ବନ୍ଧୁଗଣ ସାଧାରଣତଃ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ସରକାରୀ ଚାକିରି ପାଇବା ପାଇଁ ଇଛା କରିଥାନ୍ତି । ସେଥିପାଇଁ ସେମାନେ ବହୁତ କଷ୍ଟ ଓ ସଂଘର୍ଷ ମଧ୍ୟ କରିଥାନ୍ତି । ହେଲେ ସରକାରୀ ଚାକିରିରେ ପଚରାଯାଉଥିବା କିଛି ସାଧାରଣ ଜ୍ଞାନର ଉତ୍ତର ଦେଇନ ପାରି ସେମାନେ ଚାକିରି କ୍ଷେତ୍ରରେ ଅସଫଳ ହୋଇଯାଇଥାନ୍ତି । କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।
କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଯାହା ସରକାରୀ ଚାକିରିରେ ପରୀକ୍ଷା କରାଯାଇଥାଏ । ଏହି ସବୁ ସାଧାରଣ ଜ୍ଞାନ ବିଷୟରେ ବହୁତ କାମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ସାଧାରଣ ଜ୍ଞାନ ବିଷୟରେ ।
୧. ମନୁଷ୍ୟ ଶରୀରର କେଉଁ ଅଙ୍ଗ ସବୁଠାରୁ ଅଧିକ ବ୍ୟସ୍ତ ରହିଥାଏ ?
ଉତ୍ତର- ହୃତପିଣ୍ଡ ।
୨. ବିଶ୍ୱ ର ସବୁଠାରୁ ବଡ଼ ସ୍କୁଲ କଣ ଅଟେ ?
ଉତ୍ତର- ମଣ୍ଟେସରି ସ୍କୁଲ (ଲକ୍ଷନୌ) ।
୩. ବିଶ୍ଵ ରେ ସବୁଠାରୁ ଅଧିକ ମଇଁଷି କେଉଁଠାରେ ଦେଖିବାକୁ ମିଳିଥାଏ ?
ଉତ୍ତର- ଭାରତ ।
୪. ଗାଡ଼ି ର ନମ୍ବର ପ୍ଲେଡ଼ କେଉଁ ଦେଶ ସର୍ବ ପ୍ରଥମେ ଜାରି କରିଥିଲା ?
ଉତ୍ତର- ଫ୍ରାନ୍ସ ।
୫. କେଉଁ ଦେଶର ଲୋକମାନେ ସବୁଠାରୁ ଅଧିକ ମଦ ପିଅନ୍ତି ?
ଉତ୍ତର- ଅଷ୍ଟ୍ରେଲିଆ ।
୬. ଭାରତ ର କେତୋଟି ରାଜ୍ୟ ରେ ପ୍ରଦେଶ ଶବ୍ଦ ଆସିଥାଏ ?
ଉତ୍ତର- ୫ ଟି ରାଜ୍ୟ ।
୭. ଇଜରାଇଲ ଦେଶର ଲୋକମାନେ କେଉଁ ଦେଶକୁ ଯାଇ ପାରିବେ ନାହିଁ ?
ଉତ୍ତର- ପାକିସ୍ତାନ ।
୮. କେଉଁ ପ୍ରାଣୀ କୁ ଭୁମି କଂପ ଆସିବା ପୂର୍ବରୁ ଜଣାପଡ଼ି ଯାଇଥାଏ ?
ଉତ୍ତର- ପିମ୍ପୁଡ଼ି ।
୯. ଆପଣଙ୍କ ମଧ୍ୟରେ ଏଭଳି କେଉଁ ଜିନିଷ ଅଛି ଯାହା ଆପଣଙ୍କ ଠାରୁ ଅଧିକ ଅନ୍ୟ ମାନେ ଡାକିଥାନ୍ତି ?
ଉତ୍ତର- ଆପଣଙ୍କ ନାମ ।
୧୦. ଭାରତର ରାଜଧାନୀ କଣ ଅଟେ ?
ଉତ୍ତର- ନୂଆଦିଲ୍ଲୀ ।
୧୧. କେଉଁ ପ୍ରାଣୀ ର କ୍ଷୀର ରେ ସବୁଠାରୁ ଅଧିକ ପ୍ରୋଟିନ ରହିଥାଏ ?
ଉତ୍ତର- ଛେଳି ।
୧୨. କୁକୁର ର ଶୁଣିବା କ୍ଷମତା ମନୁଷ୍ୟ ଠାରୁ କେତେ ଗୁଣ ଅଧିକ ହୋଇଥାଏ ?
ଉତ୍ତର- ୧୦ ଗୁଣ ।
୧୩. କେଉଁ ପ୍ରାଣୀ ର ଝାଳ ର ରଙ୍ଗ ଗୋଲାପୀ ହୋଇଥାଏ ?
ଉତ୍ତର- ଜଳୀୟ ଘୋଡ଼ା ।
୧୪. ନରେନ୍ଦ୍ର ମୋଦି ଙ୍କ ଗାଁ ର ନାମ କଣ ଅଟେ ?
ଉତ୍ତର- ବଡ଼ ନଗର ।
୧୫. ବିଶ୍ଵ ରକ୍ତଦାନ ଦିବସ କେବେ ପାଳନ କରାଯାଏ ?
ଉତ୍ତର- ୧୫ ଜୁନ ।
୧୬. ବିଶ୍ୱ ରେ ସବୁଠାରୁ ଅଧିକ ଗାଈ କେଉଁଠାରେ ଦେଖିବାକୁ ମିଳିଥାଏ ?
ଉତ୍ତର- ଭାରତ ଦେଶରେ ।
୧୭. ଫ୍ରିଜ ରେ କେଉଁ ଗ୍ୟାସ ରହିଥାଏ ?
ଉତ୍ତର- ଆମୋନିଆ ।
୧୮. ମନୁଷ୍ୟ ର ମସ୍ତିଷ୍କ କେତେ ବର୍ଷ ବୟସ ର ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ବଢ଼ିଥାଏ ?
ଉତ୍ତର- ୪୦ ବର୍ଷ ।
୧୯. ଏଭଳି କେଉଁ ପ୍ରାଣୀ ରହିଛି ଯିଏ କେବେବି ମରି ନଥାଏ ?
ଉତ୍ତର- ଜେଲି ଫିସ୍ ।
୨୦. ଭାରତୀୟ ସେନା ର ନିର୍ମାଣ କେବେ ହୋଇଥିଲା ?
ଉତ୍ତର- ୧୮୪୭ ମସିହା ।
୨୧. ଭାରତ ରେ ପ୍ରଥମେ ରେଳ କେଉଁ ସ୍ଥାନ ରୁ କେଉଁ ସ୍ଥାନ ପର୍ଯ୍ୟନ୍ତ ଚାଲିଥିଲା ?
ଉତ୍ତର- ମୁମ୍ବାଇ ରୁ ଥାନେ ।
୨୨. ଭାରତର ରାଷ୍ଟ୍ରୀୟ ଗଛ କଣ ଅଟେ ?
ଉତ୍ତର- ବରଗଛ ।
୨୩. ଦୁନିଆ ର କେତେ ପ୍ରତିଶତ ଗଛ ସମୁଦ୍ର ରେ ହୋଇଥାଏ ?
ଉତ୍ତର- ୮୫% ।
୨୪. କେଉଁ ଦେଶରେ ଗୋଟିଏ ମଧ୍ୟ ଟ୍ରାଫିକ ସିଗ୍ନାଲ ରହିନାହିଁ ?
ଉତ୍ତର- ଭୁଟାନ ।
୨୫. ଜଣେ ମହିଳା ୧୯୬୦ ରେ ଜନ୍ମ ହୋଇଥିଲା ଏବଂ ୧୯୭୦ ମସିହାରେ ମ-ରି-ଗ-ଲା । କିନ୍ତୁ ମ-ରି-ବା ବେଳେ ସେହି ମହିଳା ର ବୟସ ୨୦ ବର୍ଷ ବୟସ ହୋଇଥିଲା । ତାହା କିପରି ସମ୍ଭବ ?
ଉତ୍ତର- କାରଣ ସେହି ମହିଳା ଟି ଜନ୍ମ ହୋଇଥିବା ରୁମ ର ନମ୍ବର ୧୯୬୦ ଅଟେ ।
ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ