ବନ୍ଧୁଗଣ ଦେଶରେ ବର୍ତ୍ତମାନ କରୋନା ମହାମାରୀର ସ୍ଥିତି ବହୁତ ଭୟଙ୍କର ରୂପ ନେଇ ସାରିଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି
ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ସାଧାରଣତଃ ସମସ୍ତ ଲୋକଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଯାଇଛି କାରଣ ଗତ ବର୍ଷ ଅପେକ୍ଷା ଏହି ବର୍ଷ ବହୁତ ତୀବ୍ର ଗତିରେ ଲୋକମାନେ ଏହି ଭାଇରସରେ ଆକ୍ରାନ୍ତ ହୋଇ ଯାଉଛନ୍ତି ।

ବନ୍ଧୁଗଣ କରୋନା ମହାମାରୀର ଏହି ଦ୍ଵିତୀୟ ଲହର ବହୁତ ଶକ୍ତିଶାଳୀ ହେବା ସହିତ ବହୁତ ଶୀଘ୍ର ସଂକ୍ରମିତ ହେଉଛି । ବନ୍ଧୁଗଣ ସାଧାରଣତଃ ଲୋକ ମାନେ ଏହି ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ହେଲେ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଚିକିତ୍ସା ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ନିଜ ଶରୀରକୁ ଶକ୍ତିଶାଳୀ ବନେଇ ପାରିବେ ଓ ରୋଗ ଆପଣଙ୍କ ପାଖ ମାଡିକି ଯାଇ ପାରେ କିନ୍ତୁ ଆପଣଙ୍କୁ କିଛି ହାନି କରିବ ନାହିଁ ।
ଏଥିରୁ ରକ୍ଷା ପାଇବା ପାଇଁ ଆପଣ ମାନଙ୍କୁ କିଛି ଛୋଟ ଛୋଟ ପଦକ୍ଷପ ନେବାକୁ ହେବ । ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସବୁ ଛୋଟ କାମ କଣ ।ବୈଜ୍ଞାନିକ ଆଉ ଡକ୍ଟର ମାନଙ୍କ କହିବା ଅନୁଯାଇ ଦିନକୁ ଦୁଇ ଥର ଗରମ ପାଣି ସେବନ କରନ୍ତୁ, ଚା ଭଳି ଗରମ ପାଣି ଆପଣଙ୍କୁ ସେବନ କରିବାକୁ ହେବ ଏହା ଦ୍ଵାରା ଆପଣଙ୍କ ତଣ୍ଟି ସଫା ରହିବ ଯାହାଫଳରେ ଆପଣଙ୍କୁ ତଣ୍ଟି ଜନିତ କୌଣସି ସମସ୍ୟା ହେବ ନାହିଁ ।

ତେଣୁ ବନ୍ଧୁଗଣ ଘରର ସମସ୍ତ ସଦସ୍ୟ ତଥା ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ଲୋକ ମାନେ ଏହି ଉପାୟର ପ୍ରୟୋଗ କରନ୍ତୁ । ଗରମ ଦିନ ସେଥିପାଇଁ ଟିକେ ଅସୁବିଧା ଲାଗି ପାରେ କିନ୍ତୁ କରୋନା ଠାରୁ ବଞ୍ଚିବାକୁ ହେଲେ ଆପଣଙ୍କୁ ଏହା କରିବାକୁ ହେବ । ବନ୍ଧୁଗଣ ଏହି ଭାଇଆରସର ସଂକ୍ରମଣରୁ ବଞ୍ଚିବା ପାଇଁ ଆପଣ ମାନେ ଦିନକୁ ଠାରେ ଗରମ ପାଣିର ବାମ୍ଫ ନାକ ଦ୍ଵାରା ନିଅନ୍ତୁ ।

କାରଣ କରୋନା ସଂକ୍ରମଣ ହେବା ପରେ ଏହି ଭାଇରସ ସିଧା ସଳଖ ଆପଣଙ୍କ ଫୁସଫୁସ ଉପରେ ଆକ୍ରମଣ କରିବ । ଯଦି ଆପଣ ମାନେ ଏହି ଉପଚାରକୁ ସବୁଦିନ କରିବେ ତା ହେଲେ ଆପଣଙ୍କ ଫୁସଫୁସ ସୁସ୍ଥ ରହିବ । କରୋନାରୁ ରକ୍ଷା ପାଇବା ପାଇଁ ସବୁଠୁ ବଡ ବ୍ରହ୍ମାସ୍ତ୍ର ହେଉଛି ଆଗାମୀ 1 ମାସ ପର୍ଯ୍ୟନ୍ତ ଆପଣ ମାନେ ଘରୁ ବାହାରକୁ ପାଦ କାଢନ୍ତୁ ନାହିଁ । ଏହା ସବୁଠୁ ସଫଳ ଓ ଫଳଫ୍ରଦ ଉପାୟ । ବାହାରକୁ ନ ଗଲେ ଏହା ଦ୍ୱାରା ସଂକ୍ରମଣ ହାର ଆପଣଙ୍କର କମ ହେବା ସହ , ଆପଣ ଏହି ରୋଗ ଠାରୁ ନିଜକୁ ରକ୍ଷା କରି ପାରିବେ ।

ଦ୍ୱୀତୀୟରେ ଏହି ଭାଇରସ ଠାରୁ ରକ୍ଷା ପାଇବାକୁ ହେଲେ ଆପଣ ମାନଙ୍କୁ ନିଜ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରିବାକୁ ହେବ । ଏଥିପାଇଁ ଆପଣଙ୍କୁ ଇମୁନି ବୁଷ୍ଟର ସହିତ , ଘରେ ପ୍ରସ୍ତୁତ କାଢା , ତୁଳିସି ପତ୍ର ଏବଂ ବିଭିନ୍ନ ପ୍ରାକୃତିକ ଇମୁନି ବ୍ରଦ୍ଧକ ଜିନିଷକୁ ସେବନ କରିବାକୁ ହେବ । ତା ହେଲେ ବନ୍ଧୁଗଣ ଏହି ଭାଇରସ ଠାରୁ ରକ୍ଷା ପାଇବାକୁ ହେଲେ ଆପଣ ମାନେ ଏହି ସବୁ କଥାକୁ ମାନି ଚଳନ୍ତୁ ।
ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

