ନଡିଆ ତେଲରେ ମିଶାଇ ଲଗାନ୍ତୁ କେବଳ ଏହି ଗୋଟିଏ ଜିନିଷ, ପତଳା ଚୁଟିକୁ ଲମ୍ବା କଳା ଓ ଘନ ବନାନ୍ତୁ- Baba Ramdev Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଉଭୟ ପୁଅ ଓ ଝିଅ ମାନଙ୍କର କେଶ ଝଡିବା ସମସ୍ଯା ବହୁତ ସାଧାରଣ ହୋଇଯାଇଛି । ବନ୍ଧୁଗଣ ଏହି କେଶ ଜନିତ ସମସ୍ଯା ଆଦିକୁ ଦୂର କରିବା ପାଇଁ ଲୋକମାନେ ମାର୍କେଟରୁ ମିଳୁଥିବା ବିଭିନ୍ନ ହେୟାର ଅଏଲ ଓ ହେୟାର ସାମ୍ପୁର ବ୍ୟବହାର କରୁଛନ୍ତି । ହେଲେ ବନ୍ଧୁଗଣ ଏହି ସମସ୍ତ ଜିନିଷରେ ବହୁତ ମାତ୍ରାରେ କେମିକାଲ ମିଶି ହୋଇରହିଥାଏ ଯାହା ଆମ କେଶକୁ ଡ୍ୟାମେଜ କରିଥାଏ । କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

କାରଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଉପାୟ ନେଇ ଆସିଛୁ ଯାହାକୁ ଆପଣ ବ୍ୟବହାର କରି ନିଜର କେଶ ଜନିତ ସମସ୍ତ ସମସ୍ଯାକୁ ବହୁତ ଶୀଘ୍ର ଦୂର କରିପାରିବେ ଓ ଏହା ସହିତ ଆପଣ ନିଜ କେଶକୁ ଘନ, ଲମ୍ବା ଓ କଳା ମଧ୍ୟ କରିପାରିବେ ।

ବନ୍ଧୁଗଣ ଏହି ଉପାୟ ହେଉଛି ଏକ ସଂପୂର୍ଣ୍ଣ ଘରୋଇ ଉପାୟ ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ ପ୍ରସ୍ତୁତ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପାୟ ବିଷୟରେ । ବନ୍ଧୁଗଣ ଆମର ଏହି ଉପାୟ ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ନଡିଆ ତେଲର ଆବଶ୍ୟକତା ରହିଛି ।

ସମସ୍ତଙ୍କ ଘରେ ନଡିଆ ତେଲର ବ୍ୟବହାର କରାଯାଇଥାଏ । ତେଣୁ ଆପଣଙ୍କୁ ନଡିଆ ତେଲ ବହୁତ ସହଜରେ ମିଳିଯିବ । ବନ୍ଧୁଗଣ ନଡିଆ ତେଲ ଆମ କେଶ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ବନ୍ଧୁଗଣ ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ ଓ ଏଥିରେ ଏକ ଚାମଚ ନଡିଆ ତେଲ ପକାଇ ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆମକୁ ଦରକାର ସୋରିଷ ତେଲ ।

ବନ୍ଧୁଗଣ ସୋରିଷ ତେଲ ଆମ କେଶକୁ ମୋଟା ଏବଂ ଘନ କରିବାରେ ବହୁତ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ଏହି ଉପାୟ ପାଇଁ ଏକ ଚାମଚ ସୋରିଷ ତେଲ ନିଅନ୍ତୁ । ଏହାପରେ ବନ୍ଧୁଗଣ ଏହି ଦୁଇଟି ତେଲକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଏହାପରେ ଆମର ରେମେଡି ପ୍ରସ୍ତୁତ ହୋଇଯିବ । ବନ୍ଧୁଗଣ ଏହାକୁ ଲଗାଇବା ପୂର୍ବରୁ ଆପଣ ଏହି ତେଲକୁ ଅଳ୍ପ ଉଷୁମ କରିଦିଅନ୍ତୁ ।

ଉଷୁମ କରିବା ପରେ ଆପଣ ନିଜ କେଶର ମୂଳରେ ଭଲ ଭାବରେ ଏହାର ମସାଜ କରନ୍ତୁ । ଯଦି ବନ୍ଧୁଗଣ ଆପଣ ଚନ୍ଦାପଣର ଶିକାର ହୋଇଛନ୍ତି ତା ହେଲେ ଆପଣ ନିଶ୍ଚୟ ଏହି ତେଲକୁ ନିଜ ମୁଣ୍ଡରେ ଲଗାଇ ଦିଅନ୍ତୁ । ଆପଣଙ୍କୁ ନିଶ୍ଚୟ ଏହାର ଭଲ ରେଜଲ୍ଟ ମିଳିବ । ଯଦି ବନ୍ଧୁଗଣ ଆପଣଙ୍କ କେଶ ଧଳା, ରୁଖା ବା ଅଧିକ ଝଡୁଛି ତା ହେଲେ  ଏହି ତେଲ ଆପଣଙ୍କ କେଶ ଜନିତ ସମସ୍ତ ସମସ୍ଯାକୁ ବହୁତ ଶୀଘ୍ର ଦୂର କରିଦେବେ । ବନ୍ଧୁଗଣ ଏହି ତେଲକୁ ଆପଣ ରାତିରେ ଲଗାଇ ସଖାଳ ସମୟରେ ଧୋଇ ପାରିବେ କିମ୍ବା ଆପଣ ୨ ଘଣ୍ଟା ପରେ ମଧ୍ୟ ଏହାକୁ ଧୋଇପାରିବେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *