କୌଣସି ବିନା କାରଣରେ ମଣିଷ ଖୁସି ରହିପାରିବ ନାହିଁ । ନିଜର ଚିନ୍ତାଗ୍ରସ୍ତ ଜୀବନରେ ମଣିଷ ସବୁବେଳେ ବ୍ୟସ୍ତରେ ରହୁଛି, ଏହାଦ୍ବାରା ସେ ନିଜର ମନୋରଞ୍ଜନ କରିପାରୁ ନାହିଁ । ସେଥିପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ଆଣିଛୁ ଯାହାକୁ ଶୁଣିଲେ ଆପଣଙ୍କ ମନ ଖୁସି ହୋଇଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।
Joke-1
ଦୁଃଖ କଣ …?
ସକାଳେ 7 ଟା ରେ ନିଦ ଭାଙ୍ଗିବ ଓ ଜାଣିବା କି ଆଉ ପୁଣି ଶୋଇବାର ନାହିଁ …!
ଖୁସି କଣ …?
ରାତି 2 ଟା ରେ ନିଦ ଭାଙ୍ଗିବ ଓ ଜାଣିବା କି
ଏବେ ଆହୁରି 5 ଘଣ୍ଟା ଶୋଇବାର ଅଛି …!
ଡବଲ ଖୁସି କଣ …?
ରାତିରେ ନିଦ ଭାଙ୍ଗିବା ପରେ ଜାଣିବା କି
କାଲି ତ ଛୁଟି ଅଛି ….!!
Joke-2
ସ୍ଵାମୀ ପ୍ରବଚନ ଶୁଣି ଘରକୁ ଆସିଲା ଓ ସ୍ତ୍ରୀ କୁ କୋଳରେ ଉଠାଇ ନେଲା
ପତ୍ନୀ – କଣ ଗୁରୁଜୀ ରୋମାନ୍ସ କରିବାକୁ କହିଛନ୍ତି ?
ସ୍ଵାମୀ – ନା ରେ ପାଗେଳି, ସେ ତ କହିଛନ୍ତି କି ନିଜ ଦୁଃଖ ନିଜେ ଉଠାଅ …!!
Joke-3
ଜଣା ଅଛି ବିଦେଶରେ ଛାଡପତ୍ର ଦେବା ବହୁତ ସହଜ ଅଟେ …!
ପତ୍ନୀ – ଜାଣିଛି , ସେଇଥି ପାଇଁ ତ ସେଠିକାର ଝିଅମାନେ ବାହାଘର ବେଳେ କାନ୍ଦନ୍ତି ନାହିଁ …!!
Joke-4
ପାପା – ପୁଅ, ତୁ ପାସ ହଅ, ନହେଲେ ଫେଲ
ମୁଁ ତତେ ନିଶ୍ଚୟ ବାଇକ ଟେ ଦେବି
ପାପା- ପାସ ହେଇଗଲେ କଲେଜ ଯିବା ପାଇଁ
ଓ ଫେଲ ହେଇଗଲେ କ୍ଷୀର ବିକିବା ପାଇଁ
Joke-5
ସନ୍ଧ୍ୟାରେ ସ୍ଵାମୀ ଆସିବା ମାତ୍ରେ ସ୍ତ୍ରୀ କଳି କରିବା ଆରମ୍ଭ କରିଦେଲା ।
ଚିନ୍ତିତ ସ୍ଵାମୀ – ଆରେ ଦିନ ସାରା କାମ କରି ଥକି ଯାଇଛି ଟିକେ ଫ୍ରେସ ତ ହେବାକୁ ଦେ …
ପତ୍ନୀ – ମୁଁ ବି ତ ଦିନ ସାରା ଏକୁଟିଆ ଥିଲି,
ତ ମୁଁ ବି ଫ୍ରେଶ ହଉଛି
Joke-6
ମ୍ୟାଡମ – ପୁଅ, ମାନି ନେ ଯଦି ଚୋର ପଛ ପଟୁ ଘରେ ପଶିଯାଏ,
ତ ତୁ ସବୁଠୁ ପ୍ରଥମେ କଣ କରିବୁ ?
ପିଲା- ତ ମୁଁ 001 ରେ କଲ କରିବି
ତ ପୋଲିସ ବି ପଛ ପଟୁ ହିଁ ଆସିବ
Joke-7
ସ୍ତ୍ରୀ- ଯଦି ମୁଁ କୌଣସି ଯବାନ ପୁରୁଷକୁ କିସ୍ କରିବି ତା ହେଲେ କଣ ହେବ ବାବା ?
ବାବା- ନର୍କକୁ ଯିବ ତମେ ?
ସ୍ତ୍ରୀ- ଆଛା, ଯଦି ମୁଁ ତୁମକୁ କିସ୍ କରିବି ତା ହେଲେ ?
ବାବା- ଚାଲାଖ ଅଛ, ସ୍ଵର୍ଗକୁ ଯିବା ପାଇଁ ଚାହୁଁଛ ତମେ ଯାହା ଲାଗୁଛି ।
ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ହସ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ