ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏପରୁ ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ବନ୍ଧୁଗଣ ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆପଣ ମାନେ ଏହି ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତର-ପ୍ରଦେଶର ମୁଜାଫର ନଗରରେ । ଗତ ମଙ୍ଗଳବାର ରାତିରେ ମୁଜାଫର ନାଗରରେ ଏକ ବଡ ଦୁର୍ଘଟଣା ହୋଇଛି ।
ବନ୍ଧୁଗଣ ସେହି ଦିନ ଏକ ବିବାହ ସମାରୋହ ଶୋଭାଯାତ୍ରା ରାଜପଥରୁ ବାହାରୁଥିଲା । ସେହି ସମୟରେ କାର ସନରୁଫରୁ କନ୍ୟା ବାହାରି ଡ୍ୟାନ୍ସ କରିବାକୁ ଲାଗିଲା । ହେଲେ ବନ୍ଧୁଗଣ ସେହି ସମୟରେ ଏକ ଅନିୟନ୍ତ୍ରିତ କାର ଅନେକ ପଦଯାତ୍ରୀ ମାନଙ୍କ ଉପରେ ଚଢାଇ ଦେଇଥିଲା । ମିଡିଆ ରିପୋର୍ଟ ଅନୁସାରେ ଦୁରଘ -ଟଣାରେ ଜଣେ ଯୁବକଙ୍କର ଘଟଣା ସ୍ଥଳରେ ଜୀବନ ଚାଲି ଯାଇଛି ।
ଏହା ସହିତ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ବନ୍ଧୁଗଣ ଏହି ଦୁରଘ -ଟଣାର ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି । ଯାହାକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି ।
ମାମଲାଟି ମୁଜାଫର ନଗର ନୂଆ ମାଣ୍ଡି ପୋଲିସ ଷ୍ଟେସନର ବୋଲି ଜଣା ପଡିଛି । ଏହି ଭିଡିଓରେ ରାଜପଥରେ କନ୍ୟା କାରରୁ ବାହାରି ଡ୍ୟାନ୍ସ କରୁଛନ୍ତି ଓ ଶୋଭାଯାତ୍ରା ମଧ୍ୟ ସାଥିରେ ଚାଲୁଅଛି । ସେହି ସମୟରେ ଏକ କାର ଦ୍ରୁତ ଗତିରେ ଆସି କନ୍ୟା ପାଖରେ ଛିଡା ହୋଇଥିବା ଲୋକ ମାନଙ୍କୁ ମାଡି ଦେଇ ଚାଲିଯାଇଥିଲା । ଏହି ଦୁରଘ -ଟଣା ଦ୍ଵାରା ଘଟଣା ସ୍ଥଳରେ ଜଣେ ବ୍ୟକ୍ତି ଜୀବନ ହରାଇଛନ୍ତି ଓ ଏହା ସହିତ ବହୁତ ଲୋକ ଆହତ ମଧ୍ୟ ହୋଇଯାଇଥିଲେ ।
ବନ୍ଧୁଗଣ ଏହି ଭିଡିଓରେ ସ୍ପର୍ଷ୍ଟ ଜଣା ପଡିଯାଉଛି ଯେ ଦ୍ରୁତ ଗତିରେ କାରଟି ମାଡ କରିବାରୁ ଯୁବକ ଜଣକ ବହୁତ ଦୂରକୁ ଉଡି ପଡିଥିଲେ । ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି ଯେ ଦୁର୍ଘଟଣା ପରେ ଅଭିଯୁକ୍ତ କାର ଡ୍ରାଇଭର ଜଣକ ନିଜ କାର ଛାଡି ଫେରାର ହୋଇଯାଇଥିଲେ । ସେହି ସମୟରେ ଏହି ମାମଲାର ସୂଚନା ପୋଲିସକୁ ଦିଆଯାଇଥିଲା । ସୂଚନା ମିଳିବା ମାତ୍ରେ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଥିଲା ।
#मुज़फ्फरनगर– शादी समारोह के दौरान दर्दनाक हादसा, हाइवे पर तेज रफ्तार बेकाबू कार ने बारातियों को मारी टक्कर, हादसे में एक की मौत,12 बाराती घायल हुए pic.twitter.com/jQHH3YUPDv
— News24 (@news24tvchannel) February 17, 2021
ଜୀବ ଚାଲି ଯାଇଥିବା ଯୁବକ ଜଣଙ୍କର ନାମ ପ୍ରମୋଦ ବୋଲି ଜଣା ପଡିଛି । ସେହି ସମୟରେ ବିବାହ ସମାହୋରରେ ଉତ୍ତେଜନା ଖେଳିଯାଇଥିଲା । ଏହି ମାମଲାର ଚର୍ଚା ବନ୍ଧୁଗଣ ବର୍ତ୍ତମାନ ସମସ୍ତ ସ୍ଥାନରେ ହେଉଛି । ଏହି ଭିଡିଓଟି ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।