ଯେତେବେଳେ ଘରେ ଟଙ୍କାର ଅଭାବ ହେବାକୁ ଲାଗିବ ତ କେବଳ କରନ୍ତୁ ଏହି 1 କାମ, ତା’ ପରେ ଦେଖନ୍ତୁ ଚମତ୍କାର- Chanakya Niti

ବନ୍ଧୁଗଣ ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ ଯିଏ ନିଜ ନୀତି ଦ୍ଵାରା ଚନ୍ଦ୍ରଗୁପ୍ତ ମୋର୍ଜ୍ୟକୁ ସିଂହାସନରେ ବସେଇଥିଲେ । ଜୀବନକୁ ସୁଖମୟ ଓ ସଫଳମୟ କରିବା ପାଇଁ ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ ଏମିତି ବହୁତ କିଛି ତଥ୍ୟ ଦେଇଛନ୍ତି ଯାହାକୁ ମାନି ମଣିଷ ନିଜ ଜୀବନରେ ସଫଳ ହୋଇପାରିବ । ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାଏ । ସେଥିପାଇଁ ମଣିଷ ଦିନ ରାତି କଷ୍ଟ କରିଥାଏ କାରଣ ବନ୍ଧୁଗଣ ଏହି ଜୀବନକୁ ବଞ୍ଚିବା ପାଇଁ ଧନର ବହୁତ ଆବଶ୍ୟକତା ରହିଥାଏ ।

ବନ୍ଧୁଗଣ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନେ କମ କଷ୍ଟରେ ଅଧିକ ଫଳ ପାଇଥାନ୍ତି ଓ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ଯେତେ ଟଙ୍କା ଅର୍ଜନ କରିଲେ ମଧ୍ୟ ସେମାନଙ୍କ ପାଖରେ ଟଙ୍କା ରହିନଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ନିଜ ଆର୍ଥିକ ଅବସ୍ତାକୁ ମଝବୁତ କରିପାରିବେ ଓ ଏହି ଉପାୟକୁ କରିବା ପରେ ଆପଣଙ୍କ ପାଖରେ ନିଶ୍ଚୟ ଧନ ରହିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଉପାୟକୁ ରବିବାର ଦିନ କରିବେ । କାରଣ ରବିବାର ହେଉଛି ସୂର୍ଯ୍ୟ ଦେବତାଙ୍କ ବାର । ବନ୍ଧୁଗଣ ଯଦି ଆପଣ ନିଜ ଘରେ ସୁଖ ସମୃଦ୍ଧି ଚାହୁଁଛନ୍ତି ତା ହେଲେ ରବିବାର ରାତିରେ ନିଜ ବିଛଣା ପାଖରେ ଏକ ଗ୍ଳାସରେ ଅଳ୍ପ ପାଣି ଓ କ୍ଷୀର ରଖି ଶୋଇ ପଡନ୍ତୁ । ଏହାପରେ ବନ୍ଧୁଗଣ ଆପଣ ସଖାଳେ ଶୀଘ୍ର ଉଠି ସ୍ନାନ କରନ୍ତୁ ଓ ଏହି କ୍ଷୀର ମିଶ୍ରିତ ପାଣିକୁ ଏକ ବବୁଲ ଗଛ ମୂଳରେ ଅର୍ପଣ କରିଦିଅନ୍ତୁ ।

ଯଦି ବନ୍ଧୁଗଣ ଆପଣଙ୍କୁ ନିଜର କୌଣସି କାର୍ଯ୍ୟରେ ସଫଳତା ମିଳୁ ନାହିଁ ତା ହେଲେ ଆପଣ ରବିବାର ଦିନ କଳା କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ । ଯଦି ଆପଣ ଚାହିଁବେ ତା ହେଲେ ଆପଣ କଳା ଚଢେଇକୁ ମଧ୍ୟ ଖାଦ୍ୟ ଦେଇପାରିବେ । ଏହା କରିବା ଦ୍ଵାରା ଆପଣ ନିଜ ଜୀବନରେ ସମସ୍ତେ କ୍ଷେତ୍ରରେ ନିଶ୍ଚୟ ସଫଳତା ପାଇବେ ।

ଯଦି ବନ୍ଧୁଗଣ ଆପଣଙ୍କ ଜୀବନରେ ବିଭିନ୍ନ ପ୍ରକାରର ସମସ୍ଯା ଆସୁଛି ତା ହେଲେ ଆପଣ ରବିବାର ଦିନ କଳା ରାଶିର ଦାନ କରନ୍ତୁ । କଳା ରାଶିର ଦାନ କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ନିଶ୍ଚୟ ଦୂର ହୋଇଯିବ ।

ବନ୍ଧୁଗଣ ପ୍ରତ୍ୟକ ରବିବାର ଦିନ ଆପଣ ସଖାଳ ସମୟରେ ଶୀଘ୍ର ଉଠାନ୍ତୁ ଓ ସ୍ନାନ କରିବା ପରେ ଆପଣ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ସୂର୍ଯ୍ୟ ଦେବତାଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ ଯାହା ଦ୍ଵାରା ଆପଣ ନିଜ ଜୀବନରେ ବହୁତ ସୁଖ ପାଇବେ । ତା ହେଲେ ବନ୍ଧୁଗଣ ରବିବାର ଦିନ ଏହି ସବୁ ଉପାୟକୁ ନିଶ୍ଚୟ କରନ୍ତୁ ଓ ନିଜ ଜୀବନରେ ସୁଖ ସମୃଦ୍ଧି ଭରି ଦିଅନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *