ବିବାହର 47 ବର୍ଷ ପରେ ବି Jaya ଓ Amitabh ଙ୍କ ମଧ୍ୟରେ ଏହି କଥା ପାଇଁ ହୋଇଥାଏ ଝଗଡା, ଜୟାଙ୍କ ଠାରୁ ଗାଳି ଶୁଣିବାକୁ ପଡିଥାଏ ଅମିତାଭ ଙ୍କୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ

ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜିଆମେ ଆପଣ ମାନଙ୍କୁ ଯେଉଁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି କଳାକାର ଜଣକ ହେଉଛନ୍ତି ଅମିତାବ ବଚ୍ଚନ ।

ଆପଣ ମାନେ ସମସ୍ତେ ଅମିତାବଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଅମିତାବ ନିଜ ଅଭିନୟ ଓ ନିଜ ଷ୍ଟାଇଲ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଅମିତାବ ବଚ୍ଚନ ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ବିବାହ କରିଛନ୍ତି ଓ ଆଜିକୁ ଏହି ଦୁଇଜଣଙ୍କ ବିବାହକୁ ୪୬ ବର୍ଷ ହୋଇସାରିଛି । ବିବାହକୁ ୪୬ ବର୍ଷ ହୋଇଥିଲେ ମଧ୍ୟ ଏହି ଦୁଇଜଣ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଗତ କିଛି ସମୟ ପୂର୍ବରୁ ଅମିତାବ ଟିଭି ରିଆଲିଟି ସୋ ‘କୋନ ବନେଗା କାରୋଡପତି’ରେ ନିଜ ପର୍ଶନାଲ ଲାଇଫ ବିଷୟରେ ଏକ ବଡ ଖୁଲାସା କରିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଅମିତାବଙ୍କର ଏହି ବଡ ଖୁଲାସା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


‘କୋନ ବନେଗା କାରୋଡପତି’ରେ ବହୁତ ଗୁଡିକେ କଣ୍ଟେଷ୍ଟେଣ୍ଟ ଆସନ୍ତି । ଥରେ ଅମିତାବ ଏହି ସୋରେ ଏକ ସ୍ଵାମୀ ସ୍ତ୍ରୀଙ୍କ ସହ କଥାବାର୍ତ୍ତା ହେଉଥିଲେ । ଅମିତାବ ସେମାନଙ୍କୁ କହିଲେ, କେବେହେଲେ ନିଜ ବିବାହ ଡେଟକୁ ଭୁଲିବା କଥା ନୁହେଁ । କାରଣ ଆଜି ପର୍ଯ୍ୟନ୍ତ ମୁ ମୋର ବିବାହ ଡେଟକୁ ଭୁଲି ଯାଉଥିବାରୁ ନିଜ ସ୍ତ୍ରୀର କଥା ଶୁଣୁଛି । ଏହାର ଅର୍ଥ ହେଉଛି ଅମିତାବ ବହୁତ ଥର ନିଜ ବିବାହ ଡେଟ ଭୁଲିଯିବାରୁ ନିଜ ସ୍ତ୍ରୀ ଜୟା ବଚ୍ଚନଙ୍କ ଠାରୁ କଥା ଶୁଣନ୍ତି ଯେଉଁଥି ପାଇଁ ସେ ସେହି ସ୍ଵାମୀ ସ୍ତ୍ରୀଙ୍କୁ ସଜେସନ ଦେଇଥିଲେ ।

ସେହି ସ୍ଵାମୀ ସ୍ତ୍ରୀଙ୍କ ସାମ୍ନାରେ ଅମିତାବ ନିଜ ସ୍ତ୍ରୀ ଜୟା ବଚ୍ଚନଙ୍କ ବିଷୟରେ ଭାବି ଥିଲେ ଓ ନିଜ ଦାମ୍ପତ୍ୟ ଜୀବନରେ ସହ ଜଡିତ ବହୁତ କିଛି କଥା ବିଷୟରେ କହିଥିଲେ । ଅମିତାବ କହିଥିଲେ, ଜୟା ଆଜି ମଧ୍ୟ ମତେ ବହୁତ କଥା ଶୁଣାଉଛନ୍ତି । ହେଲେ ପରେ ତାଙ୍କୁ ମନେଇବା ପାଇଁ ବହୁତ ମଜା ଲାଗେ ମତେ । ଏହା ସହିତ ଅମିତାବ କହିଥିଲେ, ଯେବେବି ମୁ ଆମ ମେରେଜ ଏନିଭର୍ସରି ଭୁଲିଯାଏ ସେତେବେଳେ ଜୟା ମୋର ଉପରେ ବହୁତ ଅଧିକ ରାଗି ଯାନ୍ତି ।

ଏହାପରେ ସେ ମତେ ବହୁତ ଚିଡାନ୍ତି ହେଲେ ମୁ କିଛି ତାଙ୍କୁ କହିପାରେ ନାହିଁ । ବନ୍ଧୁଗଣ ଅମିତାବ ଓ ଜୟାଙ୍କ ମଧ୍ୟରେ ଆଜି ମଧ୍ୟ ବହୁତ ପ୍ରେମ ରହିଛି ଓ ସେ ଆଜି ମଧ୍ୟ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *