଼ିଓ ସହିତ ଖୁବ ମଜାଦାର କ୍ୟାପଶନ ମଧ୍ୟ ଲେଖା ଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟିକୁ ଦେଖି ଲୋକମାନେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *