ବନ୍ଧୁଗଣ ସମଗ୍ର ଭାରତ ବର୍ଷରେ ଆଇଏଏସର ପରୀକ୍ଷା ହେଉଛି ସବୁଠାରୁ କଠିନ । ଏହି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ଲୋକ କଷ୍ଟ କରିଥାନ୍ତି । ହେଲେ ବହୁତ କମ ଲୋକ ଏହି ପରୀକ୍ଷା ପାସ କରି ପାରନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଇଏଏସ ଇଣ୍ଟରଭ୍ୟୁରେ ପଚରା ହେଉଥିବା କିଛି କଠିନ ପ୍ରଶ୍ନ ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଇଏଏସର ଏହି କଠିନ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ । ବନ୍ଧୁଗଣ ଏହି ପରୀକ୍ଷା କେବଳ ମଣିଷର ସହନ ଶୀଳତା ଏବଂ ସ୍ଵଭାବକୁ ପରୀକ୍ଷା କରାଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ ।
ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।
ପ୍ରଶ୍ନ – ୧
ବିଶ୍ଵର ସବୁଠୁ ବଡ ସିନେମା ଘର କେଉଁଠି ଅଛି ?
ଉତ୍ତର – ସ୍ପେନ
ପ୍ରଶ୍ନ – ୨
ହିନ୍ଦୁସ୍ଥାନ ର ପ୍ରଥମ ରାଜା କିଏ ଥିଲେ ?
ଉତ୍ତର – ଚନ୍ଦଗୁପ୍ତ ମୋର୍ଯ୍ଯ
ପ୍ରଶ୍ନ – ୩
ମହଲର ସହର କାହାକୁ କୁହାଯାଏ ?
ଉତ୍ତର – କୋଲକାତା
ପ୍ରଶ୍ନ – ୪
ଭାରତର ସବୁଠୁ ଶୁଖିଲା ଭାଗ କିଏ ଅଟେ ?
ଉତ୍ତର – ରାଜସ୍ଥାନ
ପ୍ରଶ୍ନ – ୫
ଉଦୟ ସୂର୍ଯ୍ୟ ର ଭୂମି କାହାକୁ କୁହାଯାଏ ?
ଉତ୍ତର – ଜାପାନ
ପ୍ରଶ୍ନ – ୬
କେଉଁ ଦେଶରେ ସବୁଠୁ ଅଧିକ ଫିଲ୍ମ ବନା ଯାଇଥାଏ ?
ଉତ୍ତର – ଭାରତ
ପ୍ରଶ୍ନ – ୭
ପଞ୍ଚତନ୍ତ୍ର ର ଲେଖକ କିଏ ଥିଲେ ?
ଉତ୍ତର – ବିଷ୍ଣୁ ଶର୍ମା
ପ୍ରଶ୍ନ – ୮
ଫତେପୁର ସିକରି ର ନିର୍ମାଣ କିଏ କରିଥିଲେ ?
ଉତ୍ତର – ଆକବର
ପ୍ରଶ୍ନ – ୯
ଭାରତର ସବୁଠୁ ଛୋଟ ରାଜ୍ୟ କଣ ଅଟେ ?
ଉତ୍ତର – ଗୋଆ
ପ୍ରଶ୍ନ – ୧୦
ଭାରତରେ ସୁନାର ଖଣି କେଉଁଠି ଅଛି ?
ଉତ୍ତର – କର୍ଣ୍ଣାଟକ
ପ୍ରଶ୍ନ – ୧୧
ଆରବ ସାଗରର ରାଣୀ କାହାକୁ କୁହାଯାଏ ?
ଉତ୍ତର – କୋଚ୍ଚୀ
ପ୍ରଶ୍ନ – ୧୨
ଘଡି ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର – ଭାରତ
ପ୍ରଶ୍ନ – ୧୩
ଭାରତର ସବୁଠୁ ବଡ ହସ୍ପିଟଲ କେଉଁଠି ଅଛି ?
ଉତ୍ତର – ନୂଆ ଦିଲ୍ଲୀ
ପ୍ରଶ୍ନ – ୧୪
କଳା ବନ କେଉଁଠି ମିଳିଥାଏ ?
ଉତ୍ତର – ବ୍ରାଜିଲ
ପ୍ରଶ୍ନ – ୧୫
ଭାରତର ପ୍ରଥମ ନାଗରିକ କିଏ ଅଟନ୍ତି ?
ଉତ୍ତର – ରାଷ୍ଟ୍ରପତି
ପ୍ରଶ୍ନ – ୧୬
ଯେତେବେଳେ ଗୋଟିଏ ଝିଅ ନଇଁ କି ମୁଣ୍ଡିଆ ମାରେ ତେବେ ତାର କଣ ଦେଖାଯାଏ ?
ଉତ୍ତର – ସଂସ୍କାର
ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ