ବାଛନ୍ତୁ ନିଜ ଜନ୍ମ ମାସ ବାଲା ଏକ ପ୍ରଜାପତି ଓ ଜାଣନ୍ତୁ ନିଜ ବିଷୟରେ ଏକ ରାଜ ର କଥା – Personality Test

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆପଣ ମାନେ ବହୁତ ପ୍ରଜାପତି ଆକାଶ ରେ ଉଡୁଥିବାର ଦେଖିଥିବେ । ଉଡି ଉଡି ସେମାନେ ବହୁତ ଫୁଲ ଉପରେ ବସିପଡନ୍ତି । ଏହିମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । କିନ୍ତୁ ଆପଣ କଣ ଜଣିଛନ୍ତି କି ଏହି ପ୍ରଜାପତି ମାନେ ଆମର ଭାଗ୍ୟ ମଧ୍ୟ କହିପାରନ୍ତି । ଆମ ପାଇଁ କିଛି ପ୍ରଜାପତି ଶୁଭ ହୋଇଥାନ୍ତି । ତେବେ ସମସ୍ତଙ୍କ ଜନ୍ମ ମାସ ଅନୁଯାୟୀ ଗୋଟେ ଗୋଟେ ପ୍ରଜାପତି ଥାଏ । ତେବେ ଆପଣ ଆପଣଙ୍କ ଜନ୍ମ ମାସ ସହ ଜଡିତ ଗୋଟେ ପ୍ରଜାପତି ବାଛନ୍ତୁ ଏବଂ ନିଜ ବିଷୟରେ କିଛି ବିଶେଷ କଥା ଜାଣନ୍ତୁ ।

ଜାନୁଆରୀ ଆପଣ ବହୁତ ଉଦାର ସ୍ଵଭାଵ ର ହୋଇଥାନ୍ତି । ଆପଣ ଆପଣଙ୍କ ଉଦାର ଏବଂ ନମ୍ର ସ୍ଵଭାଵ ଦ୍ୱାରା ସମସ୍ତଙ୍କୁ ଖୁସି ରଖିବାକୁ ଚାହିଁଥାନ୍ତି । ଆପଣ ଆପଣଙ୍କ ଏହି ଗୁଣ ବିଷୟରେ ଜାଣିନଥାନ୍ତି । କିନ୍ତୁ ଏହି କାରଣ ରୁ ସବୁ ଲୋକ ଆପଣଙ୍କ ଆଡକୁ ଟାଣି ହୋଇ ଚାଲି ଆସିଥାନ୍ତି ।

ଫେବ୍ରୁଆରୀ ଏହି ଲୋକମାନେ ବହୁତ ଆକର୍ଷଣୀୟ ହୋଇଥାନ୍ତି । ଏମାନେ ଯେଉଁଠି ପ୍ରବେଶ କରନ୍ତି ସେଠି ଏମାନଙ୍କ ଉପରୁ କାହାର ନଜର ହଟି ନ ଥାଏ । ଏମାନଙ୍କ ର ନିଜ ଉପରେ ବହୁତ ଆତ୍ମବିଶ୍ବାସ ରହିଥାଏ । ଏହି କାରଣ ରୁ ଏମାନେ ସବୁବେଳେ ଜିତିଥାନ୍ତି ।

ମାର୍ଚ୍ଚ ଆପଣ ପଛେ ସେହି କାମ ଜାଣିନଥାନ୍ତୁ କିନ୍ତୁ ଆପଣ ତାହା କରିଥାନ୍ତି ଯାହାଦ୍ୱାରା କି ଆପଣଙ୍କୁ ସଫଳତା ମିଳିଥାଏ । ଆପଣ ବହୁତ ଦୃଢ ମନ ସ୍ଵଭାଵ ର ହୋଇଥାନ୍ତି।

ଏପ୍ରିଲ ଆପଣ ବହୁତ ଭାବୁକ ହୋଇଥାନ୍ତି ଏବଂ ଆପଣ ଏହାକୁ କେବେ ଲୁଚାଇ ନଥାନ୍ତି । ଯାହାଦ୍ୱାରା ଆପଣଙ୍କୁ ସବୁ ଲୋକ ପସନ୍ଦ କରିଥାନ୍ତି । ଆପଣ ଆପଣଙ୍କ ଶାନ୍ତ ସ୍ଵଭାଵ ଦ୍ବାରା ସବୁକିଛି ହାସଲ କରିପାରନ୍ତି ।

ମେ ଆପଣ ଜଣେ ଅଦ୍ଭୁତ ମଣିଷ ହୋଇଥାନ୍ତି । ଆପଣଙ୍କ ର ନୂଆ ନୂଆ ରୂପ ଦେଖି ସମସ୍ତେ ପ୍ରାୟ ଡ଼ରିଯାଇଥାନ୍ତି । କିନ୍ତୁ ଆପଣ ଆପଣଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପାଇଁ କିଛି ବି କରିପାରିବେ ।

ଜୁନ ଆପଣ ବହୁତ ଶାନ୍ତ ସରଳ ସ୍ଵଭାଵ ର । ଆପଣ ଗୋଟେ ଭଲ ସାଥି ଭାବରେ ପରିଚିତ ହେବେ । ଆପଣ ଆପଣଙ୍କ ଶାନ୍ତ ସ୍ଵଭାଵ ଦ୍ବାରା କିଛି ବି କରିପାରିବେ ।

ଜୁଲାଇ ଆପଣ ବହୁତ କଠୋର ସ୍ଵଭାଵ ର ହୋଇଥାନ୍ତି କିନ୍ତୁ ଭିତରୁ ବହୁତ ହିଁ ଭଲ । ଯଦି ଆପଣଙ୍କ ପରି ଦୁନିଆ ରେ ସବୁ ଲୋକ ହୋଇଯିବେ ତେବେ ଦୁନିଆ ସୁନ୍ଦର ହୋଇଯିବ।

ଅଗଷ୍ଟ ଆପଣ ବହୁତ ସଚ୍ଚୋଟ ହୋଇଥାନ୍ତି । ଆପଣ ଆପଣଙ୍କ ଭୁଲ କୁ ବହୁତ ଜଲଦି ସ୍ୱୀକାର କରିଥାନ୍ତି । ଯାହାକୁ କି ଅନ୍ୟ କେହି କରିବା ସମ୍ଭବ ନୁହେଁ । ଆପଣଙ୍କ ପରି ଲୋକ ବହୁତ କମ ଅଛନ୍ତି ।

ସେପ୍ଟେମ୍ବର ଆପଣଙ୍କ ଭିତରେ କିଛି ଜାଣିବାର ଇଚ୍ଛା ରହିଥାଏ । ତେଣୁ ଆପଣ ଆପଣଙ୍କ ଲକ୍ଷ୍ୟ କୁ ବହୁତ ଜଲଦି ହାସଲ କରିପାରନ୍ତି । ଆପଣ ସମସ୍ତଙ୍କଠାରୁ ଅଲଗା ଅଟନ୍ତି।

ଅକ୍ଟୋବର ଆପଣ ସବୁ ଅସୁବିଧା ର ସମ୍ମୁଖୀନ କରିପାରନ୍ତି । ଆପଣ ଅଭାବ ଲୋକଙ୍କ ବହୁତ ସାହାଯ୍ୟ କରିଥାନ୍ତି । ଆପଣ ସବୁ ପରିସ୍ଥିତି କୁ ସାମ୍ନା କରିପାରନ୍ତି ।

ନଭେମ୍ବର ଆପଣ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଲୋକମାନଙ୍କ ସହ ଦେଖିନିଖି ମିସିଥାନ୍ତି । ଆପଣ ଆପଣଙ୍କ ସବୁ ସ୍ୱପ୍ନ କୁ ପୂରା କରିଥାନ୍ତି ।

ଡିସେମ୍ବର ଆପଣ କୌଣସି ବି ଅଳ୍ପ କାମ ରେ ସନ୍ତୁଷ୍ଟ ହୋଇନଥାନ୍ତି । ଆପଣ ବେସି ଆଶା ରଖିଥାନ୍ତି । ଆପଣ ବହୁତ ଭାବୁକ ସ୍ଵଭାଵ ର ହୋଇଥାନ୍ତି ।

ତେବେ ବନ୍ଧୁଗଣ , ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *