SBI ଆଣିଛି ନୂଆ ଧମାକେଦାର ସ୍କିମ, ଘରେ ବସି ପ୍ରତି ମାସରେ ପାଇ ପାରିବେ 10 ହଜାର ଟଙ୍କା, ଜଲ୍ଦି ଜାଣି ନିଅନ୍ତୁ ଏହାର ନିୟମ

ବନ୍ଧୁଗଣ ଦେଶର ସବୁଠାରୁ ବଡ ଭାରତୀୟ ଷ୍ଟେଟ ବ୍ଯାଙ୍କ ଆସୁଥିବା ଦିନରୁ ନିଜ ୟୁଜର୍ସ ମାନଙ୍କ ପାଇଁ ନୂଆ ନୂଆ ସୁବିଧା ମାନ ପ୍ରଚାଳନ କରୁଛି । ଯାହାକୁ ଲୋକମାନେ ବହୁତ ଖୁସିରେ ଉପଭୋଗ କରୁଛନ୍ତି । ଲୋକମାନେ ନିଜ ଭବିଷ୍ୟକୁ ସୁଖମୟ କରିବା ପାଇଁ ଏକ ଏପରି ସ୍ଥାନରେ ନିବେଶ କରିବା ପାଇଁ ଚାହୁଁଛନ୍ତି ଯାହାଦ୍ୱାରା ଘରେ ବସି ରହି ସେମାନଙ୍କ ପାଖକୁ ଘର ଖର୍ଚ କରିବା ପାଇଁ ଟଙ୍କା ଆସୁଥିବ । ତେଣୁ ବନ୍ଧୁଗଣ ଆପଣ କେଉଁ ସ୍ଥାନରେ ନିବେଶ କରୁଛନ୍ତି ତାହା ଆପଣଙ୍କ ଭବିଷ୍ୟ ପାଇଁ ବହୁତ ଅଧିକ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏସବିଆଇର ଏନୟୁଟି ଡିପୋଜିଟ ସ୍କିମ ବିଷୟରେ କହିବାକୁ ଯାଉଛୁ । ଏସବିଆଇ ଏକ ଏନୟୁଟି ଡିପୋଜିଟ ଆକାଉଣ୍ଟ ଖୋଲିବା ପାଇଁ ଅପସନ ଦେଉଛି । ଏହି ଖାତା ଅନୁସାରେ ଗ୍ରାହକ ମାନଙ୍କୁ ଏକ ରାଶି ଜମା କରିବା ପରେ ସବୁ ମାସରେ ଏକ ଫିକ୍ସଡ ଆମାଉଣ୍ଟ ଦିଆଯିବ । ଏହି ସ୍କିମ ସେହି ଲୋକଙ୍କ ପାଇଁ ବହୁତ ଫାଇଦାଯୁକ୍ତ ହେବ ଯେଉଁ ମାନଙ୍କୁ ଅନ୍ୟ କୌଣସି କ୍ଷେତ୍ରରେ ଆୟର ବୃଦ୍ଧି ହେଉ ନାହିଁ ।

ଏସବିଆଇର ଏହି ସ୍କିମରେ ୩୬, ୬୦, ୮୪ ବା ୧୨୦ ମାସର ଅବଧି ପର୍ଯ୍ୟନ୍ତ ନିବେଶ କରାଯାଇପାରିବ । ଏହି ନିବେଶର ସୁଧ ସେତିକି ହେବ ଯେତିକି ବଛା ଯାଇଥିବା ଅବଧିର ଫିକ୍ସଡ ଡିପୋଜିଟ ପାଇଁ ଥିବ । ଯଦି ଆପଣ ପାଞ୍ଚ ବର୍ଷ ପାଇଁ ଫଣ୍ଡ ଜମା କରିବେ ତା ହେଲେ ଆପଣଙ୍କୁ କେବଳ ପାଞ୍ଚ ବର୍ଷର ଏଫଡିରେ ଲାଗୁ ହୋଇଥିବା ସୁଧ ମିଳିବ । ଯେକୌଣସି ଲୋକ ଏହି ସୁବିଧାର ଲାଭ ଉଠାଇ ପାରିବ ।

ଜାଣନ୍ତୁ ଏନୟୁଟି ସ୍କିମର କିଛି ନିୟମ


୧. ଏସିବିଆଇର ଏହି ଏନୟୁଟି ଡିପୋଜିଟ ସ୍କିମକୁ ନାବାଳକଙ୍କ ସମେତ ସମସ୍ତ ନିବାସୀଙ୍କ ଦ୍ଵାରା ଖୋଲାଯାଇପାରିବ ।

୨. ସ୍କିମ ଅନୁସାରେ ଆକାଉଣ୍ଟକୁ ଏସିବିଆଇର ଗୋଟେ ବ୍ରାଞ୍ଚରୁ ଅନ୍ୟ ଏକ ବ୍ରାଞ୍ଚକୁ ଟ୍ରାନ୍ସଫର କରିବାର ମଧ୍ୟ ସୁବିଧା ରହିଛି ।

୩. ଏସିବିଆଇ ଏନୟୁଟି ଡିପୋଜିଟ ସ୍କିମରେ କମ ସେ କମ ଆପଣ ୨୫ ହଜାର ଟଙ୍କା ଜମା କରିପାରିବେ ୨୫ ହଜାରରୁ କମ ହେବ ନାହିଁ ।

୪. ଏହି ସ୍କିମର କୌଣସି ଅଧିକତମ ଡିପୋଜିଟ ସ୍କିମ ଲିମିଟ ନାହିଁ ।

୫. ୬୦ ବର୍ଷ ବା ଉର୍ଦ୍ଧ ବର୍ଷ ଥିବା ନାଗରିକ ମାନଙ୍କୁ ୦.୫୦ ପ୍ରତିଶତ ଅଧିକ ସୁଧ ଦିଆଯିବ ।

୬. ଏସବିଆଇ ଷ୍ଟାଫ ଓ ତାଙ୍କ ଫ୍ୟାମିଲି ସଦସ୍ୟ ମାନଙ୍କୁ ସାଧାରଣ ସୁଧ ଠାରୁ ୧.୦୦ ପ୍ରତିଶତ ସୁଧ ଅଧିକ ଦିଆଯିବ ।

୭. ସ୍କିମରେ ସୁଧର ଭୁକ୍ତାନ ଯେଉଁ ଦିନ ଆକାଉଣ୍ଟ ଖୋଲାଯିବ ତାର ପର ମାସ ସେହି ତାରିଖ ଦିନ ଆରମ୍ଭ ହୋଇଯିବ ।

୮. କିଛି ବିଶେଷ ମାମଲାରେ ଏନୟୁଟିର ବେଲେନ୍ସ ଆମାଉଣ୍ଟର ୭୫ ପ୍ରତିଶତ ଲୋନ ପାଇଁ ନେଇ ହେବ ।

ତା ହେଲେ ବନ୍ଧୁଗଣ ଏହା ଥିଲା ଏସିବିଆଇର ଏକ ନୂଆ ସ୍କିମ । ତେଣୁ ଆପଣ ମାନେ ଏହି ସ୍କିମକୁ ନିଶ୍ଚୟ ଉପଭୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *