କୌଣସି ବିନା କାରଣରେ ମଣିଷ ଖୁସି ରହିପାରିବ ନାହିଁ । ନିଜର ଚିନ୍ତାଗ୍ରସ୍ତ ଜୀବନରେ ମଣିଷ ସବୁବେଳେ ବ୍ୟସ୍ତରେ ରହୁଛି, ଏହାଦ୍ବାରା ସେ ନିଜର ମନୋରଞ୍ଜନ କରିପାରୁ ନାହିଁ । ସେଥିପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ଆଣିଛୁ ଯାହାକୁ ଶୁଣିଲେ ଆପଣଙ୍କ ମନ ଖୁସି ହୋଇଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।
Joke-1
ପପୁ ସ୍କୁଲକୁ ଗଧ ଆଣି ଆସିଲା
ଟୀଚର- ଏହାକୁ କାହିଁକି ଆଣି ଆସିଛୁ ?
ପପୁ- ମ୍ୟାମ, ଆପଣ ତ କହନ୍ତି
ମୁଁ ବଡ ବଡ ଗଧଙ୍କୁ ବି ମଣିଷ ବନେଇ ଦେଇଛି
ତ ମୁଁ ଭାବିଲି କି ଇଏ ବି ମଣିଷ ହେଇଯାଉ
Joke-2
ସ୍ଵାମୀ ସ୍ତ୍ରୀକୁ କହିଲା
ପ୍ରିୟେ ମୁଁ ତୁମକୁ ବହୁତ ଭଲ ପାଏ
ସ୍ତ୍ରୀ – ତ କଣ ମୁଁ ତୁମକୁ ଭଲ ପାଏ ନାହିଁ ?
ମୁଁ ତ ତୁମ ପାଇଁ ସାରା ଦୁନିଆ ସହ ଲଢିପାରେ
ସ୍ଵାମୀ- କିନ୍ତୁ ତୁ ତ ଦିନ ରାତି ମୋ ସହିତ ଲଢୁ ?
ସ୍ତ୍ରୀ – ଜାନ, ତୁମେ ତ ମୋ ଦୁନିଆ !!!
Joke-3
ପୁଅ- ମତେ ବାହା ହେଇଯା…
ଝିଅ- କାହିଁକି ?
ପୁଅ- ବହୁତ ଡିମାଣ୍ଡ ଅଛି ମୋର, ପୁରା ଦେଶ ମତେ ଖୋଜୁଛି
ଝିଅ- ତୁ ଏମିତି କିଏ କି?
ପୁଅ- ବିନୋଦ…
Joke-4
ସ୍ତ୍ରୀ ବଜାରରୁ ଏକ ନୂଆ ଶାଢୀ ଆଣି ନିଜ ସ୍ଵାମୀ ପାଖକୁ ଆସିଲା
ବଜାରରୁ ଆସିବା ମାତ୍ରେ
ସ୍ତ୍ରୀ- କୁଆଡେ ଯିବନି…ମୁଁ ଏବେ ଗଲି ଓ ତୁରନ୍ତ ଶାଢୀ ପିନ୍ଧି ଏବେ ଆସିଲି
ସ୍ଵାମୀ- ଠିକ ଅଛି, ଜଲ୍ଦି ଆସିବୁ
ସ୍ତ୍ରୀ- କେମିତି ଲାଗୁଛି ଦେଖି କି କୁହ
ସ୍ଵାମୀ- ବହୁତ ସୁନ୍ଦର, ଦେଖି କି ମନ ହଉଛି ଏବେ kiss କରି ଦବାକୁ
ସ୍ତ୍ରୀ- ହଁ ଜଣା ଅଛି, ଦୋକାନୀ ବି ଏଇଆ କହୁଥିଲା
Joke-5
ସ୍ତ୍ରୀ ଉପରେ ଚିଡି ଯାଇ ସ୍ଵାମୀ ଯେମିତି ହିଁ ଘରୁ ବାହାରିଲା
ସ୍ତ୍ରୀ- କଉଠିକି ଯାଉଛ ?
ସ୍ଵାମୀ- ମରିବାକୁ ଯାଉଛି….ସୁସାଇଡ କରିବି
ସ୍ତ୍ରୀ- କଉଠିକି ବି ଯାଅ କିନ୍ତୁ ସ୍ଵେଟର ପିନ୍ଧି କି ଯାଅ, ବାହାରେ ବହୁତ ଥଣ୍ଡା
ବେମାର ଯଦି ହେଇଯାଅ ନା ଦେଖିବ….
Joke-6
ସ୍ତ୍ରୀ- ହେଇଟି ଶୁଣୁଛ, ତୁମକୁ ତ ଖାଲି ଅଫିସ ଚିନ୍ତା
ଘର କଥା ଭାବୁନ
ସ୍ଵାମୀ- କଣ ହେଲା ?
ସ୍ତ୍ରୀ- ଲାଗୁଛି ଆମ ଝିଅ ବାହାରେ କାହା ସହିତ ସେଟିଂ କରି ନେଲାଣି
ସ୍ଵାମୀ- ତୁମେ କେମିତି ଜାଣିଲ ?
ସ୍ତ୍ରୀ- ଆଜିକାଲି ମୋବାଇଲ ରିଚାର୍ଜ ପାଇଁ ପଇସା ହିଁ ମାଗୁ ନାହିଁ
ସ୍ଵାମୀ ବେହୋସ
Joke-7
ଗୋଟିଏ ନବ ବିବାହିତ କପଲ ହନିମୁନ ରେ ଗଲେ
ପୁଅଟି ବଡ ରୋମାଣ୍ଟିକ ମୁଡରେ ଝିଅକୁ କହିଲା-
ଆରମ୍ଭ କରିବା …
ଝିଅଟି ଲାଜେଇ ଯାଇ କହିଲା- ମୁଁ ତ କେବେ ବି ପର ଲୋକଙ୍କୁ ବି ମନା କରି ନାହିଁ
ତୁମେ ତ ମୋର ନିଜର
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ