ବିବାହ ପ୍ରସେଶନରେ କାର ରେ ଠିଆ ହୋଇ କନ୍ୟା କରୁଥିଲା ଡ୍ୟାନ୍ସ, ହେଲେ ତା ପରେ ଯାହା ହେଲା ଦେଖିଲେ ଲୋମ ଟାଙ୍କୁରି ଉଠିବ, ଦେଖନ୍ତୁ ଭାଇରାଲ ଭିଡିଓ  

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏପରୁ ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ବନ୍ଧୁଗଣ ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆପଣ ମାନେ ଏହି ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତର-ପ୍ରଦେଶର ମୁଜାଫର ନଗରରେ । ଗତ ମଙ୍ଗଳବାର ରାତିରେ ମୁଜାଫର ନାଗରରେ ଏକ ବଡ ଦୁର୍ଘଟଣା ହୋଇଛି ।

ବନ୍ଧୁଗଣ ସେହି ଦିନ ଏକ ବିବାହ ସମାରୋହ ଶୋଭାଯାତ୍ରା ରାଜପଥରୁ ବାହାରୁଥିଲା । ସେହି ସମୟରେ କାର ସନରୁଫରୁ କନ୍ୟା ବାହାରି ଡ୍ୟାନ୍ସ କରିବାକୁ ଲାଗିଲା । ହେଲେ ବନ୍ଧୁଗଣ ସେହି ସମୟରେ ଏକ ଅନିୟନ୍ତ୍ରିତ କାର ଅନେକ ପଦଯାତ୍ରୀ ମାନଙ୍କ ଉପରେ ଚଢାଇ ଦେଇଥିଲା । ମିଡିଆ ରିପୋର୍ଟ ଅନୁସାରେ ଦୁରଘ -ଟଣାରେ ଜଣେ ଯୁବକଙ୍କର ଘଟଣା ସ୍ଥଳରେ ଜୀବନ ଚାଲି ଯାଇଛି ।

ଏହା ସହିତ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ବନ୍ଧୁଗଣ ଏହି ଦୁରଘ -ଟଣାର ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି । ଯାହାକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି ।

ମାମଲାଟି ମୁଜାଫର ନଗର ନୂଆ ମାଣ୍ଡି ପୋଲିସ ଷ୍ଟେସନର ବୋଲି ଜଣା ପଡିଛି । ଏହି ଭିଡିଓରେ ରାଜପଥରେ କନ୍ୟା କାରରୁ ବାହାରି ଡ୍ୟାନ୍ସ କରୁଛନ୍ତି ଓ ଶୋଭାଯାତ୍ରା ମଧ୍ୟ ସାଥିରେ ଚାଲୁଅଛି । ସେହି ସମୟରେ  ଏକ କାର ଦ୍ରୁତ ଗତିରେ ଆସି କନ୍ୟା ପାଖରେ ଛିଡା ହୋଇଥିବା ଲୋକ ମାନଙ୍କୁ ମାଡି ଦେଇ ଚାଲିଯାଇଥିଲା । ଏହି ଦୁରଘ -ଟଣା ଦ୍ଵାରା ଘଟଣା ସ୍ଥଳରେ ଜଣେ ବ୍ୟକ୍ତି ଜୀବନ ହରାଇଛନ୍ତି ଓ ଏହା ସହିତ ବହୁତ ଲୋକ ଆହତ ମଧ୍ୟ ହୋଇଯାଇଥିଲେ ।

ବନ୍ଧୁଗଣ ଏହି ଭିଡିଓରେ ସ୍ପର୍ଷ୍ଟ ଜଣା ପଡିଯାଉଛି ଯେ ଦ୍ରୁତ ଗତିରେ କାରଟି ମାଡ କରିବାରୁ ଯୁବକ ଜଣକ ବହୁତ ଦୂରକୁ ଉଡି ପଡିଥିଲେ । ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି ଯେ ଦୁର୍ଘଟଣା ପରେ ଅଭିଯୁକ୍ତ କାର ଡ୍ରାଇଭର ଜଣକ ନିଜ କାର ଛାଡି ଫେରାର ହୋଇଯାଇଥିଲେ । ସେହି ସମୟରେ ଏହି ମାମଲାର ସୂଚନା ପୋଲିସକୁ ଦିଆଯାଇଥିଲା । ସୂଚନା ମିଳିବା ମାତ୍ରେ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଥିଲା ।

ଜୀବ ଚାଲି ଯାଇଥିବା ଯୁବକ ଜଣଙ୍କର ନାମ ପ୍ରମୋଦ ବୋଲି ଜଣା ପଡିଛି । ସେହି ସମୟରେ ବିବାହ ସମାହୋରରେ ଉତ୍ତେଜନା ଖେଳିଯାଇଥିଲା । ଏହି ମାମଲାର ଚର୍ଚା ବନ୍ଧୁଗଣ ବର୍ତ୍ତମାନ ସମସ୍ତ ସ୍ଥାନରେ ହେଉଛି । ଏହି ଭିଡିଓଟି ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *