TV ସିରିଏଲ ‘ରାଧା କୃଷ୍ଣ’ ର ଷ୍ଟାର ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ସ୍ତ୍ରୀ, ୨ ନମ୍ବର ‘କୃଷ୍ଣ’ ଙ୍କ ସ୍ତ୍ରୀ ତ ଲାଗନ୍ତି ପୁରା ପରି ଭଳି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ଅନେକ ଧାରାବାହିକ ପ୍ରଚଳିତ ହେଉଛି ଏବଂ ଦର୍ଶକ ମାନେ ଟିଭି ଧାରାବାହିକ କୁ ଅତ୍ୟନ୍ତ ମାତ୍ରାରେ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି। ବନ୍ଧୁଗଣ ସେହି ଧାରାବାହିକ ଗୁଡ଼ିକ ମଧ୍ୟରୁ ଷ୍ଟାର ଭାରତ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଧାରାବାହିକ ‘ରାଧାକୃଷ୍ଣ’ ଅନ୍ୟତମ ଅଟେ। ଏହି ଧାରାବାହିକ ପ୍ରାୟତଃ ଦର୍ଶକଙ୍କ ମନ ପସନ୍ଦର ଧାରାବାହିକ ହୋଇଯାଇଛି। ଏଥିରେ ଅଭିନୟ କରିଥିବା ସମସ୍ତ କଳାକାର ନିଜ ଅଭିନୟ ମାଧ୍ୟମରେ ଦର୍ଶକ ଙ୍କ ମନରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ସୁମେଦ ମୁଦ୍ଗାଲକର୍- ସିରିଆଲ ରାଧାକୃଷ୍ଣ ରେ ଛୋଟ କୃଷ୍ଣ ଙ୍କ ଭୂମିକା ରେ ଅଭିନୟ କରିଥିବା ଅଭିନେତା ଜଣକ ହେଉଛନ୍ତି, ‘ସୁମେଦ ମୁଦ୍ଗଲକର’। ଏହି ଅଭିନେତା ଙ୍କ କୃଷ୍ଣ ଙ୍କ ଚରିତ୍ର ରେ ଅଭିନୟ କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରୁଛନ୍ତି। ଏହି ଅଭିନେତା ଜଣେ ମରାଠୀ ପରିବାର ର ସଦସ୍ୟ ଅଟନ୍ତି। ରିଅଲ ଲାଇଫ ରେ ଏହି ଅଭିନେତା ଙ୍କ ଜଣେ ଗାର୍ଲଫ୍ରେଣ୍ଡ ଅଛନ୍ତି ଏବଂ ତାଙ୍କ ନାଁ ହେଉଛି, ‘ତୁନିଶା ଶର୍ମା’।

୨. ହିମାଂଶୁ ସୋନି- ସିରିଆଲ ରାଧାକୃଷ୍ଣ ରେ କୃଷ୍ଣ ଙ୍କ ଭୂମିକା ରେ ଅଭିନୟ କରିଥିବା ଅଭିନେତା ହେଉଛନ୍ତି ‘ହିମାଂଶୁ ସୋନି’।ଏହି ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ନାମ ହେଉଛି, ‘ଶୀତଳ’। ଏହି ଯୋଡ଼ି ୨ ବର୍ଷ ପୂର୍ବରୁ ସାକ୍ଷାତ କରିଥିଲେ ଏବଂ ହିମାଂଶୁ ଶୀତଳ ଙ୍କୁ ପ୍ରପୋଜ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

୩. ଅର୍ପିତ ରଙ୍କା- ସିରିଏଲ ରାଧାକୃଷ୍ଣ ରେ ମହାରାଜା କଂସ ଙ୍କ ଭୂମିକା ରେ ଅଭିନୟ କରିଥିବା ଅଭିନେତା ହେଉଛନ୍ତି ‘ଅର୍ପିତ ରଙ୍କା’। ଏହି ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ନାଁ ହେଉଛି, ‘ନିଧି ସୋମାନୀ ରଙ୍କା’।

୪. ହର୍ଷ ବରିଷ୍ଠ- ସିରିଆଲ ରାଧାକୃଷ୍ଣ ରେ ସୁଦାମା ଙ୍କ ଭୂମିକା ରେ ଅଭିନୟ କରିଥିବା ଅଭିନେତା ହେଉଛନ୍ତି ‘ହର୍ଷ ବରିଷ୍ଠ’। ଏହି ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ନାମ ହେଉଛି ‘ଋତୁ ବରିଷ୍ଠ’।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *