ନମସ୍କାର ସାଙ୍ଗମାନେ । ସମସ୍ତେ ସଫଳ ହେବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସେଥିପାଇଁ ବହୁତ ପରିଶ୍ରମ ଇଚ୍ଛାଶକ୍ତି ଓ ବୁଦ୍ଧି ର ଆବଶ୍ୟକ ହୋଇଥାଏ । ଆପଣ ଦେଖିଥିବେ କିଛି ଲୋକ ଜୀବନରେ ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତିବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେନାହିଁ । ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା ନିଜର ଜ୍ଞାନର ସୀମା କୁ ସଙ୍କୁଚିତ କରନ୍ତୁ ନାହିଁ।
ଏହାକୁ ସର୍ବଦା ବଢ଼େଇବା ପାଇଁ ଚେଷ୍ଟା କରନ୍ତୁ। ଏହାର ଫଳ ନିଶ୍ଚୟ ଆପଣ ଙ୍କୁ ମିଳିବ। ପରିଶ୍ରମୀ ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ ଏହା ତା ଆପଣ ମାନେ ସମସ୍ତେ ପ୍ରାୟ ଜାଣିଥିବେ।ଏହି କଥା ମଧ୍ୟ ଆମେ ପିମ୍ପୁଡ଼ି ଆଉ ଝିଂଟିକା ଗଳ୍ପ ରୁ ଶିକ୍ଷା ଲାଭ କରି ଆସିଛୁ। ଜ୍ଞାନ ଆମକୁ ବିନୟୀ , ଭଦ୍ର, ନମ୍ର ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ। ଦୟା ଭାବ ଆମ ମନରେ ଜାଗ୍ରତ କରେ ।
ପ୍ରଶ୍ନ-୧
ଗୋଟେ ସ୍ତ୍ରୀ କେତେ ଥର ଛୁଆ ଜନ୍ମ କରି ପାରିବ?
ଉତ୍ତର:- ଗୋଟେ ସ୍ତ୍ରୀ ୪୦ ଥର ଛୁଆ ଜନ୍ମ କରି ପାରେ ।
ପ୍ରଶ୍ନ-୨
ଟର୍ଚ୍ଚ କୁ ହିନ୍ଦୀ ରେ କଣ କୁହା ଯାଏ?
ଉତ୍ତର:- ଟର୍ଚ୍ଚ କୁ ହିନ୍ଦୀ ରେ ମଶାଲ କୁହା ଯାଏ ।
ପ୍ରଶ୍ନ-୩
ରେଳ ଗାଡ଼ିର ଡବା କେଉଁଠି ତିଆରି ହୋଇଥାଏ?
ଉତ୍ତର:- କପୂର୍ଥଳା ରେ ତିଆରି ହୋଇଥାଏ ।
ପ୍ରଶ୍ନ-୪
ମାଇକକୁ ଓଡିଆରେ କଣ କୁହାଯାଏ ?
ଉତ୍ତର- ଧ୍ୱନି ଗ୍ରହଣ ଯନ୍ତ୍ର
ପ୍ରଶ୍ନ-୫
ବିଶ୍ଵର ସବୁଠୁ ଛୋଟ ଦେଶ କଣ୍ ଅଟେ?
ଉତ୍ତର:- ବେଟିକନ୍ ସିଟି
ପ୍ରଶ୍ନ-୬
କେଉଁ ଦେଶର ଲୋକମାନେ ମୋବାଇଲ ଫୋନ ବ୍ୟବହାର କରିପାରନ୍ତି ନାହିଁ ?
ଉତ୍ତର- ପେରୁ ଦେଶର ଲୋକମାନେ
ପ୍ରଶ୍ନ-୭
ପ୍ରଧାନମନ୍ତ୍ରୀଙ୍କ ଗାଡି କେତେ ସ୍ପୀଡ଼ରେ ଚାଲେ ?
ଉତ୍ତର- ୯୦ କିଲୋମିଟର ପ୍ରତି ଘଣ୍ଟା
ପ୍ରଶ୍ନ-୮
ଇଣ୍ଟରନେଟର ଫୁଲ ଫର୍ମ କଣ ?
ଉତ୍ତର- international network
ପ୍ରଶ୍ନ-୯
ସବୁଠୁ ପ୍ରାଚୀନ ବେଦ କଣ୍ ଅଟେ?
ଉତ୍ତର:- ରିଗ୍ ବେଦ ସବୁଠାରୁ ପ୍ରାଚୀନ ବେଦ ଅଟେ ।
ପ୍ରଶ୍ନ-୧୦
ଏମିତି କଣ ଅଟେ ଯାହାକୁ ଆମେ ଛୁଇଁ ପାରୁନା କିନ୍ତୁ ଦେଖିପାରୁ ?
ଉତ୍ତର:- ସ୍ବପ୍ନ କୁ ଆମେ ଦେଖିପାରୁ କିନ୍ତୁ ଛୁଇଁ ପାରୁନାହିଁ ।
ପ୍ରଶ୍ନ-୧୧
ଦୁନିଆର ସବୁଠୁ ବଡ ଜାଦୁଗରର ନାମ କଣ ?
ଉତ୍ତର- ହେରି ହାଉଦିନ
ପ୍ରଶ୍ନ-୧୨
ଲତା ମଙ୍ଗେସ୍କର କେବେ ଗୀତ ଗାଇବା ଆରମ୍ଭ କରିଥିଲେ ?
ଉତ୍ତର- ୧୯୪୨ରେ
ପ୍ରଶ୍ନ-୧୩
ଭୟଭୀତ ହେବା ଦ୍ଵାରା ହୃଦୟର ସ୍ପନ୍ଦନ କାହିଁକି ବଢିଯାଏ ?
ଉତ୍ତର- ରକ୍ତ ସଂଚାର ଅଧିକ ବଢିବା କାରଣରୁ
ପ୍ରଶ୍ନ-୧୪
କେଉଁ ଗଛର କାଠ ସୁନା ଠୁ ବି ଅଧିକ ଦାମୀ?
ଉତ୍ତର:- ରକ୍ତ ଚନ୍ଦନ ।
ପ୍ରଶ୍ନ-୧୫
ଦୁନିଆର ସବୁଠୁ ଅଧିକ ଦରମା କାହାକୁ ମିଳିଥାଏ ?
ଉତ୍ତର – ଆମେରିକାରେ ରାଷ୍ଟ୍ରପତି
ପ୍ରଶ୍ନ-୧୬
ଭାରତରେ ଇଣ୍ଟର୍ନେଟର ସୁବିଧା କେବେ ଆରମ୍ଭ ହୋଇଥିଲା ?
ଉତ୍ତର – ୧୯୯୫
ପ୍ରଶ୍ନ-୧୭
Police କୁ ଓଡିଆରେ କଣ କୁହନ୍ତି ?
ଉତ୍ତର- ରାଜକୀୟ ଜନ ରକ୍ଷକ
ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ